Latest Odisha News

BREAKING NEWS

Browsing Category

ଓଡିଶା

Odisha

Odisha Assembly: ଚତୁର୍ଥ ଦିନରେ ବି ବିଧାନସଭା ଅଚଳ, ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ଵର: ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ବି ବିଧାନସଭା ଅଚଳ। ମାତ୍ର ୭ ମିନିଟ୍ ଚାଲିଲା ବିଧାନସଭା। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ହୋହାଲ୍ଲାରେ ଚାଲିପାରୁନି ଗୃହ। ପ୍ରଶ୍ନ କାଳ ଆରମ୍ଭରୁ ପ୍ଲାକାର୍ଡ, ପୋଷ୍ଟର ଧରି ବିରୋଧୀ ସଦସ୍ୟ ହଟ୍ଟଗୋଳ କରିଛନ୍ତି। ଅପରାହ୍ନ ୪ଟା ଯାଏଁ ବାଚସ୍ପତି…

Ratna Bhandar: ସରିଲା ରତ୍ନଭଣ୍ଡାର ମରାମତି; ଆସନ୍ତାକାଲି ଅଳଙ୍କାର ସ୍ଥାନାନ୍ତର, ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ସରିଲା ରତ୍ନଭଣ୍ଡାର ମରାମତି। ମରାମତି କାମ ସମ୍ପୂର୍ଣ୍ଣ ହୋଇଥିବାରୁ ଶ୍ରୀଜିଉଙ୍କର ସମସ୍ତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଆସନ୍ତାକାଲି ଏହି ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ମାର୍ଗଦର୍ଶିକା ଅନୁସାରେ ରତ୍ନାଳଙ୍କାର ସ୍ଥାନାନ୍ତର କରାଯିବ। ଏଥିପାଇଁ ଆସନ୍ତାକାଲି ସକାଳ ୧୦ଟାରୁ…

Nabaratri Starts: ଶାରଦୀୟ ଦୁର୍ଗାପୂଜା: ଆଜିଠାରୁ ବିଭିନ୍ନ ଶକ୍ତି ପୀଠରେ ନବ ଦିନାତ୍ମକ ପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହେଉଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା। ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଲାଣି।…

Weather Update: ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ: ଭିଜିବ ଦଶହରା, ଆଜି ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର: ଭିଜିବ ପାର୍ବଣ। ଆସୁଛି ପଛକୁ ପଛ ଦୁଇଟି ଲଘୁଚାପ। ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ଦଶହରାରେ ଅଧିକ ବର୍ଷା…

ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣାରେ ନିଲମ୍ବିତ ହେଲେ ଏଏସଆଇଙ୍କ ସମେତ…

ବାଲେଶ୍ବର:ବାଲେଶ୍ଵର ଏସପି ନାବାଳିକା ଅପହରଣ ମାମଲାର ଅଭିଯୁକ୍ତ ଟ୍ରେନରୁ ଫେରାର ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନାର ଜଣେ ଏଏସଆଇ ଓ ୨ ଜଣ କନେଷ୍ଟବଳଙ୍କୁ ବାଲେଶ୍ଵର ଏସପି ନିଲମ୍ବିନ କରିଛନ୍ତି ।…

ବରିଷ୍ଠ ନାଗରିକଙ୍କ ପାଇଁ ଆଲ୍ଜାଇମର୍ସ ଓ ଡିମେନ୍ସିଆ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବିଶ୍ୱ ଆଲ୍ଜାଇମର୍ସ ଦିବସରେ ଆଲ୍ଜାଇମର୍ସ ଏବଂ ସମ୍ପର୍କିତ ବ୍ୟାଧି ସମାଜ ଭାରତ (ARDSI) ର ଭୁବନେଶ୍ୱର ଶାଖା, ସମୁଦାୟ ସଂଲଗ୍ନତା ଏବଂ ଆଲ୍ଜାଇମର୍ସ ଓ ଡିମେନ୍ସିଆ ବିଷୟରେ ସଚେତନତା କାର୍ଯ୍ୟକ୍ରମ (Community Engagement & Awareness Programme) ଆୟୋଜନ କରାଯାଇଥିଲା।…

Bhubaneswar Club President: “ଭୋଟ୍ ଫର ଚେଞ୍ଜ” ନାରା ହେଲା ସଫଳ: ଭୁବନେଶ୍ବର କ୍ଲବ ସଭାପତି ହେଲେ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇର ଆସିଲା ଫଳାଫଳ । ପ୍ରଦୀପ ଜେନା ଅସିତ ତ୍ରିପାଠୀଙ୍କୁ ପରାସ୍ତ କରି ନୂତନ ସଭାପତି ହେଲେ । ଲଳିତ ଦାସ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି, ପ୍ରଗତି କୁମାର ମହାନ୍ତି ଏବଂ ସମ୍ବିତ ମହାନ୍ତି…

ସ୍ବର୍ଗତ ଢୋଲକିଆଙ୍କ ରାଜନୈତିକ ପ୍ରତିଦ୍ବନ୍ଦୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ ନଥିଲେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ନୂଆପଡାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦାନ କରିଛନ୍ତି। ସ୍ୱର୍ଗତ ବିଧାୟକଙ୍କ ସ୍ମୃତି ଚାରଣ କରି ସେ କହିଲେ ଯେ ସେ ତାଙ୍କର ଜଣେ ଉତ୍ତମ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ୨୬୪୪ଟି ଆବେଦନ ପଞ୍ଜିକୃତ

ପୁରୀ: ଆଉ କିଛି ଦିନ ପରେ ଆମ୍ଭ ହେବ ପବିତ୍ର କାର୍ତ୍ତିକ ମାସ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ଆଉ…

ଭୋଟ ଚୋର ଗାଦି ଛାଡ଼ ପାଇଁ କଂଗ୍ରେସ ପକ୍ଷରୁ ସ୍ୱାକ୍ଷର କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ଓଡ଼ିଶା ପ୍ରଦେଶ ଅନୁସୂଚିତ ଜାତି ବିଭାଗ ଆଜି କଂଗ୍ରେସ ଭବନ ଠାରେ ଦସ୍ତଖତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି । ସଂସଦର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଉଠାଇଥିବା ଭୋଟ ଚୋର ଗାଦି ଛାଡ଼ ବିଷୟକୁ ଓଡ଼ିଶାର…