Latest Odisha News

BREAKING NEWS

Browsing Category

ଓଡିଶା

Odisha

Gun Robbery:ପଞ୍ଚାୟତ ଅଫିସ୍‌ ନିକଟରୁ ଭତ୍ତା ଟଙ୍କା ଲୁଟ୍;ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ…

କେନ୍ଦୁଝର:ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା। ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ । ଏହି ସମୟରେ ବାଉରୀପଦା ପଞ୍ଚାୟତ ଅଫିସ୍‌ ନିକଟରୁ ଏହି ଲୁଟ୍ ହୋଇଛି । ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ସୋମବାର ସକାଳ ପ୍ରାୟ ୯ ଟା ୪୫ ମିନିଟ ସମୟରେ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ; ୫ ହଜାର ଲାଞ୍ଚ ନେଉଥିଲେ 

କେନ୍ଦ୍ରାପଡା: ସୋମବାର ଦିନ ଓଡିଶା ଭିଜିଲାନ୍ସ ଅଧିକାରୀମାନେ କେନ୍ଦ୍ରାପଡାର ମହାକାଳପଡା ନିକଟସ୍ଥ ଚଢ଼େଇଗୁଆଁ ଠାରେ ଥିବା ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛନ୍ତି। ସେ ଜଣେ କର୍ମଚାରୀଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୁକ୍ତଙ୍କ ନାମ ରଘୁନାଥ ଦାସ ବୋଲି…

ଓଡ଼ିଶା ବିଜେପିର କୋର କମିଟି ବୈଠକ: ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଡ଼ା ଟାସ୍କ; ସରକାରୀ ନିଯୁକ୍ତି ଏବଂ ମନ୍ତ୍ରିମଣ୍ଡଳ…

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶେଷ ହୋଇଛି ଦଳର ଅତି ଗୁରୁତ୍ୱପୂର୍ଣ୍ଣ ତଥା ହେଭିୱେଟ୍ କୋର କମିଟି ବୈଠକ। ଓଡ଼ିଶାରେ ସରକାର ଗଠନ ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଏବଂ ସରକାରଙ୍କ ପ୍ରଦର୍ଶନକୁ ନିଖୁଣ କରିବା ପାଇଁ ଏହି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପି…

ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ଼ ଖବର। ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ୨୦ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରୁ ୧ଟା ମଧ୍ୟରେ ସିଏଚ୍‌ଏସ୍‌ଇ ପରିସରରେ ଔପଚାରିକ…

କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭିଡି ସତିସନ୍

ନୂଆଦିଲ୍ଲୀ: କେରଲମର ତିରୁବନନ୍ତପୁରମ ସେଣ୍ଟ୍ରାଲ ଷ୍ଟାଡିୟମରେ କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ କଂଗ୍ରେସ ନେତା ଭିଡି ସତିସନ୍। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। କେରଳ ମୁଖ୍ୟମନ୍ତ୍ରୀ ଭାବରେ ସତିସନ୍‌ଙ୍କ ଯୋଗଦାନ ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ…

ପେଟ୍ରୋଲ-ଡିଜେଲକୁ ଜିଏସଟି ପରିସରଭୁକ୍ତ ଦାବି: କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦ

ଭୁବନେଶ୍ୱର: ଦିନକୁ ଦିନ ଆକାଶଛୁଆଁ ହେଉଥିବା ଇନ୍ଧନ ଦର ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତି ସାଧାରଣ ଜନତାଙ୍କ ଅଣ୍ଟା ଭାଙ୍ଗିଦେଲାଣି। ଏହି ଜ୍ୱଳନ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେଡି ନେତା ଡକ୍ଟର ସସ୍ମିତ ପାତ୍ର।…

ସ୍ତ୍ରୀ ସହ କଳି, ପ୍ରତିଶୋଧ ନେଲା ସ୍ୱାମୀ: ଅନ୍ଧାର ରାତିରେ ଶ୍ୱଶୁର ଘର ଜାଳିଦେଲା ମଦ୍ୟପ ଜ୍ୱାଇଁ

ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସାଧାରଣ ଝଗଡ଼ା। ଆଉ ତାର ପରିଣାମ ଏତେ ଭୟଙ୍କର ହେବ, ତାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ପାରିବାରିକ କଳହ ଓ ମଦ୍ୟପାନକୁ କେନ୍ଦ୍ର କରି ଜଣେ ଯୁବକ ଏମିତି ରକ୍ତମୁଖା ସାଜିଲେ ଯେ, ସ୍ତ୍ରୀ ଉପରେ ଥିବା ରାଗକୁ ନେଇ ସିଧାସଳଖ ଶ୍ୱଶୁର ଘରେ ନିଆଁ…

ନବମ ଶ୍ରେଣୀରୁ ଲାଗୁ ହେବ CBSEର ନୂଆ ନିୟମ: ଓଡ଼ିଶା ପାଇଁ ବଡ଼ ଆଶ୍ୱସ୍ତି, ହେଲେ ବଦଳିବ ଟାଇମଟେବୁଲ୍ ଓ ବଢ଼ିବ ବୋଝ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ନବମ ଶ୍ରେଣୀଠାରୁ ଲାଗୁ ହେବାକୁ ଥିବା ନୂଆ 'ତ୍ରି-ଭାଷା ନୀତି' (Three-Language Policy) କୁ ନେଇ ସାରା ଦେଶରେ ଏବେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଉଦ୍‌ବେଗ ପ୍ରକାଶ ପାଇଛି। ମେଟ୍ରୋ ସହରଗୁଡ଼ିକରେ…

କୂଅ ଭିତରେ ଛଟପଟ ହେଲା ବଣୁଆ ଭାଲୁ, ସିଡ଼ି ପକାଇ ବାଟ କଢ଼ାଇଲା ବନ ବିଭାଗ

ବାରିପଦା: ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ଗାଁ ମୁହାଁ ହୋଇଥିଲା ବଣୁଆ ଭାଲୁ। କିନ୍ତୁ ଅସାବଧାନତା ବଶତଃ ଖସି ପଡ଼ିଥିଲା ଏକ ଶୁଖିଲା କୂଅ ଭିତରେ। ପ୍ରାୟ ୧୫ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ସଫଳ ହୋଇଛି ବନ ବିଭାଗର ଉଦ୍ଧାର କାର୍ଯ୍ୟ। କୌଣସି ଟ୍ରାଙ୍କୁଲାଇଜର (ଚେତାଶୂନ୍ୟ ଇଞ୍ଜେକ୍ସନ) ବ୍ୟବହାର…

୧୯୦ ଦେଶରେ ତ୍ରୟୋଦଶ ଅନ୍ତର୍ଜାତୀୟ ‘ଆର୍ଟ୍ ଅଫ୍ ଗିଭିଂ’ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷାବିତ୍ ଓ ସମାଜସେବୀ ତଥା ଆର୍ଟ ଅଫ୍ ଗିଭିଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନ କ୍ରମେ ଚଳିତବର୍ଷ ତ୍ରୟୋଦଶ ଅନ୍ତର୍ଜାତୀୟ ଆର୍ଟ୍ ଅଫ୍ ଗିଭିଂ ଦିବସ ବିଶ୍ୱର ୬ଟି ମହାଦେଶର ଭାରତ ସମେତ ୧୯୦ ଦେଶରେ ପାଳିତ ହୋଇଯାଇଛି। ଏହା ସହିତ ୨୨୨ଟି ଏଫ୍‌ଆଇଭିବି ସଦସ୍ୟ…