Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦ କୋଟି ଅନଲାଇନ ଠକେଇ ମାମଲାରେ ପୂର୍ବତନ ସେନା କର୍ମଚାରୀ ଗିରଫ

କଟକ: କଟକ ସାଇବର ପୋଲିସ ସୋମବାର ଦିନ ଏକ ଅନଲାଇନ୍ ଠକେଇର ପର୍ଦ୍ଦାଫାଶ କରିଛି। ଓଡ଼ିଶାରେ ହଜାର ହଜାର ଲୋକଙ୍କୁ ପ୍ରାୟ ୨୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ଜଣେ ପୂର୍ବତନ ସେନା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ପୋଲିସ ଅନୁସାରେ, କଟକ ବାଦାମବାଡିର ରାଜେନ୍ଦ୍ର ନଗର ଅଞ୍ଚଳର…

FIG World Challenge Cup 2025: ଭାରତ ପାଇଁ ପ୍ରତିନିଧିତ୍ୱ କରିବେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ…

ଭୁବନେଶ୍ୱର: ଭାରତୀୟ ଜିମ୍ନାଷ୍ଟିକ୍ସର ବର୍ଦ୍ଧିତ ଶକ୍ତିର ପ୍ରଦର୍ଶନ ସ୍ୱରୂପ, ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ୪ ଜଣ ଜିମ୍ନାଷ୍ଟିକ୍ ଙ୍କୁ ଫ୍ରାନ୍ସର ପ୍ୟାରିସ ଏବଂ ହଙ୍ଗେରୀର ସ୍ଜୋମ୍ବାଥେଲିଠାରେ ଆୟୋଜିତ ହେବାକୁଥିବା ସମ୍ମାନଜନକ…

ରାଜ୍ୟରେ ସାର ଯୋଗାଣରେ ବ୍ୟତିକ୍ରମ ହୋଇଥିବା ସ୍ପଷ୍ଟ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାର ଅଭାବକୁ ନେଇ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ସାରର ଅଭାବକୁ ନେଇ ଚାଷୀମାନେ…

Ignou: ଇଗ୍ନୋର ନାମଲେଖା ଅବଧି ସେପ୍ଟେମ୍ବର ୧୫ ତାରିଖକୁ ବୃଦ୍ଧି

ଭୁବନେଶ୍ବର: ଇଗ୍ନୋର ନାମଲେଖା ଅବଧିକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା । ବିଭିନ୍ନ ବର୍ଗର ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଇଗ୍ନୋ କର୍ତ୍ତୃପକ୍ଷ ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ନାମଲେଖା ଅବଧିକୁ ଏବଂ ପୁନଃ ପଞ୍ଜିକରଣ ସମାୟାବଧିକୁ ସେପ୍ଟେମ୍ବର ୧୫ ତାରିଖ…

Odisha Yatri App: ଓଡ଼ିଶା ଯାତ୍ରୀ ଆପ୍‌ ସହାୟତାରେ କିଣିପାରିବେ ଆମ ବସ୍‌ ଏବଂ ଚିଲିକା ବୋଟିଂ ଟିକେଟ୍

ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଆପ୍‌ର କଳେବର ବଢ଼ାଇଛି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଏଣିକି ଏହି ଆପ୍‌ ମାଧ୍ୟମରେ ଆମ ବସ୍‌ ଏବଂ ସାତପଡ଼ାରେ ଚିଲିକା ବୋଟିଂ ନିମନ୍ତେ ଟିକେଟ୍‌ କିଣିପାରିବେ । ପର୍ଯ୍ୟଟକ ଏବଂ ଯାତ୍ରୀଙ୍କ ଅନୁଭବକୁ ଅଧିକ ସୁଖକର ଏବଂ ସହଜ କରିବା ଉଦ୍ଦେଶ୍ୟରେ ଏହି ନୂତନ…

Economic Zone: ଓଡିଶାରେ ହେବ ୩ ଅର୍ଥନୈତିକ ଜୋନ୍: ପରିବହନ ସଚିବ

ଭୁବନେଶ୍ୱର: ରାଜ୍ୟରେ ୩ ଅର୍ଥନୈତିକ ଜୋନ୍ ହେବ କହିଲେ ପରିବହନ ସଚିବ ଉଷା ପାଢ଼ୀ । ଭୁବନେଶ୍ବର, ପୁରୀ, କଟକ, ଓ ପାରାଦୀପକୁ ମିଶାଇ ହେବ ଗୋଟିଏ ଜୋନ୍‌ । କ୍ବାଡ୍ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ପ୍ଲାନ୍ ରଖିଛନ୍ତି ବୋଲି ସେ କହିଛନ୍ତି । ସେହିପରି, ସୁନାବେଡ଼ା, କୋରାପୁଟ୍,…

Baramunda Shops: ଲଟେରି ଜରିଆରେ ହେବ ଭୁବନେଶ୍ୱର ବରମୁଣ୍ଡା ଦୋକାନ ବଣ୍ଟନ

ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ହେବ ଦୋକାନ ବଣ୍ଟନ। ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏହି ବଡ଼ ଘୋଷଣା କରିଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ ମାଧ୍ୟମରେ ଦୋକାନୀଙ୍କୁ ଘର ଆବଣ୍ଟନ କରାଯିବ। ଦୋକାନୀଙ୍କ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶୃଙ୍ଖଳିତ ନୀତିକାନ୍ତି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର: ଶ୍ରୀମନ୍ଦିରର ପରିଚାଳନା କମିଟିର ନୂତନ ଭାବେ ମନୋନୀତ ହୋଇଥିବା ସଦସ୍ୟ ମାନେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଶ୍ରୀମନ୍ଦିର ପରିଚାଳନା ପାଇଁ ନୂତନ କମିଟି ଗଠନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପରିଚାଳନା କମିଟିର ସଦସ୍ୟମାନେ…

Durga Puja: ଦୁର୍ଗାପୂଜା ଭସାଣରେ କଟକଣା: ବାଜିବନି ଡିଜେ, ଲେଜର ଲାଇଟ୍ ଓ ବାଣକୁ ବାରଣ

ଭୁବନେଶ୍ବର: ଚଳିତ ବର୍ଷ ଦୁର୍ଗା ପୂଜା ଭସାଣରେ ଡିଜେ ବାଜିବନି। ଭସାଣରେରେ ଲେଜର ଲାଇଟ୍‌ ଓ ବାଣ ଫୁଟାଇବାକୁ ବି ମନା। ଏହି ସବୁ ଉପରେ ଲାଗିଲା କଟକଣା। ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ ପୋଲିସ ସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ପାରମ୍ପରିକ ବାଜାରେ ହେବ…

Bhubaneswar Metro: ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଚ୍ଛୁକ କହିଲେ ନଗର ଉନ୍ନୟନ ମନ୍ତ୍ରୀ। ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଟେଷ୍ଟିଙ୍ଗ ସମୟରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା। କାମ ଚାଲିଥିଲେ…