Latest Odisha News

BREAKING NEWS

Browsing Category

ଓଡିଶା

Odisha

ହୋଲି ଖେଳି ଗାଧୋଇବାକୁ ଯାଇ ଭାସିଗଲେ ନାବାଳକ  

କଟକ:ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ବଡମ୍ବା T ସେତୁ ନିକଟରେ ହୋଲି ଖେଳି ଗାଧୋଇବା ବେଳେ ନାବାଳକ ଭାସିଗଲେ। ନାବାଳକ ଜଣକ ବଡମ୍ବା ତୁଣପୁର ଗାଁର ଜୀବନ ବେହେରା । T ସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୋଲ ନିକଟରେ ଏହି ଅଘଟଣ ଘଟିଛି । ସୂଚନାଥାଉକି, ସ୍ଥାନୀୟ ତୁଣପୁର ଗାଁର…

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଦେଶୀ ମଦ ଭାଟିରେ ଚଢାଉ

ବାଲେଶ୍ୱର: ମଦ ମାଫିଆଙ୍କୁ ଝଟକା। ଜଳେଶ୍ୱର ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ବରଡିହା ପଞ୍ଚାୟତର ରଙ୍ଗାମାଟିଆ ଗାଁର ୩୦୦ ଲିଟର ଦେଶୀମଦ ସହ ୬୫୦୦ ଲିଟର ମହୁଲ ପଚାଣି ଚାବା ଓ ଦେଶୀମଦ ଉପକରଣ ନଷ୍ଟ କରିଛି । ଅନ୍ୟପଟେ ସେହି ପଞ୍ଚାୟତର ବଣକାଟି ଗାଁର ମଦ କାରବାରୀ ଶମ୍ଭୁ ରଣାକୁ ଅବକାରୀ…

ପୁଣି ଲଜ୍ଜା! ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଓ ଗୋଛାପଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଏଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଶିକ୍ଷକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଗତବର୍ଷ ନଭେମ୍ବର ୨୧ ତାରିଖରେ ଛାତ୍ରୀଜଣକ ଫୁଲବାଣୀ…

ରାଜଧାନୀରେ ବର୍ବରକାଣ୍ଡ: ବିଚ୍ ରାସ୍ତାରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଭୁବନେଶ୍ୱର: ରାଜଧାନୀରେ ବର୍ବରକାଣ୍ଡ। ଫୁଲେଶ୍ଵରି ବସ୍ତିରେ ମହିଳାଙ୍କୁ ହତ୍ୟା। ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀର ମୃତ୍ୟୁ ଅଭିଯୋଗ। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ହୋଲି ପୂର୍ବରୁ ରାଜଧାନୀରେ ଗଡ଼ିଲା ମୁଣ୍ଡ । ବିଚ୍ ରାସ୍ତାରେ ମହିଳାଙ୍କୁ କରାଗଲା ହତ୍ୟା। ସ୍ୱାମୀର ଛୁରା ମାଡ଼ରେ…

Holi: ହୋଲି ପାଇଁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର

ଭୁବନେଶ୍ୱର: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ୍। ହୋଲି ପାଇଁ ସତର୍କ କରାଇଲେ ପୋଲିସ କମିଶନର। କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ହୋଇଛି। ମଦୁଆଙ୍କୁ ଧରିବା ପାଇଁ ୮୫ଟି ସ୍ଥାନରେ ବ୍ଲକିଂ ଓ ଚେକିଂ ଆରମ୍ଭ ହୋଇଛି। ନିଶାସକ୍ତ ଅବସ୍ଥାରେ ନଦୀ, ପୋଖରୀରେ…

ବଡ଼ଧରଣର ଡ଼କାୟତି ଘଟଣାରେ ପର୍ଦ୍ଦାଫାସ; ୭ ଡକାୟତ ଗିରଫ, ନଗଦ ଟଙ୍କା ସହ ସୁନା ଅଳଙ୍କାର ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପୋଲିସକୁ ବଡ ସଫଳତା । ଗତମାସ ୨୨ ତାରିଖରେ ଘଟିଥିବା ବଡ଼ଧରଣର ଡ଼କାୟତି ଘଟଣାରେ ୭ ଜଣ ଡକାୟତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନା ଅଳଙ୍କାର ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ସହର ନିକଟସ୍ଥ କଚନିଆମ୍ବା…

ହୋଲିରେ ମିଳିବ ନି ମଦ, ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ

ଭୁବନେଶ୍ବର: ରାତି ପାହିଲେ ରଙ୍ଗର ପର୍ବ ହୋଲି । ରଙ୍ଗ ଖେଳିବାକୁ ନେଇ ଗାଁଠୁ ସହର ଉତ୍ସବ ମୁଖର । କୁନି ପିଲାଠୁ ବୁଢା ଯାଏଁ ରଙ୍ଗରେ ରଙ୍ଗେଇ ହେବେ । ସହରଠାରୁ ଗାଁର ଗଳି ଗଳିରେ ଖୋଲିଛି ରଙ୍ଗର ପସରା । ତେବେ ଏହି ସମୟରେ ଅମାନିଆଙ୍କୁ ସାବାଡ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି…

Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ

ସମ୍ବଲପୁର: ସମ୍ବଲପୁରର ବୁର୍ଲା ସହରରେ ଶତାଧିକ ବୋତଲ କଫ୍ ସିରପ୍ ସହ ନିଶା ଟାବଲେଟ୍ ଜବତ କରିଛି ବୁର୍ଲା ପୋଲିସ । ଘଟଣାରେ ଓଡ଼ିଶା ଅବକାରୀ ଆଇନରେ ଏକ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତମାନେ ହେଲେ ବୁର୍ଲା ସହର ଭକ୍ତିମଣ୍ଡପର…

Turtles Seized: ବିକ୍ରି ପୂର୍ବରୁ ୨୦୦ ଜୀବନ୍ତ କଇଁଛ ଜବତ, ମାଫିଆ ଫେରାର

ମାଲକାନଗିରି: ବିକ୍ରି ପୂର୍ବରୁ ୨୦୦ ଜୀବନ୍ତ କଇଁଛ ଜବତ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମାଲକାନଗିରି ଜିଲ୍ଲା କୁର୍ତ୍ତୀ ସେକ୍ସନ ଅନ୍ତର୍ଗତ ଏମଭି-୬୨ ଗ୍ରାମ ଅଞ୍ଚଳରେ । କାଲିମେଳା ଓ ଏମଭି-୭୯ ବନ ବିଭାଗର ମିଳିତ ଚଢ଼ାଉ କରି ଏହି ଜୀବନ୍ତ କଇଁଛ ଗୁଡିକୁ ଜବତ କରିଛନ୍ତି । ଖବର…

Rajyasabha Election: ରାଜ୍ୟସଭା ନିର୍ବାଚନ ନେଇ ଆସିଲା ବଡ ଖବର, ଦିଲ୍ଲୀପ ରାୟ ହେବେ ସ୍ବାଧୀନ ପ୍ରାର୍ଥୀ..

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଏକ ବଡ଼ଖବର ସାମ୍ନାକୁ ଆସିଛି । ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ହେବେ ରାଜ୍ୟସଭା ପ୍ରାର୍ଥୀ । ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢିବେ । ଆସନ୍ତା ୫ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି ।…