Latest Odisha News

BREAKING NEWS

Browsing Category

ଓଡିଶା

Odisha

GST Reforms: ଆଗାମୀ ମାସରେ ହେବାକୁ ଥିବା GST ସଂସ୍କାର ଏକ ବିରାଟ ପରିବର୍ତ୍ତନ ଆଣିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ଲଘୁ ଉଦ୍ୟୋଗ ଭାରତୀ ପକ୍ଷରୁ ବିକଶିତ ଓଡ଼ିଶା ‘ଓଡିଶାର ଅଭିବୃଦ୍ଧି ଇଞ୍ଜିନକୁ ସଶକ୍ତ କରିବା’ ଉପରେ ଏକ ଆଲୋଚନାଚକ୍ର ଉଦଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ଦେଶର…

Operation Monsoon: ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀକୁ ବଡ ସଫଳତା…

ରାୟପୁର: ଛତିଶଗଡ଼ର ଅବୁଝମାଡ ଜଙ୍ଗଲରେ ମିଳିତ ସୁରକ୍ଷା ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ମନସୁନ୍‌ କୁ ବଡ ସଫଳତା ମିଳିଛି । ସୁରକ୍ଷା ବାହିନୀଙ୍କ ଆକ୍ରମଣରେ ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଛାଡ଼ି ଜୀବନ ଭୟରେ ପଳାଇଯାଇଥିଲେ । ଘଟଣାସ୍ଥଳରୁ ଏଲଏମଜି ସହ ୬୦ରୁ…

Tata Steel Md Meets CM: ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଟିଭି ନରେନ୍ଦ୍ରନଙ୍କ…

ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଟାଟା ଷ୍ଟିଲ ଏମଡି । ପାରସ୍ପରିକ ସହଯୋଗ, ଶିଳ୍ପୋଦ୍ୟୋଗ ଗତିବିଧିର ସଂପ୍ରସାରଣ ନେଇ ଆଲୋଚନା କରିଛନ୍ତି ଟାଟା ଷ୍ଟିଲ ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ । ରାଜ୍ୟରେ ଷ୍ଟିଲ ଶିଳ୍ପର ଅଭିବୃଦ୍ଧି ସହ…

Biju Patnaik Sports Award: ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡା ସାମ୍ବାଦିକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ବର: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ୨୦୨୪ ବର୍ଷ ପାଇଁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ୧୦୦ ଓ ୨୦୦ ମିଟରରେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଶ କୁଜୁରଙ୍କୁ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟପାଳ ହରିବାବୁ କମ୍ଭମପତି ଏହି…

୭ ଛାତ୍ରୀଙ୍କୁ ଅସଦାଚରଣ; ବନ୍ଧା ହେଲେ ସଂସ୍କୃତ ଶିକ୍ଷକ 

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ସାତ ଜଣ ଛାତ୍ରୀଙ୍କୁ ଜଣେ ୩୬ ବର୍ଷୀୟ ସଂସ୍କୃତ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଛାତ୍ରୀମାନେ ଥାନାରେ ଅଭିଯୋଗ କରୁଥିବା ଜାଣିବା ପରେ ଶିକ୍ଷକ ସହର ଛାଡି ପଳାଇ ଯାଇଥିଲେ। ଛାତ୍ରୀମାନେ ସ୍କୁଲର…

Weather Update: ଆସନ୍ତାକାଲି ଏସବୁ ଜିଲ୍ଲାରେ ବର୍ଷିବ! ଜାରି ହେଲା ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଏବେ ରାଜ୍ୟରେ ବର୍ଷା ଲାଗି ରହିଛି । ୩୧ ତାରିଖ ଯାଏଁ ହାଲୁକାରୁ…

Sentenced to jail: ୨୦୨୧ ବାଲିପାଟଣା ନାବାଳିକା ଦୁଷ୍କର୍ମ ମାମଲା; ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍

ଭୁବନେଶ୍ବର:୨୦୨୧ ବାଲିପାଟଣା ନାବାଳିକା ଦୁଷ୍କର୍ମ ମାମଲାରେ ଚୁଡାନ୍ତ ଶୁଣାଣି ହୋଇଛି । ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଆଡ଼ିସିନାଲ ସେସନ୍ସ ଜଜ-୧ ଅଭିଯୁକ୍ତ ସାହାଜାନ ଖାଁ ଓରଫ ସନିଆକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି । ୨୦୨୧ ମସିହାରେ…

ପୁଣି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି…

ଭୁବନେଶ୍ୱର: ଆଗାମୀ ସେପ୍ଟେମ୍ବର ୧ ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତଥା ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଏନେଇ ସାଧାରଣ…

Dissent Brews In BJD: ଏବେ କ’ଣ କରିବେ ନବୀନ ?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ। ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହୁଅନ୍ତୁ କି ବରିଷ୍ଠ ନେତା ଅଶୋକ ପଣ୍ଡା କିମ୍ବା ପ୍ରଫୁଲ୍ଲ ମଲ୍ଲିକ। ଗୋଟେ ପରେ ଗୋଟେ ବିସ୍ଫୋରକ ବୟାନ ଦେଇଛନ୍ତି। 24 ବର୍ଷର ଶାସନ ବେଳେ କେବେ…

Odisha Police Felicitated: ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତ ସମ୍ବର୍ଦ୍ଧିତ

କଟକ: କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଆଜି ଜନ୍ମ ଦିନ ତଥା ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡିଶା ପୋଲିସର ୪୧ ଜଣ ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । କଟକ ଆଇପିଏସ ମେସସ୍ଥିତ ଆର.କେ. ପାଢ଼ୀ…