Latest Odisha News

BREAKING NEWS

Browsing Category

ଓଡିଶା

Odisha

Rajya Sabha Election: ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧୬ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ସକାଳ ୯ରୁ ଅପରାହ୍ନ ୪ ଯାଏଁ ଭୋଟ୍ ଗ୍ରହଣ, ଅପରାହ୍ନରେ ହେବ ଭୋଟ୍ ଗଣତି । ​​​​​​​ ମାର୍ଚ୍ଚ ୫ ତାରିଖ ଯାଏଁ ନାମାଙ୍କନ ଦାଖଲ…

TSML Water Management System at SCM: ଟାଟା ଗ୍ରୁପର ଅନନ୍ୟ ପଦକ୍ଷେପ, ସୁକିନ୍ଦା କ୍ରୋମାଇଟ୍ ଖଣି ଅଞ୍ଚଳରେ…

ଯାଜପୁର: ବିଶ୍ୱବ୍ୟାପୀ ଜଳ ସଙ୍କଟ ଏବଂ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ୍ ପକ୍ଷରୁ ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ପରିବେଶ ଅନୁକୂଳ ଖଣି କାର୍ଯ୍ୟକୁ ଅଧିକ ସୁଦୃଢ଼ କରାଯାଇଛି। କମ୍ପାନୀ ପକ୍ଷରୁ ଅତ୍ୟାଧୁନିକ ଜଳ ବିଶୋଧନ ଟେକ୍ନୋଲୋଜି ଏବଂ ସ୍ମାର୍ଟ ମନିଟରିଂ ବ୍ୟବସ୍ଥା…

Shree Jagannath Temple In Prayagraj: ତ୍ରିବେଣୀ ସଙ୍ଗମରେ ଶ୍ରୀଜଗନ୍ନାଥ ମନ୍ଦିର ଉଦଘାଟିତ, ଯୋଗ ଦେଇ…

ପ୍ରୟାଗରାଜ୍: ପ୍ରୟାଗରାଜର ତ୍ରିବେଣୀ ସଂଗମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ମନ୍ଦିର ଉଦଘାଟିତ ହୋଇଯାଇଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ରିବେଣୀ ସଙ୍ଗମର ପବିତ୍ର କୂଳରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଶ୍ରୀ ଜଗନ୍ନାଥ ମନ୍ଦିରର ଉଦଘାଟନରେ ଯୋଗ ଦେଇଥିଲେ। ଭକ୍ତି,…

୨୫ କୋଟିର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ

ଦେବଗଡ଼:ଦେବଗଡ଼ ଜିଲ୍ଲାରେ ବେଆଇନ ଅଫିମ ଚାଷ ଠାବ। ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ । ରିଆମାଳ ଥାନା କାଦୋପଡ଼ା ଗାଁରେ ବେଆଇନ ଅଫିମ ଚାଷ ହୋଇଥିଲା । ପ୍ରାୟ ୨ ଏକର ସରକାରୀ ଜମିରେ ଅଫିମ ଚାଷ ହୋଇଥିଲା । ସୂଚନାମୁତାବକ, ପ୍ରାୟ ୫୦ ହଜାରରୁ ଅଧିକ ଅଫିମ ଗଛ ସେଠାରେ…

Jagannath Temple in Prayagraj: ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ;ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ…

ଭୁବନେଶ୍ୱର:ଶ୍ରୀ ଜଗନ୍ନାଥ ମନ୍ଦିରର ଉଦ୍‌ଘାଟନ କେବଳ ଏକ ସ୍ଥାପତ୍ୟର ଶୁଭାରମ୍ଭ ନୁହେଁ ମାତ୍ର ଏହା ଆସ୍ଥା, ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାର ପୁନଃଜାଗରଣ ବୋଲି ପ୍ରୟାଗରାଜର ପବିତ୍ର ତ୍ରିବେଣୀ ସଙ୍ଗମ କୂଳରେ ନିର୍ମିତ ଜଗନ୍ନାଥ ମନ୍ଦିର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଏହି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ନିର୍ମାଣ ନିୟମାବଳୀ;ଛୋଟ ଜମିରେ ଗୃହ ନିର୍ମାଣ କରୁଥିବା ବ୍ୟକ୍ତି ହେବେ ଉପକୃତ

ଭୁବନେଶ୍ବର:ବୁଧବାର କଟକ ସହରର ପୁରାତନ ବସ୍ତିଗୁଡ଼ିକର ବିକାଶ ପାଇଁ ଏକ ସ୍ୱତନ୍ତ୍ର ନିୟମାବଳୀ କାର୍ଯ୍ୟକାରୀ ହୋଇଛି। ଏହି ନୂତନ ନିୟମାବଳୀ କଟକର ୪୩ଟି ପୁରାତନ ୱାର୍ଡରେ କାର୍ଯ୍ୟକାରୀ ହେବ। ଏହି ନିୟମାବଳୀ ଦ୍ଵାରା କଟକର ଐତିହ୍ୟକୁ ବଜାୟ ରଖିବା ସହ ଆଧୁନିକ ଜୀବନଶୈଳୀ ପାଇଁ ଆବଶ୍ୟକ…

Maoists In Kandhamal: ଆତ୍ମସମର୍ପଣ କରିବାକୁ ଚାହୁଁଥିବା ମାଓବାଦୀଙ୍କୁ ହତ୍ୟା; ମୃତଦେହ ମାଟିରୁ ଖୋଳି ବାହାର…

କନ୍ଧମାଳ:କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ ଜବତ କରିଛି। କନ୍ଧମାଳ ଏସ୍‌ପି ହରିଶ ବିସିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ସକ୍ରିୟ ଥିବା କେକେବିଏନ୍‌ ଡିଭିଜନର ଟପ୍‌ ମାଓ ନେତା…

Foreign Currency:ରେଳ ଷ୍ଟେସନରୁ ପୁଳାପୁଳା ବିଦେଶୀ ମୁଦ୍ରା ଜବତ; ଯୁବକ ଫେରାର

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ରେଲୱେ ଷ୍ଟେସନରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ୧୯ଟି ବିଦେଶୀ ନୋଟ ଜବତ। ସୂଚନାଥାଉକି, ବ୍ୟକ୍ତିଙ୍କ ବ୍ୟାଗରୁ ୨ ଲକ୍ଷ ୬୯ ହଜାର ଭାରତୀୟ ଟଙ୍କା ସହ ୟୁଏଇ, ମାଲେସିଆ, ଚାଇନା ଏବଂ ଥାଇଲଣ୍ଡର ୧୯ଟି ବିଦେଶୀ ନୋଟ ଜବତ ହୋଇଛି । ତେବେ ଅଭିଯୁକ୍ତ ଜଣକ…

Chariot Of Lord Baladevjew : ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧କୋଟି ଟଙ୍କା ଅନୁଦାନ ମଞ୍ଜୁର

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରସିଦ୍ଧ ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମଞ୍ଜୁର ହୋଇଛି । ଏଥିନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି…

ଟୋକନ୍‌ ଲାପ୍ସର ୧୫ ଦିନ ପର୍ଯ୍ୟନ୍ତ ଧାନ କିଣା; ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିବା ଚାଷୀମାନଙ୍କୁ ସହାୟତା କରିବା ପାଇଁ ବୁଧବାର ଦିନ ଓଡ଼ିଶା ସରକାର ଟୋକନର ବୈଧତା ବୃଦ୍ଧି କରିଛନ୍ତି। ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର ଘୋଷଣା କରିଛନ୍ତି। ରାଜ୍ୟ ସରକାର ଏପର୍ଯ୍ୟନ୍ତ ୬୩,୬୫,୦୦୦…