Latest Odisha News

BREAKING NEWS

Browsing Category

ଓଡିଶା

Odisha

Odisha Vigilance: ମହଙ୍ଗା ପଡିଲା ମଦ ବ୍ୟବସାୟୀଙ୍କୁ ଲାଞ୍ଚ ମାଗିବା, ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ

କଟକ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଇନ୍ସପେକ୍ଟର । ୪୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି କଟକ ସିଆରଆରଆଇ ଥାନା ଇନ୍ସପେକ୍ଟର ବିଜୟ ଵାରିକ । ଜଣେ ଲାଇସେନ୍ସପ୍ରାପ୍ତ ମଦ ବେପାରୀଙ୍କ ଠାରୁ ୪୦ ହଜାର ଟଙ୍କା ହାତଗୁଞ୍ଜା ନେବେ ବେଳେ ରାଜମହଲ ଛକରେ ମାଡି ବସିଲା…

Path Festival: ଭୁବନେଶ୍ବରରେ ଆରମ୍ଭ ହେଲା ପଥ ଉତ୍ସବ, ଶୀତୁଆ ସକାଳର ମଜା ନେଲେ ଲୋକେ

ଭୁବନେଶ୍ବର: ଶୀତୁଆ ସକାଳରେ ଆରମ୍ଭ ହୋଇଛି ପଥ ଉତ୍ସବ । ଆଜି ସକାଳ ୬ଟାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପଥ ଉତ୍ସବ ଆରମ୍ଭ ହୋଇଛି । ମାଷ୍ଟର୍‌ କ୍ୟାଣ୍ଟିନ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉପରେ ନାଚଗୀତ ହେଉଛି । ଓଡ଼ିଶୀ ଓ ମଡନ୍ ଡ୍ୟାନ୍ସରେ ମତୁଆଲା ଦର୍ଶକ । ରଙ୍ଗୋଲିରେ…

Bargarh Dhanu Jatra:୧୧ ଦିନ ପରେ କଂସ ବଧ ସହ ସରିଲା ବରଗଡ଼ ଧନୁଯାତ୍ରା

ବରଗଡ଼: ୧୧ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ମହୋତ୍ସବ  ଉଦ୍‌ଯାପିତ ହୋଇଛି। ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। ଉଦଯାପନୀ ଦିବସରେ କଂସବଧ…

୧୩ ବର୍ଷର ଝିଅ ଗର୍ଭବତୀ, ସେପଟେ, ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୭୦ ବର୍ଷୀୟ ବୃଦ୍ଧ ଅଟକ

ସମ୍ବଲପୁର: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କମ୍ବୁଗଣ୍ଡା ପଞ୍ଚାୟତ ସଦରରେ ଜଣେ ୧୩ ବର୍ଷ ବୟସର ନାବାଳିକା ଗର୍ଭବତୀ ଥିବା ଜଣାପଡିଛି । ଝିଅଟି ୬ ମାସ ଗର୍ଭବତୀ ହୋଇ ଥିବା ଜଣାପଡିଛି । ତେବେ ନାବାଳିକା ଜଣକ ବାଲ୍ୟ ବିବାହ କରିଥିବାବେଳେ, ଉଭୟଙ୍କ ବାପାମାଆ ଏବିଷୟରେ ଜାଣିଥିବା ସୂଚନା…

Stone Mine Explosion: ପଥର ଖଣିରେ ବଡ଼ଧରଣର ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା….

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ପଞ୍ଚାୟତର ଗୋପାଳପୁର ଗ୍ରାମ ନିକଟରେ ପଥର ଖାଦାନରେ ବିସ୍ଫୋରଣ ଘଟି ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏହା ସହ କିଛି ଶ୍ରମିକ ଆହତ ହୋଇଥିବା କୁହାଯାଉଛି । ଓଡ଼ାପଡ଼ା ତହସିଲଦାରଙ୍କ…

BrownSugar: ବ୍ରାଉନ୍‌ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ, ୨୦୨୦ରେ ଧରାପଡିଥିଲା…

ଭୁବନେଶ୍ବର:ବ୍ରାଉନ୍‌ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ସେସନ୍ କୋର୍ଟ-୩ । ଅଭିଯୁକ୍ତ ସେକ ହାସିମ ବକ୍ସକୁ ୨୦ବର୍ଷ ଜେଲ ଦଣ୍ଡ ଓ ଏକ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ମିଳିଛି । ଯଦି ଏକ ଲକ୍ଷ ଟଙ୍କା ଜୋରିମାନା ନଦିଅନ୍ତି ଆହୁରି ଦୁଇ ବର୍ଷ…

Football Match: ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ଉତ୍ତେଜନା

ବ୍ରହ୍ମପୁର: ମ୍ୟାଚ ବେଳେ ଅଭାବନୀୟ ଘଟଣା ।ଶନିବାର ମହାତ୍ମା ଗାନ୍ଧି ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ବେଳେ ଉତ୍ତେଜନା । ବ୍ରହ୍ମପୁର ସ୍ଥିତ ମହାତ୍ମା ଗାନ୍ଧୀ ଷ୍ଟାଡିୟମରେ ଫୁଟବଲ ମ୍ୟାଚ୍‌ ବେଳେ ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ସୂଚନାଥାଉକି,ଭଞ୍ଜନଗର ଟିମ୍‌ ଏବଂ…

Ama Bus Hits Auto:ଆମ ବସ୍‌ ଡ୍ରାଇଭର ଗିରଫ; ଅଟୋକୁ ପଛରୁ ଦେଇଥିଲା ଧକ୍କା

ଭୁବନେଶ୍ବର:ରୁପାଲି ଛକରେ ଦୁର୍ଘଟଣା ଘଟାଇଥିବା ଆମ ବସ୍‌ ଡ୍ରାଇଭର ଗିରଫ । ଗିରଫ ଚାଳକ ହେଲେ ସଚିତ୍ର ସାହୁ। ତାଙ୍କର ବୟସ ୫୫ ବର୍ଷ। ତାଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୫ ଆଧାରରେ ଗିରଫ କରାଯାଇଛି। CCTV ଫୁଟେଜରୁ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବସଟି ପଛପଟୁ ଠିଆ ହୋଇଥିବା ଏକ…

No Reels Allowed: ସରକାରୀ ଅଫିସ୍‌ରେ ରିଲ୍ସ କଟକଣା; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର:ସରକାରୀ ଅଫିସ୍‌ରେ ରିଲ୍ସ କରିବା ଉପରେ ଲାଗିଲା କଟକଣା ।ଗୃହ ବିଭାଗ ଜାରି କଲା କଡା ନିର୍ଦ୍ଦେଶାନାମା । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନରେ ରିଲ୍ସ କରିବା ଉପରେ କଟକଣା ଲାଗୁ ହୋଇଛି । ଏଥିସହ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି ।…

Gopalpur Beach Festival: ୫ଦିନ ପାଳିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ; ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରୁ…

ବ୍ରହ୍ମପୁର:ଆସନ୍ତା ୨୨ ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଉତ୍ସବ ଗୋପାଳପୁର ବେଳାଭୂମିରେ ପାଳନ କରାଯିବ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ୫ଦିନ ପାଳିତ ହେବ । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ପାଳନ ନିମନ୍ତେ ବ୍ରହ୍ମପୁର ସ୍ଥିତ ସ୍ବତନ୍ତ୍ର ପ୍ରଦକ୍ଷଣ ସମ୍ମିଳନୀ ଗୃହରେ…