Latest Odisha News

BREAKING NEWS

Browsing Category

ଓଡିଶା

Odisha

ସାବଧାନ! ରାଜଧାନୀରେ ବୁଲୁଛନ୍ତି ଲେଡି ଲୁଟେରା ଗ୍ୟାଙ୍ଗ: ନକଲି ସୁନା ବଦଳାଇ ନେଉଛନ୍ତି ଅସଲି ସୁନା

ଭୁବନେଶ୍ୱର: ହାଇପ୍ରୋଫାଇଲ ଅନ୍ଦାଜରେ ସୁନା ଠକେଇ। ନକଲି ସୁନା ବଦଳାଇ ଅସଲି ସୁନା ନେଇ ଠକୁଛନ୍ତି ନଣନ୍ଦ-ଭାଉଜ। ରାଜଧାନୀରେ ବୁଲୁଛନ୍ତି ଏହି ଲେଡି ଲୁଟେରା ଗ୍ୟାଙ୍ଗ । ଗ୍ଲାମର ଚେହେରାରେ ଗହଣା ଦୋକାନୀଙ୍କୁ ଦେଉଛନ୍ତି ଚକମା । ଖାଦମିଶା ସୁନା ଧରି ବଦଳାଇ ନେଉଛନ୍ତି ଅସଲି ସୁନା ।…

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ହେବ ଲଘୁଚାପ, ପୁଣି ବଢିବ ବର୍ଷାର ପ୍ରକୋପ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ପୁଣି ଡରାଉଛି ଲଘୁଚାପ ବର୍ଷା। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳରେ ଆଜି ସୃଷ୍ଟି ହେବ ଲଘୁଚାପ । ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷକରି ଉତ୍ତର ଓଡ଼ିଶା,…

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ୬ MOU ସ୍ୱାକ୍ଷରିତ;ଡାଲି ଉତ୍ପାଦନରେ ଓଡ଼ିଶା ହେବ ଆତ୍ମନିର୍ଭରଶୀଳ …

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ୬ଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷର କରିଛନ୍ତି। ଡିଜିଟାଲ୍ କୃଷି, ଉନ୍ନତ ବିହନ, ଜଳବାୟୁ ସହନଶୀଳତା ଏବଂ ପୋଷଣ…

ସାଂସଦ ସୁଜିତ କୁମାରଙ୍କ ଅଭିଯୋଗ କ୍ରମେ ଆକ୍ସନ: ପୂର୍ବତନ ମନ୍ତ୍ରୀଙ୍କ ପୁଅଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଜମି ଦେବା ବାହାନାରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୂର୍ବତନ ବିଜେଡି ସରକାରର ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁଙ୍କୁ ପୋଲିସ ଗିରଫ କରିଛି । ଦିଲ୍ଲୀର ଏକ କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ…

ପୁଣି ବଦଳିବ ପାଗ, ୨୯ରେ ନୂଆ ଲଘୁଚାପ: ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ରହିଥିବା ବେଳେ ପୁଣି ଥରେ ପାଗ ବଦଳିବାକୁ ଯାଉଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ ତଥା ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ଅଗଷ୍ଟ ୨୯ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର…

ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବ ନୟାଗଡ଼ ଚିନି କଳ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ଅବସରରେ କହିଛନ୍ତି । ଆଜି ନୟାଗଡ଼ ଜିଲ୍ଲା ଲାଠିପଡ଼ାଠାରେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଉପମୁଖ୍ୟମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ଗହଣରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ…

Similipal Tigress Zeenat:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର;ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ

ଭୁବନେଶ୍ବର:ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର। ବାଘୁଣୀ ‘ଜିନ୍ନତ୍’ ଶିମିଳିପାଳ ଜଙ୍ଗଲରେ ନିଜର ସ୍ଥାନ ସଫଳତାର ସହ ସ୍ଥାପନ କରିବା ସହ ସନ୍ତାନ ଜନ୍ମ କରିଛି। ବାଘୁଣୀ ଏବଂ ତା’ର ଛୁଆମାନେ ସଫଳତାର ସହ ଜଙ୍ଗଲରେ ବଢୁଥିବାରୁ ଏବଂ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ…

ଦେଖୁଦେଖୁ ବୁଡ଼ିଗଲା ଏମ୍ ଭି ଓସେନ୍ ଓ୍ବିନର; ଛାତିଥରା କାହାଣୀ କହିଲେ ଉଦ୍ଧାର ୨ କ୍ରୀୟୁ ସଦସ୍ୟ…

ପାରାଦୀପ: ଓଡ଼ିଶା ଉପକୂଳରେ ଜାହାଜ ଏମ୍ ଭି ଓସେନ୍ ଓ୍ବିନର ବୁଡିବା ଘଟଣାରେ ଛାତିଥରା କାହାଣୀ କହିଲେ ଉଦ୍ଧାର ୨ କ୍ରୀୟୁ ସଦସ୍ୟ। ଉଦ୍ଧାର କ୍ରୀୟୁ ସଦସ୍ୟଙ୍କ କହିବାନୁଯାୟୀ, ଖୁବ୍ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା ଜାହାଜ। ୨୪ ଜଣ କ୍ରୀୟୁ ସଦସ୍ୟଙ୍କ ମଧ୍ୟରୁ ମାତ୍ର ୧୦ ଜଣ ହିଁ ଜାହାଜରୁ…

Odisha Food Safety Drive:ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ; ଏଯାଏଁ ୩,୬୦୫ କେଜି ଅପମିଶ୍ରିତ ଖରାପ…

ଭୁବନେଶ୍ବର:ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ କରାଯାଉଛି । ଖାଦ୍ୟ ସୁରକ୍ଷା କମିଶନର ଡ଼ ପୋମା ଟୁଡୁଙ୍କ ତତ୍ୱାବଧାନରେ ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ଜିଲ୍ଲା,…

କଲେଜ କ୍ୟାଣ୍ଟିନ୍‌ରେ ଆଉ ହେବନି ପୁରି ଓ ବରା, ତେଲିଆ ଖାଦ୍ୟ କମାଇବାକୁ ପରାମର୍ଶ

ଭୁବନେଶ୍ୱର: ବିଶ୍ୱବ୍ୟାପୀ ଖାଦ୍ୟ, ସାର ଓ ଇନ୍ଧନ ଯୋଗାଣ ସଙ୍କଟର ପ୍ରଭାବକୁ ଦୃଷ୍ଟିରେ ରଖି ରନ୍ଧନ ତେଲର ବ୍ୟବହାର କମାଇବାକୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜକୁ ପରାମର୍ଶ ଦେଇଛି ଉଚ୍ଚଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଜାରି…