Latest Odisha News

BREAKING NEWS

Browsing Category

ଓଡିଶା

Odisha

Agni-5 Missile Test: ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୫, ୫୦୦୦ କିଲୋମିଟର ପର୍ଯ୍ୟନ୍ତ ବହନ…

ଭଦ୍ରକ: ଭାରତ ଏକ ବଡ଼ ପଦକ୍ଷେପ ନେଇଛି। ଭାରତ ୨୦ ଅଗଷ୍ଟ ୨୦୨୫ ବୁଧବାର ଅବଦୁଲ କଲାମ ଦ୍ବୀପରୁ ସଂଧ୍ୟା ୬ଟା ୩୦ରେ ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସଫଳତାର ସହ କରାଯାଇଛି। ଅଗ୍ନି-୫ କ୍ଷେପଣାସ୍ତ୍ରର…

Obscene photo of minor girl: ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ: ୭ ଯୁବକ ଗିରଫ

ବରଗଡ଼: ଭେଡେନ ଥାନା ଅନ୍ତର୍ଗତ ଜଣେ ନାବାଳିକାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ୭ ଯୁବକ ଗିରଫ। ସମସ୍ତ ଅଭିଯୁକ୍ତଙ୍କୁ ଭେଡେନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ନାବାଳିକାଙ୍କ ସହିତ ମୁଖ୍ୟ ଅଭିଯୁକ୍ତ ବସନ୍ତ ପଟେଲ(୨୪)ଙ୍କର ପ୍ରେମ ସମ୍ପର୍କ ଥିଲା।…

ପୋଷନ ମହାପାତ୍ର ଅଲ ଇଣ୍ଡିଆ ନିଟ୍ ପିଜି ପରୀକ୍ଷାରେ ଟପର

କଟକ: ନିଟ୍ ପିଜି-୨୦୨୫ରେ ଓଡ଼ିଶାର ପୋଷନ ମହାପାତ୍ର ସର୍ବଭାରତୀୟ ଟପର୍ ହୋଇଛନ୍ତି। ଏହି ପରୀକ୍ଷାର ଫଳାଫଳ ମଙ୍ଗଳବାର ବିଳମ୍ବିତ ରାତିରେ ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ସ ଇନ୍ ମେଡିକାଲ ସାଇନ୍ସ ଦ୍ୱାରା ଘୋଷଣା କରାଯାଇଛି। ସେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ(MCH)ରୁ…

Pass/Fail System: ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ: ଏଣିକି ସମସ୍ତ ଶ୍ରେଣୀରେ ରହିବ ପାସ୍ ଫେଲ୍ ବ୍ୟବସ୍ଥା

ଭୁବନେଶ୍ବର: ଏଣିକି ଷ୍ଟାଣ୍ଡାର୍ଡ ନଥିବା ପିଲା ଯେପର୍ଯ୍ୟନ୍ତ ପାସ୍ ହୋଇ ନାହାଁନ୍ତି ସେ ପର୍ଯ୍ୟନ୍ତ ସେହି କ୍ଲାସ୍‌ରେ ରହିବେ। ପୂର୍ବ ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ନଥିଲା। ବର୍ତ୍ତମାନର ସରକାରରେ ପାସ୍ ଫେଲ୍ ବ୍ୟବସ୍ଥା ରଖାଯାଇଛି। ପିଲା କ୍ଲାସ୍‌ରେ ଫେଲ୍ ହେଲେ ପୁନର୍ବାର କିଛି ଦିନ…

ଶ୍ରୀମନ୍ଦିରର ସୁରକ୍ଷା ବୃଦ୍ଧି ପାଇଁ ବ୍ୟାରିକେଡ୍ ସ୍ଥାପନ

ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ସୁରକ୍ଷା ବୃଦ୍ଧି ପାଇଁ ପୋଲିସ ବ୍ୟାରିକେଡ୍ ସ୍ଥାପନ କରିଛି। ମୁଖ୍ୟ ଢାଞ୍ଚାର ଚାରିପାଖରେ ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଛି। ନିକଟରେ ଝାଡ଼ଖଣ୍ଡ ରାଞ୍ଚିର ଜଣେ ବ୍ୟକ୍ତି ଶ୍ରୀମନ୍ଦିର ଉପରକୁ ଚଢ଼ିବା ପାଇଁ ଉଦ୍ୟମ…

ଆସନ୍ତାକାଲିଠୁ ରାଜ୍ୟରେ ଅତିପ୍ରବଳ ବର୍ଷା ସମ୍ଭାବନା…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାରଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହେବାର ସମ୍ଭାବନା ଅଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼,…

Odia History In Odisha Bhavan: ନୂଆଦିଲ୍ଲୀସ୍ଥିତ ଓଡିଶା ଭବନରେ ରହିବ ଓଡିଆ ଐତିହ୍ୟର ଝଲକ

ଭୁବନେଶ୍ୱର: ଲୋକସେବା ଭବନରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ…

Para-legal Volunteers: ମହିଳା ଓ ଶିଶୁ ସୁରକ୍ଷା ନେଇ ବଡ଼ ପଦକ୍ଷେପ; ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ…

ଭୁବନେଶ୍ବର: ରାଜ୍ୟରେ କିପରି ସୁରକ୍ଷିତ ରହିବେ ମହିଳା ଓ ଶିଶୁ ସେନେଇ ବଡ଼ ପଦକ୍ଷେପ ନେଇଛନ୍ତି ସରକାର । ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ ପାରା ଲିଗାଲ ଭଲ୍ୟୁଣ୍ଟର । ମହିଳା ଓ ଶିଶୁ ବିକାଶ ବିଭାଗ ସହ ବୈଠକ ପରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ଆହୁରି…

Pediatric Anesthesia Unit: ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍

ଭୁବନେଶ୍ୱର: ଏଣିକି ଆନାସ୍ଥେସିଆ ଡାକ୍ତରଙ୍କ ପାଇଁ କଟକ ବଡ଼ ଡାକ୍ତରଖାନା ଉପରେ ଶିଶୁଭବନ କର୍ତ୍ତୃପକ୍ଷ ନିର୍ଭର କରିବେ ନାହିଁ। ଶିଶୁଭବନରେ କାର୍ଯ୍ୟକାରୀ ହେବ ପେଡିଆଟ୍ରିକ୍‌ ଆନାସ୍ଥେସିଆ ୟୁନିଟ୍। ଶିଶୁଭବନରେ ପୂର୍ଣ୍ଣକାଳୀନ ଆନାସ୍ଥେସିଆ ୟୁନିଟ୍ ଖୋଲିବାକୁ ଯାଉଛି। ଏଥିପାଇଁ ୪ଟି…

ନବୀନଙ୍କ ସହ କଥା ହେଲେ ମୋଦି, ଦ୍ରୁତ ଆରୋଗ୍ୟ କାମନା…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି। ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଶୀଘ୍ର…