Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆହୁରି କଠୋର ହେଲା ଓମସା; ୨ ଘଣ୍ଟା ବନ୍ଦ ରହିବ ଓପିଡି, ସେପଟେ, ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟାମନ୍ତ୍ରୀ

ଭୁବନେଶ୍ବର: ଆଜି ଠାରୁ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏନେଇ ସୂଚନା ଦେଇଛନ୍ତି ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର…

ଖୋର୍ଦ୍ଧାର ସ୍କୁଲରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି…

BJD leaders meeting: ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ନେତାଙ୍କ ମେଳି, ଚାଲିଛି କିଛି ବଡ଼ ଆଲୋଚନା….

ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟରେ ବିଜୁ ଜନତା ଦଳ କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା, ଆଲୋଚନା । ନୂଆବର୍ଷ ପୂର୍ବରୁ ବିଜେଡ଼ି ନେତାଙ୍କ ବିଭିନ୍ନ ସ୍ଥାନରେ ଭୋଜି-ଭାତର ଆସର କରି ମେଳି ବାନ୍ଧି ରାଜ୍ୟ ରାଜନୀତିକୁ ସରଗରମ କରିଥିଲେ । ଆଉ ଆଜି ପୁଣି ଏକ ମେଳି ହୋଇଛି ଯାହା ସାମ୍ନାକୁ…

Odisha Weather: ୧୨ ଜିଲ୍ଲାକୁ ଘନ କୁହୁଡି ସତର୍କତା, ଆସନ୍ତା ୩ ଦିନ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ଖସିବା…

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଏହା ସାଙ୍ଗକୁ ଘନ କୁହୁଡ଼ିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ସକାଳ ୧୦ଟା ପର୍ଯ୍ୟନ୍ତ ଦୃଶ୍ୟମାନ କମ୍‌ ହେଉଥିବାରୁ ରାସ୍ତାରେ ଯାତାୟତ କରିବା ଅସୁବିଧା ହୋଇପଡିଛି । ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ଏଭଳି ଘନ…

ଟ୍ରକ୍-କାର୍ ଧକ୍କା; ୩ ଓଡ଼ିଆଙ୍କ ଗଲା ଜୀବନ, ଦୁଇ ଗୁରୁତର

ଗଜପତି: ନୂଆବର୍ଷର ପ୍ରଥମ ରବିବାରରେ ଗଜପତିଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ଦୁର୍ଘଟଣା । ଟ୍ରକ୍ ସହ କାର୍ ଧକ୍କା । ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ମୃତ ସମସ୍ତ ୩…

ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟର ୩୫ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ

ଖୋର୍ଦ୍ଧା:ଖୋର୍ଦ୍ଧା ଗୁରୁଜଙ୍ଗ ନବୋଦୟ ବିଦ୍ୟାଳୟର ୩୫ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ । ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଯାଏଁ ୩୫ ଜଣ ଛାତ୍ରଙ୍କୁ ଜଣ୍ଡିସ୍ । ରବିବାର ସେମାନଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ସୂଚନାଥାଉକି, ଆଜି ହଠାତ…

୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ,ମିଟର ରିଡର ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ

ଗଜପତି:ବଡ଼ ଧରଣର ୪ ଚୋରି ମାମଲାର ଖୁଲାସା କରିଛି ପାରଳାଖେମୁଣ୍ଡି ପୋଲିସ । ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ ସହ ଚୋରି ହୋଇଥିବା ବିଦେଶୀ ମୁଦ୍ରା ମଧ୍ୟ ଜବତ। ଏହି ମାମଲାରେ ଦୁଇ ଗିରଫ। ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାରଳାଖେମୁଣ୍ଡିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ…

ପୋଲିସ ବାବୁଙ୍କ ଘରେ ବିଡ଼ା ବିଡ଼ା ଟଙ୍କା, ୨ କୋଠା…

ଭୁବନେଶ୍ୱର: ରବିବାର ଦିନକଟକର CRRI ପୋଲିସ ଷ୍ଟେସନର ଇନସପେକ୍ଟର ଇନଚାର୍ଜ (ଆଇଆଇସି) ବିଜୟ କୁମାର ବାରିକଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ରବିବାର ଦିନ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ସେ ଜଣେ ଲାଇସେନ୍ସପ୍ରାପ୍ତ ମଦ ବିକ୍ରେତାଙ୍କଠାରୁ ରାଜମହଲ ଛକରେ ୪୦୦୦୦ ଟଙ୍କା ଲାଞ୍ଚ…

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଯୁଦ୍ଧକାଳନୀ ଭିତ୍ତିରେ ସମ୍ପୂର୍ଣ୍ଣ ହୋଇଥିଲା ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ…

ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଗତି ମଞ୍ଚ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ତ୍ୱରିତ ଏବଂ ସମୟୋଚିତ କାର୍ଯ୍ୟକାରିତାରେ ବିଶେଷ ଭାବେ ସହାୟକ ହୋଇଛି । ଏହାର ଏକ ଉଦାହରଣ ଭୁବନେଶ୍ୱର-ଡେଲାଙ୍ଗ-ପୁରୀ ରେଳ ଲାଇନ୍‌ ଦୋହରୀକରଣ…

ଯାଜପୁରରୁ ୫୨ ଗ୍ରାମ ବ୍ରାଉନସୁଗାର ଜବତ; ବନ୍ଧା ହେଲେ ୩

ଯାଜପୁର: ଯାଜପୁରରେ ଅବକାରୀ ବିଭାଗ ଅଧିକାରୀମାନେ ୫୨ ଗ୍ରାମ ବ୍ରାଉନସୁଗାର ଜବତ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ଟାଉନ୍ ଥାନା ଅନ୍ତର୍ଗତ ବଲ୍ଲଭୀ ଘାଟ ନିକଟରେ ଅବକାରୀ ଅଧିକାରୀମାନେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢାଉ କରିଥିଲେ। ଅଭିଯୁକ୍ତମାନେ ଏକ…