Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା କପି କଲେ ୫ ବର୍ଷ ଜେଲ୍, ୧୦ ଲକ୍ଷ ଟଙ୍କା ଜରିମାନା

ଭୁବନେଶ୍ବର: ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିପାରେ । ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । କପି ରୋକିବାକୁ ବ୍ୟବହାର ହେବ AI ଏବଂ QR କୋଡ୍ । AI କ୍ୟାମେରା ନଜରରେ ରହିବ ପରୀକ୍ଷା କେନ୍ଦ୍ର ।…

ପୁରୀ ବେଳାଭୂମିରେ ଜୀବନ୍ତ ଶାମୁକା

ପୁରୀ: ପୁରୀର ଉପକୂଳରେ ଥିବା ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଦ୍ରି ବେଳାଭୂମିରେ ହଜାର ହଜାର ଜୀବନ୍ତ ଶାମୁକା ଦେଖିବାକୁ ମିଳିଛି। ଏହି ଭଳି ବିରଳ ଏବଂ ମନମୋହକ  ଦୃଶ୍ୟ ଦର୍ଶକ ମାନଙ୍କୁ ଖୁବ୍ ଆକର୍ଷଣ କରୁଛି। ସାଧାରଣତଃ ଶାମୁକା ଅନ୍ଧାର ଏବଂ କୂଳକୁ ଆସି ସୂର୍ଯ୍ୟୋଦୟ ପରେ ୧ରୁ ୨ ଘଣ୍ଟା…

ଜାତିଆଣ ଅଭିଯୋଗ, ମହିଳାଙ୍କ ନିଯୁକ୍ତିକୁ ନେଇ ଅଙ୍ଗନବାଡ଼ି ବନ୍ଦ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାର ଘଡିଆମାଳା ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଗ୍ରାମର ଏକ ଅଙ୍ଗନୱାଡି କେନ୍ଦ୍ର ୮୦ ଦିନରୁ ଅଧିକ ସମୟ ଧରି ବନ୍ଦ ରହିଛି। ଅନୁସୂଚିତ ଜାତି (ଏସସି) ସମ୍ପ୍ରଦାୟର ଜଣେ ମହିଳାଙ୍କୁ କେନ୍ଦ୍ରରେ ସହାୟକ ଭାବରେ ନିଯୁକ୍ତିକୁ ବିରୁଦ୍ଧ କରି ଅଙ୍ଗନବାଡ଼ି କେନ୍ଦ୍ର…

Elephant Attack: କାଠ ସଂଗ୍ରହ କରିବାକୁ ଯାଇ ଦନ୍ତା ଆକ୍ରମଣରେ ଚାଲିଗଲା ୩ ଜୀବନ

ଢେଙ୍କାନାଳ:ଢେଙ୍କାନାଳ ସଦର ରେଞ୍ଜ କାଇମାଟି ଲୁଚାପଲି ଗାଁରେ ବଡ଼ ଅଘଟଣ । ହାତୀ ଆକ୍ରମଣରେ ୩ ଜଣ ମହିଳାଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସୂଚନାଥାଉକି, ସଦର ରେଞ୍ଜ ଲୋଚାପଲି ଗ୍ରାମର କିଛି ମହିଳା ଓ…

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପଞ୍ଜିକା ସମୀକରଣ ବୈଠକ ଶେଷ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ ପଞ୍ଜିକା ପ୍ରକାଶନ କରିବାକୁ…

ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୫ ଜଣ ପଞ୍ଜିକାର ସେମାନଙ୍କ ପାଣ୍ଡୁଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାଖଲ କରିଥିଲେ । ବୈଠକରେ ପରେ…

ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତର ମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷ ଡାକ୍ତର ମାନଙ୍କ ଅବଦାନ ପ୍ରତି ଗୁରୁତ୍ବ ଦେଇ ତଥା…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣା; କୋର୍ଟରେ ହାଜର ହେଲେ ନିଶା ମହାରଣା

ବଲାଙ୍ଗୀର: ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କଲେ ନିଶା ମହାରଣା । ଚନ୍ଦନଭାଟି ଗାଁର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିଲା । ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା ମହାରଣା । ଜାମିନ ପାଇବା ପରେ ଆଜି…

Loot Case: କାନ୍ଥ ତାଡି ଲୁଟିନେଲେ କୋଟିଏ ଟଙ୍କାର ସୁନା ରୂପା ଅଳଙ୍କାର

ବାଲେଶ୍ବର: ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲୁଟେରା । ଲୁଟି ନେଉଛନ୍ତି ବହୁମୂଲ୍ୟ ସାମଗ୍ରୀ । ଆଜି ଜିଲ୍ଲାର ସୋର ଥାନା ଫଟା ଅର୍ଜୁନ ଛକରେ ଥିବା ନୀଳମଣି ଜୁଏଲାରୀ ଦୋକାନରେ ବଡ ଧରଣର ଲୁଟ୍ ହୋଇଛି । ସୁନା ଦୋକାନ କାନ୍ଥ ଭାଙ୍ଗି ଲକର ଚାବି ଖୋଲି ୧ କୋଟି ଟଙ୍କାର ସୁନା, ରୂପା ଗହଣା ଲୁଟି…

୨୫୦ ନୂଆ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କମ୍ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଳିଙ୍ଗ ଷ୍ଟାଡିୟମ ଠାରେ ଦ୍ବିତୀୟ ପର୍ଯ୍ୟାୟରେ ୨୫୦ଟି ନୂଆ ଆମ୍ବୁଲାନସର ଶୁଭାରମ୍ଭ କରିଛନ୍ତି। ରାଜ୍ୟବାସୀଙ୍କୁ ଜରୁରୀକାଳୀନ ଚିକିତ୍ସା ସୁବିଧା ସମୟ ମଧ୍ୟରେ ପହଞ୍ଚାଇବା…

ଏସସିବି ମେଡିକାଲ ଆଇସିୟୁରେ ଅଭାବନୀୟ ଦୃଶ୍ୟ, ବେଡ ବାଡ ଭାଙ୍ଗି ଗଳିପଡିଲେ ରୋଗୀ

କଟକ: କଟକ ଏସସିବି ମେଡିକାଲରୁ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଇସିୟୁ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଚିକିତ୍ସା ଚାଲିଥିବା ସମୟରେ ଜଣେ ମହିଳା ରୋଗୀ ବେଡ୍ ରୁ ବାଡା ଭାଙ୍ଗି ତଳକୁ ଖସିପଡିଥିବା ସୂଚନା ରହିଛି । ଆଇସିୟୁ ଭିତରେ ରୋଗୀ ମାନଙ୍କୁ କେମିତି ଅବହେଳା କରାଯାଉଛି ତାର…