Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଡ଼କ ସୁରକ୍ଷାରେ ହେବନି କୌଣସି ବୁଝାମଣା; ନିୟମ ଉଲ୍ଲଂଘନକାରୀ ଚାଳକଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଆପଣାଇବ CRUT

ଭୁବନେଶ୍ୱର: ସଡ଼କ ସୁରକ୍ଷାକୁ ବ୍ୟାପକ କରିବା ଏବଂ ଯାତ୍ରୀମାନଙ୍କୁ ଏକ ନିରାପଦ ପରିବହନ ସେବା ଯୋଗାଇଦେବା ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) 'ଆମ ବସ୍ ସେବା' କ୍ଷେତ୍ରରେ ଚାଳକମାନଙ୍କ ଅମାନିଆ ଗାଡ଼ି ଚାଳନା ଏବଂ ଅଶୃଙ୍ଖଳିତ ଆଚରଣ ବିରୋଧରେ 'ଜିରୋ-ଟଲରାନ୍ସ'…

ଦୀପାବଳିରେ ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଦୀପାବଳିରେ ମଧ୍ୟ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ଜନ୍ମମାଟି କେନ୍ଦୁଝର ଗସ୍ତ ସମୟରେ ସର୍କିଟ ହାଉସରେ ଜନଶୁଣାଣି କରି ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି । ଲୋକଙ୍କ ସମସ୍ୟାକୁ ବୁଝିବା ସହିତ ଶୀଘ୍ର ସମାଧାନର ପ୍ରତିଶ୍ରୁତି…

କଟାମୁଣ୍ଡ ହତ୍ୟା ଘଟଣା: ୪ ଦିନ ପରେ ନାଳରୁ ମିଳିଲା ଶରୀରର ଅଂଶ

କୋକସରା: କଳାହାଣ୍ଡିରେ ମୁଣ୍ଡବିହୀନ ମୃତଦେହ ଘଟଣାକୁ ନେଇ ଚାଞ୍ଚଲ୍ୟ। ଧାନ ବିଲରୁ ମିଳିଥିଲା ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ। ଆଉ ଏବେ ଘଟଣାସ୍ଥଳଠାରୁ ପ୍ରାୟ ୨୦୦ ମିଟର ଦୂର ଏକ ନାଳରୁ ଉଦ୍ଧାର ହୋଇଛି ଖପୁରି। କୋକସରା ଥାନା ଲଡୁଗାଁ-ସୁପାଡ଼ ରାସ୍ତା ନିକଟ ବିଲରୁ ମିଳିଥିଲା ମୁଣ୍ଡବିହୀନ…

ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ଦୁର୍ବୃତ୍ତମାନେ ଫେରାର

ବ୍ରହ୍ମପୁର: ପୁଣି ଅଶାନ୍ତ ବ୍ରହ୍ମପୁର। ଦୀପାବଳିରେ ରକ୍ତରଞ୍ଜିତ ହେଲା ସହର। ଗଞ୍ଜାମ ଜିଲ୍ଲା ନିମଖଣ୍ଡି ଥାନା ଯୋଗିଆପଲ୍ଲୀରେ ଯୁବକଙ୍କୁ ନିର୍ମମ ହତ୍ୟା। ଗାଁ ଦାଣ୍ଡରେ ସନ୍ତୋଷ ପାତ୍ର ଓରଫ ସନ୍ତୁକୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ପ୍ରତିବାଦ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣରେ…

ପୋଲିସର ମେଗା ପ୍ରସ୍ତୁତି: ପର୍ବପର୍ବାଣୀରେ ଅପରାଧୀଙ୍କ ଉପରେ କଡା ନଜର

ଭୁବନେଶ୍ୱର: ଚାଲିଛି ପାର୍ବଣ ଋତୁ। ଏହି ସମୟରେ ପୋଲିସର ମେଗା ପ୍ରସ୍ତୁତି। ଅପରାଧୀଙ୍କ ଉପରେ ରହିବ କଡ଼ା ନଜର। ୨୪ ଘଣ୍ଟିଆ ନଜରରେ ରହିବେ ଅପରାଧୀ। କାଳୀପୂଜା ପାଇଁ ଯାଜପୁରରେ ୨୨ ପ୍ଲାଟୁନ୍, ପୁରୀରେ ୨୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛି। ଗୁଜବ ପ୍ରଚାରକାରୀଙ୍କୁ ଧରିବାକୁ ହେବ ୨୪ ଘଣ୍ଟିଆ…

Cold Wave: ଜାଡରେ ଥରିବ ରାଜ୍ୟ! ଓଡିଶାରେ ବଢ଼ିବ ଶୀତ, ୨ରୁ ୪ ଡିଗ୍ରୀ ଖସିବ ପାରଦ!

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଶୀତର ପ୍ରକୋପ ବଢ଼ିବାକୁ ଯାଉଛି। ଆଗାମୀ ୨ରୁ ୩ ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ରାଜ୍ୟରେ ପାଗ ଶୁଖିଲା ରହିବା…

ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ

ଭବାନୀପାଟଣା: ନକଲି ସୁନା ଦେଇ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଏଭଳି ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରୁ । ଅଭିଯୋଗ ପରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭବାନୀପାଟଣା ସଦର ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଜିଲାର…

ଗଞ୍ଜାମରେ ଅଧିକାରୀଙ୍କ ରବିବାର ଛୁଟି ବାତିଲ; ବନ୍ୟା ବିପନ୍ନଙ୍କ ସହ ଦୀପାବଳି ସେଲିବ୍ରେସନ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ପ୍ରବଳ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ, ସ୍ଥାନୀୟ ପ୍ରଶାସନ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୮ ନଭେମ୍ବର ୨୦୨୬ର ରବିବାର ଛୁଟି ବାତିଲ କରିଛି। ଏଥିସହିତ ବନ୍ୟା ବିପନ୍ନଙ୍କ ସହ ଦୀପାବଳି ସେଲିବ୍ରେସନ କରିଛନ୍ତି ଅଧିକାରୀ। ଯେଉଁଥିରେ…

ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ: ଓଡିଶାରେ ରହିବେ ଓରାଙ୍ଗଓଟାନ!

ଭୁବନେଶ୍ୱର: ବଣ ମଣିଷ ଛୁଆଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀଙ୍କ ବଡ଼ ବୟାନ। ଓଡିଶାରେ ରହିପାରନ୍ତି ୫ ଓରାଙ୍ଗଓଟାନ। ଏପର୍ଯ୍ୟନ୍ତ ଦାବି କରିନାହାଁନ୍ତି କୌଣସି ଦେଶ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର (ରଣକାଠା) ଜଙ୍ଗଲରୁ ଉଦ୍ଧାର କରାଯାଇଥିବା ୫ଟି ବିରଳ ଓରାଙ୍ଗଓଟାନ ଛୁଆ ବର୍ତ୍ତମାନ…

ମାଛ ଧରିବା ହେଲା କାଳ;ଜାଲରେ ଛନ୍ଦି ହୋଇ ଚାଲିଗଲା ୨ଜୀବନ

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା ଗାଁରେ ଅଭାବନୀୟ ଘଟଣା । ଜାଲରେ ଛନ୍ଦି ହୋଇ ଚାଲିଗଲା ୨ ଜଣଙ୍କ ଜୀବନ । ୨ ମୃତକ ହେଲେ ରିଙ୍କୁ ବର୍ଗେ ଓ ରମେଶ ମହାକୁର । ଉଭୟେ ଶନିବାର ସନ୍ଧ୍ୟା ସମୟରେ ଗାଁ ପାଖରେ ଥିବା ଏକ ପୋଖରୀକୁ ମାଛ ଧରିବା ପାଇଁ ଯାଇଥିଲେ।…