Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମକୁ ନେଇ ବଡ଼ ଖବର, ହଟିଲା ପରୀକ୍ଷା ପ୍ରୟାସ ସମୟ ସୀମା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ସିଭିଲ୍ ସର୍ଭିସ୍ ନିୟମରେ ବଡ଼ଧରଣର ପରିବର୍ତ୍ତନ ଅଣାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେବାର ସୁଯୋଗ ବୃଦ୍ଧି ତଥା 'ପ୍ରୟାସ'ର ସୀମା ହଟାଇବା ନେଇ ଘୋଷଣା କରାଯାଇଛି। OCS ପରୀକ୍ଷା ପାଇଁ ସର୍ବାଧିକ ପ୍ରୟାସ ସୀମା (Attempt Limit)…

୫ ଦଫା ଦାବି ନେଇ ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ୱର: ୫ ଦଫା ଦାବି ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ଯାଉଛି ଛାତ୍ର କଂଗ୍ରେସ। ସାରା ରାଜ୍ୟରେ ବିଭିନ୍ନ ସମସ୍ୟା ଏବଂ ୫ ଦଫା ସମ୍ବଳିତ ଦାବିକୁ ନେଇ ଏହି ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି। ଏନେଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର ପ୍ରଦେଶ କଂଗ୍ରେସ…

ଗ୍ରାମୀଣ ଶିକ୍ଷା କ୍ଷେତ୍ରରେ ନୂତନ ଅଧ୍ୟାୟ: JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ମାଗଣା କୋଚିଂ…

ପାରାଦୀପ: ଗୋଷ୍ଠୀଗତ ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ଏବଂ JSW ଫାଉଣ୍ଡେସନ୍ ପକ୍ଷରୁ ୯ ନଭେମ୍ବର ୨୦୨୬ ତାରିଖରେ ଢିଙ୍କିଆସ୍ଥିତ କପ୍ତେଶ୍ୱର ବିଦ୍ୟାପୀଠଠାରେ ମାଗଣା ହାଇସ୍କୁଲ୍ କୋଚିଂ କାର୍ଯ୍ୟକ୍ରମର ଶୁଭାରମ୍ଭ ଉତ୍ସବ ଆୟୋଜିତ ହୋଇଥିଲା।…

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ

ପୁରୀ: ପୁରୀ ସମୁଦ୍ରକୂଳରେ ଅଘଟଣ । ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ୫ ଜଣ ସମୁଦ୍ରରେ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ ବ୍ୟକ୍ତି ମାନଙ୍କର ନାମ ହେଉଛି ଚୂତରା ରାମ (୨୩) ଓ ପଦ୍ମା ରାମ (୨୨)। ଏହି…

ସ୍କୁଟିକୁ ଧକ୍କା ଦେଲା ଆମ୍ ବସ୍, ୩ ମହିଳା ଗୁରୁତର

କେନ୍ଦୁଝର: ପୁଣି ଆମ ବସ୍ ଧକ୍କାରେ ୩ ମହିଳା ଗୁରୁତର ହୋଇଛନ୍ତି । କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୁରଠାରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ମହିଳା ହେଲେ ସ୍ଥାନୀୟ ଅଞ୍ଚଳର ମାନସୀ ରଣା, ସୁଲୋଚନା ବେହେରା ଓ ମଞ୍ଜୁଲତା ନାଏକ । ସମସ୍ତଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି…

ରାଜ୍ୟରେ ଅପରାଧକୁ ନେଇ ଚାଞ୍ଚଲ୍ୟ: ଅନଡ୍ୟୁଟି ଲେଡି ଆଇପିଏସଙ୍କୁ ଦୁର୍ବ୍ୟବହାର

କଟକ: ରାଜ୍ୟରେ ବଢିଚାଲିଛି ଅପରାଧ। ୨୪ ଘଣ୍ଟାରେ ୩ ସନ୍ଦେହଜନକ ମୃତ୍ୟୁ। ଏବେ ଅପରାଧ ନିୟନ୍ତ୍ରଣକୁ ନେଇ ଉଠିଛି ପ୍ରଶ୍ନ । ଅନ୍ୟପଟେ ଦୀପାବଳି ରାତିରେ କଟକରେ ମହିଳା ଆଇପିଏସ୍‌ ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଅନଡ୍ୟୁଟି ଲେଡି ଆଇପିଏସଙ୍କୁ ଦୁର୍ବ୍ୟବହାର…

ଏଗ୍ରିଷ୍ଟେକ୍ ଆଇଡି ନଥିଲେ ବି ଉଠିବ ଧାନ!

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏଗ୍ରିଷ୍ଟେକ୍ ଆଇଡି (Agristack ID) ନଥିଲେ ମଧ୍ୟ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ। ଚାଷୀମାନେ ଯେପରି ଧାନ ବିକ୍ରି କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିପାଇଁ ସରକାର ଏହି…

ବଡ଼ ଘୋଷଣା: ପେନସନ୍ ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ୍ ଯୋଜନାରେ ଆଉ ୫,୦୫,୮୧୭ ଜଣ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । କାଲି ଯୋଜନାରେ ଆଉ ୫ ଲକ୍ଷ ୫ ହଜାର ୮୦୦ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ । ଏହାଦ୍ୱାରା ରାଜ୍ୟର ଅନେକ ଗରିବ…

ବାଲି ଟ୍ରାକ୍ଟର ଓ ସ୍କୁଟର ମଧ୍ୟରେ ଧକ୍କା;୨ ମୃତ,ଡ୍ରାଇଭର ଫେରାର

ମାଲକାନଗିରି: ସୋମନାଥପୁର ସ୍କୁଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ସ୍କୁଟର ଓ ବାଲି ବୋଝେଇ ଟ୍ରାକ୍ଟର ମଧ୍ୟରେ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି। ମୃତକ ହେଲେ ରାଜୁ ଖିଲା ଓ କୁମ ଖରା। ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଛନ୍ତି ।…

ଶ୍ରୀମନ୍ଦିର ବାହାରେ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ, ଭକ୍ତ ଓ ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ପୁରୀ: ଆନନ୍ଦ ବଜାର ନୁହେଁ ଖୋଲାଖୋଲି ବିକ୍ରି ହେଉଛି ମହାପ୍ରସାଦ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଆଜି ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ମନଇଚ୍ଛା ଦରରେ ବିକ୍ରି ହେଉଛି ଅନ୍ନ, ଡାଲି, ମହୁର ଓ ବେସର । ବୋଝିଆ ମାନେ ମହାପ୍ରସାଦ ଆଣି ବାହାରେ…