Latest Odisha News

BREAKING NEWS

Browsing Category

ଓଡିଶା

Odisha

ଯୁବକଙ୍କ ହତ୍ୟା ଘଟଣାରେ ୫ ନାବାଳକ ଅଟକ

ଝାରସୁଗୁଡ଼ା: ପ୍ରାୟ ଏକ ସପ୍ତାହ ପୂର୍ବେ ରୂପା ଚେନ୍ ଚୋରି ଅଭିଯୋଗରେ ଜଣେ ୧୯ ବର୍ଷୀୟ ଯୁବକଙ୍କ ହତ୍ୟା ଘଟଣାରେ ଝାରସୁଗୁଡ଼ା ଜିଲ୍ଲା ପୋଲିସ ୫ ଜଣ ନାବାଳକଙ୍କୁ ଅଟକ ରଖିଛି। ମୃତକଙ୍କ ନାମ ସାହିଲ ସାହିସ। ସେ ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁରର ବାସିନ୍ଦା। ସେ ଫେବୃଆରୀ ୧ରେ ନିଖୋଜ…

ଦୀର୍ଘ ବର୍ଷ ସେବା କରିବା ପରେ ପେନ୍‌ସନ ମନା କରିପାରିବେ ନାହିଁ ସରକାର: ହାଇକୋର୍ଟ

କଟକ: ଦୀର୍ଘ ବର୍ଷ ସେବା କରିବା ପରେ ପେନ୍‌ସନ ମନା କରିପାରିବେ ନାହିଁ ସରକାର। ଦୀର୍ଘ ଦଶନ୍ଧି ଧରି ସେବା ଯୋଗାଇବା ପରେ କୌଣସି ବୈଷୟିକ କାରଣ ଦର୍ଶାଇ ଜଣେ କର୍ମଚାରୀଙ୍କୁ ତାଙ୍କର ପ୍ରାପ୍ୟ ପେନସନ୍‌ରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ କହିଛନ୍ତି। ଜଷ୍ଟିସ ମାନସ…

ଅସନ୍ତୋଷ ଝାଡିଲେ ସୋଫିଆ, କହିଦେଲେ ଏପରି କଥା..

କଟକ: କଂଗ୍ରେସରେ ବିଶ୍ବଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ବିଧାୟିକା ସୋଫିଆ କଡା ମନ୍ତବ୍ୟ ଦେଇଛନ୍ତି। ଅବଗତ କରାଯାଇ ନଥିବା କହି ପରୋକ୍ଷରେ ଅସନ୍ତୋଷ ଝାଡ଼ିଲେ ସୋଫିଆ। କହିଲେ କଟକର ଜଣେ ନେତା କଂଗ୍ରେସରେ ଯୋଗଦେଲେ, ମୁଁ ଜାଣି ନଥିଲି। ସୋସିଆଲ୍ ମିଡିଆରୁ ଜାଣିବାକୁ ପାଇଲି, ଆମକୁ ଅବଗତ…

Quadruplets Born In Nuapada: ଏକାଥରକେ ୪ ସନ୍ତାନ ଜନ୍ମ କଲେ ମହିଳା…

ନୂଆପଡ଼ା: ଏକାଥରକେ ୪ ଛୁଆଙ୍କୁ ଜନ୍ମ ଦେଇଛି ମା'। ଏଭଳି ଏକ ବିରଳ ଘଟଣା ଘଟିଛି ନୂଆପଡା ଜିଲ୍ଲାରେ। ନୂଆପଡା ଜିଲ୍ଳା କୋମନା ବ୍ଲକର କୁରୁମପୁର ପଞ୍ଚାୟତ ଅନ୍ତର୍ଗତ ଚୋହାକାପଡା ଗ୍ରାମର ଭୋଜରାମ ମାଝୀଙ୍କ ପତ୍ନୀ ପୁଷ୍ପା ଧ୍ରୁ ୪ ଟି ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ତାଙ୍କୁ ପ୍ରଥମେ ଛତିଶଗଡ଼ର…

ଭିଜିଲାନ୍ସ ମାମଲା ଶେଷ ନହେବା ଯାଏ ନିଲମ୍ବନ ଅବଧି ନିୟମିତ ହେବନି: ହାଇକୋର୍ଟ

କଟକ: ଭିଜିଲାନ୍ସ ମାମଲା ଶେଷ ନହେବା ଯାଏ ନିଲମ୍ବନ ଅବଧି ନିୟମିତ ହେବନି। କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଯଦି ଭିଜିଲାନ୍ସ ମାମଲା ଅଦାଲତରେ ଚାଲୁଥାଏ, ତେବେ ସେହି କର୍ମଚାରୀଙ୍କ ନିଲମ୍ବନ ଅବଧିକୁ ନିୟମିତ କରି ସମ୍ପୂର୍ଣ୍ଣ ଦରମା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଇପାରିବ ନାହିଁ…

ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ସୁଚାରୁ ରୂପେ ତୁଲାଇବା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ

ଭୁବନେଶ୍ଵର: ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୮ ରେ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ଓପନ ସ୍କୁଲ୍ ସାର୍ଟିଫିକେଟ୍ ଏବଂ ମଧ୍ୟମା ପରୀକ୍ଷା ସହିତ ବାର୍ଷିକ ମାଧ୍ୟମିକ ପରୀକ୍ଷା ଫେବୃଆରୀ ୧୯ ରେ ଆରମ୍ଭ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାଗୁଡ଼ିକ କିପରି ଶୃଙ୍ଖଳିତ ଭାବେ…

ଅସୁସ୍ଥ ହେଲେ ବିକ୍ରମ ପଣ୍ଡା; କହିଲେ, ମୋତେ ଫସାଇ ଦିଆଯାଇଛି, ମୁଁ ନିର୍ଦ୍ଦୋଶ

ବ୍ରହ୍ମପୁର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଅସୁସ୍ଥ ହୋଇଛନ୍ତି । ଦୀର୍ଘ ଦିନ ଧରି ଜେଲ୍‌ରେ ରହିବା ପରେ ହଠାତ୍‌ ବିକ୍ରମ ପଣ୍ଡା ଅସୁସ୍ଥ ହୋଇପଡିଛନ୍ତି । ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ…

୯ ଏକରରୁ ଅଧିକ ଜମିରେ ଅଫିମ ଚାଷ ନଷ୍ଟ କଲା ଅବକାରୀ ବିଭାଗ, ୨ ଅଟକ

ସୁନ୍ଦରଗଡ଼: ସୁନ୍ଦରଗଡ଼ କୋଇଡ଼ା ଅଞ୍ଚଳରେ ବହୁ ମାତ୍ରାରେ ଅଫିମ ଚାଷ ନଷ୍ଟ କରାଯାଇଛି । ପୋଲିସ ଓ ଅବକାରୀ ବିଭାଗର ମିଳିତ ଅପରେସନରେ କୋଇଡ଼ାର କୁସୁମଡିହ ଅଞ୍ଚଳରେ ୯ ଏକରରୁ ଅଧିକ ଜମିରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି…

ରାଜ୍ୟର ୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ତୁରନ୍ତ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ ୪୧ ଥାନାରେ ପୁନଃ ସ୍ଥାପନ ହେବ ସିସିଟିଭି କ୍ୟାମେରା । ଏନେଇ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ । ଅଧିକାଂଶ ଥାନାରେ ସିସି କ୍ୟାମେରା ଲାଗିଛି, ହେଲେ ଏହାର ମରାମତି କିମ୍ବା ନିୟନ୍ତ୍ରଣ କକ୍ଷ ନାହିଁ । ଯେଉଁ କାରଣରୁ ରାଜଧାନୀର ଥାନାରେ ଲାଗିଥିବା କ୍ୟାମେରା…

ମନ୍ଦିର ହୁଣ୍ଡିରେ ହାତଲେଖା ଚିଠି, ଭାବବିହ୍ୱଳ କରୁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ମନ୍ଦିରରେ ଶନିବାର ଦିନ ଦାନ ହୁଣ୍ଡି ଖୋଲାଯିବା ପରେ ସେଥି ମଧ୍ୟରୁ ଏକ ପିଲାର ହାତ ଲେଖା ଚିଠି ମିଳିଥିଲା। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭକ୍ତମାନଙ୍କୁ ମଧ୍ୟ ଭାବବିହ୍ୱଳ କରି ପକାଇଛି। ମନ୍ଦିର କର୍ମଚାରୀମାନେ ଦାନ…