Latest Odisha News

BREAKING NEWS

Browsing Category

ଓଡିଶା

Odisha

୮ସ୍ଥାନରେ ହେବ ଇକୋ ରିଟ୍ରିଟ୍; ମୁଖ୍ୟ ପ୍ରାଥମିକତା ରହିବ ସ୍ଥାନୀୟ ରୋଜଗାର

ଭୁବନେଶ୍ବର:ଇକୋ ରିଟ୍ରିଟ୍‌ର ଯୋଜନା ଓ ପରିଚାଳନାରେ ସ୍ଥାନୀୟ ରୋଜଗାରକୁ ମୁଖ୍ୟ ପ୍ରାଥମିକତା ଦିଆଯିବା ଆବଶ୍ୟକ । ଆଜି (ଗୁରୁବାର) ଏକ ବିଭାଗୀୟ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏପରି କହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟର ୮ଟି ସ୍ଥାନରେ ଇକୋ ରିଟ୍ରିଟ୍ ଆୟୋଜନ…

ଜଗା ଦର୍ଶନ ହେଲା ଶେଷ ଦର୍ଶନ; ବୃଦ୍ଧ ଭକ୍ତଙ୍କ ଚାଲିଗଲା ଜୀବନ

ପୁରୀ:ଜଗାକୁ ଦେଖିବାକୁ ଆସିଥିଲେ ହେଲେ ଚାଲିଗଲା ଜୀବନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲ୍ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଭକ୍ତ…

୩୪୦ ASO ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି… 

ଭୁବନେଶ୍ୱର: ଓଡ଼ିଶା ଲୋକ ସେବା ଆୟୋଗ (OPSC) ଗୃହ ବିଭାଗ ଅଧୀନରେ ଥିବା ରାଜ୍ୟ ସଚିବାଳୟ ସେବା କ୍ୟାଡରରେ ୩୪୦ ଜଣ ସହକାରୀ ବିଭାଗ ଅଧିକାରୀ (ASO) ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୯ ତାରିଖରୁ ୩୦ ତାରିଖ ମଧ୍ୟରେ…

ଓଡ଼ିଶାରେ ଶିଳ୍ପାୟନକୁ ମିଳିବ ନୂଆ ଗତି; ୬୩ଟି ପ୍ରକଳ୍ପ ପ୍ରସ୍ତାବକୁ ଜମି ଆବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ପରିବେଶକୁ ଅଧିକ ସୁଦୃଢ଼ କରିବା ଏବଂ ପୁଞ୍ଜିନିବେଶଭିତ୍ତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି । ଏନେଇ ଆଜି ଅଧ୍ୟକ୍ଷା ତଥା ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା…

ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତି; ଗଞ୍ଜାମକୁ ସମସ୍ତ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ବର: ବାତ୍ୟା ଅର୍ଣ୍ଣବ ଓ ତା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲା ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ…

ଶିଶୁପାଳଗଡ଼ ଗୁଳିକାଣ୍ଡ ଘଟଣାରେ ୮ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି ଥାନା ଅନ୍ତର୍ଗତ ଶିଶୁପାଳଗଡ଼ରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଆଠ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ଜେସିବି ଠିକାଦାରଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ୨୫ ବର୍ଷୀୟ ତପୁ ନାୟକ ବୋଲି ଜଣାପଡିଛି। ସେ ଖଣ୍ଡଗିରି ଥାନା ଅନ୍ତର୍ଗତ ସୀତାରାମ…

ଟିପିଏନଓଡିଏଲ୍‌ ପକ୍ଷରୁ ‘ଉର୍ଜା ମେଳା’ ଆୟୋଜିତ; ବିଜ୍ଞାନ, ନବସୃଜନ ଓ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱ

ବାଲେଶ୍ୱର: ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ (ସିଏସଆର୍‌) କାର୍ଯ୍ୟକ୍ରମ ‘କ୍ଲବ୍ ଏନର୍ଜି’ ଅଧୀନରେ ବାଲେଶ୍ୱର ସ୍ଥିତ ସିପେଟ୍‌ ପରିସରରେ କ୍ଲଷ୍ଟରସ୍ତରୀୟ ‘ଉର୍ଜା ମେଳା-୨୦୨୬’ ଆୟୋଜିତ ହୋଇଯାଇଛି । ଏଥିରେ…

ଗିଡ଼ିପାବାଲିରୁ ଆଉ ୨ ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗିଡ଼ିପାବାଲି ଗାଁର ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଥିବା ବେଳେ ଆଜି ଭୂସ୍ଖଳନ ସ୍ଥଳରୁ ଆଉ ୫ ଜଣଙ୍କ ମୃତଦେହ ଠାବ ହୋଇଛି । ଆଜି ପ୍ରଥମେ ୩ ଜଣଙ୍କ ମୃତଦେହ ଠାବ ହୋଇଥିଲା । ଏହା ପରେ ଆଉ ୨ ଜଣଙ୍କ ମୃତଦେହ ଠାବ କରିଛି…

ବାତ୍ୟା ଅର୍ଣ୍ଣବ ପ୍ରଭାବିତ ଗଞ୍ଜାମକୁ ରିଲିଫ୍ ପଠାଇଲା ହିଣ୍ଡାଲକୋ  

ଭୁବନେଶ୍ୱର: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସାମାଜିକ କଲ୍ୟାଣ ତଥା ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ପୁଣି ଦୋହରାଇଛି। ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସହାୟତାର ହାତ ବଢ଼ାଇଛି ହିଣ୍ଡାଲକୋ…

ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପର ପ୍ରଭାବ, ଆସନ୍ତା ୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା…

ଭୁବନେଶ୍ବର: ରାଜ୍ୟରେ ଦୁର୍ବଳ ହୋଇଛି ଲଘୁଚାପର ପ୍ରଭାବ । ତେଲେଙ୍ଗାନା ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପରେ ରହିଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇଛି । ଆସନ୍ତା କାଲିଠୁ ଖସିବ ରାତି ତାପମାତ୍ରା ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର…