Latest Odisha News

BREAKING NEWS

Browsing Category

ଓଡିଶା

Odisha

ନେପାଳରେ ଓଡ଼ିଆ ଖେଳାଳି ସୁରକ୍ଷିତ: ମନ୍ତ୍ରୀ

ଭୁବନେଶ୍ୱର: ନେପାଳ ଯାଇ ଫେରି ନଥିବା ଓଡ଼ିଆ ଫୁଟବଲ୍‌ ଖେଳାଳି ସୁରକ୍ଷିତ। ସମସ୍ତେ ସୁରକ୍ଷିତ ଥିବା କହିଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଖୁବ୍ ଶୀଘ୍ର ସମସ୍ତଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବାକୁ ଯୋଜନା ଚାଲିଛି। ଗୃହ ମନ୍ତ୍ରାଳୟକୁ ଏ ବାବଦରେ ଅବଗତ କରାଯାଇ ସାରିଛି। ଓଡ଼ିଶା…

ନୂଆ ପରିବହନ ନୀତିକୁ ନେଇ ଚର୍ଚ୍ଚା: ବାତିଲ୍‌ ହେବ ୨୦ ଲକ୍ଷ ଗାଡ଼ିର ଆର୍‌ସି

ଭୁବନେଶ୍ୱର: ଆପଣଙ୍କ ପାଖରେ ପୁରୁଣା ଗାଡ଼ି ଅଛି କି ? ଯଦି ହଁ ତେବେ ଆପଣଙ୍କ ପାଇଁ ଏହି ଖବର। କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟର ନୂଆ ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭେଇକିଲ୍ କ୍ଲାସିଫିକେସନ୍‌ ନୀତି ଅନୁସାରେ କାଗଜପତ୍ର ନବୀକରଣ ହୋଇନଥିବା ଗାଡ଼ିଗୁଡ଼ିକୁ ରାସ୍ତାରୁ…

ଯାତ୍ରା କଳାକାର ପୀୟୁଷ ତ୍ରିପାଠି ଅସୁସ୍ଥ, ମଞ୍ଚ ଉପରେ ପଡ଼ିଗଲେ..

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ବାସୁପାଲି ଗାଁରେ ସିଂହବାହିନୀ ଦଳ ପକ୍ଷରୁ ବିଳମ୍ବିତ ରାତିରେ ନାଟକ ପରିବେଷଣ ସମୟରେ ଲୋକପ୍ରିୟ ଓଡ଼ିଆ ନାଟ୍ୟ ଅଭିନେତା ପୀୟୁଷ ତ୍ରିପାଠି ହଠାତ୍ ମଞ୍ଚ ଉପରେ ପଡ଼ିଯାଇଥିଲେ। ସୂଚନା ଅନୁଯାୟୀ, ଘଟଣାଟି ପ୍ରାୟ ୩.୪୦ ସମୟରେ ଘଟିଥିଲା। ଆୟୋଜକ ଏବଂ ଦର୍ଶକମାନେ…

ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣା: ପାରାଦ୍ଵୀପ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ କ୍ର‌୍ୟୁ ସଦସ୍ୟ

ପାରାଦୀପ: ଓସେନ୍‌ ୱିନର୍‌ ଜାହାଜର ଉଦ୍ଧାର ଦୁଇ ଜଣ କ୍ର‌୍ୟୁ ସଦସ୍ୟଙ୍କୁ ପାରାଦୀପ ଅଣାଯାଉଛି। ଏହି ଦୁଇ ଜଣ ଭାରତୀୟ ତଟରକ୍ଷୀ ବାହିନୀ ଜାହାଜ ‘ଭରଦ’ରେ ପାରାଦୀପ ଆସୁଛନ୍ତି। ମଝି ସମୁଦ୍ରରେ ପଣ୍ୟବାହୀ ଜାହାଜ ବୁଡିଯିବା ଘଟଣାରେ ଏବେ ବି ୨୨ ଜଣ ନିଖୋଜ ଅଛନ୍ତି। ଇମିଗ୍ରେସନ ବିଭାଗର ଯାଞ୍ଚ…

ରାଉରକେଲା ସର୍କିଟ ହାଉସ ମାମଲା; ବିହାରରୁ ଗିରଫ ଯୁବ ନେତା ପ୍ରକାଶ ପାସୱାନ ଗିରଫ

ରାଉରକେଲା: ରାଉରକେଲା ସର୍କିଟ ହାଉସ ଅବୈଧ ଅସ୍ତ୍ରଶସ୍ତ୍ର ଉଦ୍ଧାର ମାମଲାରେ ଓଡ଼ିଶା ପୋଲିସ ବିହାରର ସମସ୍ତିପୁରରୁ ପଳାତକ ଯୁବ ନେତା ପ୍ରକାଶ ପାସୱାନଙ୍କୁ ଗିରଫ କରିଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଏବଂ ସୁନ୍ଦରଗଡ଼ ସାଂସଦ ଜୁଆଲ ଓରାମଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରିଥିବା…

ନେପାଳ ବନ୍ୟାରେ ନିଖୋଜ ୨ ଓଡ଼ିଆ, ସହାୟତା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍

ନୂଆଦିଲ୍ଲୀ: ତିବ୍ଦତ ସୀମା ନିକଟବର୍ତ୍ତୀ ନେପାଳର ରସୁୱା ଜିଲ୍ଲାରେ ବୁଧବାର ହୋଇଥିବା ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ଅତି କମରେ ୧୬୦କୁ ବୃଦ୍ଧି ପାଇଛି। ଏହି ଘଟଣାରେ ପ୍ରାୟ ୪୦୦ ଲୋକ ନିଖୋଜ ଅଛନ୍ତି। ଯେଉଁଥିରେ ୧୩୩ ଜଣ ଭାରତୀୟ ପର୍ଯ୍ୟଟକ ଏବଂ ୩୭ ଜଣ ପ୍ରବାସୀ ଭାରତୀୟ ଅଛନ୍ତି।…

ରାକ୍ଷୀ ପୂର୍ଣ୍ଣିମା; ଆଜି ମହିଳାଙ୍କ ପାଇଁ ମାଗଣା ‘ଆମ ବସ୍‌’ ସେବା

ଭୁବନେଶ୍ୱର: କ୍ରୁଟ 'ରାକ୍ଷୀ ପୂର୍ଣ୍ଣିମା' ଅବସରରେ ରାଜ୍ୟବ୍ୟାପୀ ସମସ୍ତ ମହିଳା ଯାତ୍ରୀଙ୍କ ପାଇଁ 'ଆମ ବସ୍'ରେ ମାଗଣା ଯାତ୍ରା ନେଇ ଘୋଷଣା କରିଛି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ କାର୍ଯ୍ୟ କରୁଥିବା ସମସ୍ତ ଆମ ବସ୍ ସେବାରେ ମାଗଣା…

ଲୁହାପଥର ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ; ୩ ଗିରଫ

ବଡ଼ବିଲ:ଖଣି ମାଫିଆଙ୍କ ଉପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ରେଲୱେ ସାଇଡିଂ ନିକଟରେ ଥିବା ଡମ୍ପିଙ୍ଗ ୟାର୍ଡରୁ ଲୁହାପଥର ଚୋରାଚାଲାଣବେଳେ ପୋଲିସ ଅତର୍କିତ ଚଢ଼ଉ କରି ତିନି ଜଣଙ୍କୁ ଗିରଫ କରିଛି । । ଚଢ଼ଉ ସମୟରେ ଘଟଣାସ୍ଥଳରୁ ଏକ ଲୁହାପଥର ବୋଝେଇ ଟ୍ରକ,…

Jail Warder Brutally Attacked:ଜେଲ୍ ୱାର୍ଡେନଙ୍କୁ ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ;ଗୁରୁତର ଅବସ୍ଥାରେ କଟକ…

ସୋର:ବାଲେଶ୍ବରର ସୋର ଉପକାରାଗାରର ୱାର୍ଡେନ ସୁରେନ୍ଦ୍ର ସାମଲଙ୍କୁ ଆକ୍ରମଣ । ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ମାଣତ୍ରୀ ଛକ ବଳିବାଡ଼ ନିକଟରେ ଦିନ ଦ୍ବିପହରରେ ଭୁଜାଲିରେ ହାଣିଲେ ତିନି ଦୁର୍ବୃତ୍ତ । ଗୁରୁତର ବ୍ୟକ୍ତି ହେଲେ ସୁରେନ୍ଦ୍ର ସାମଲ (୪୮)। ସୁରେନ୍ଦ୍ରଙ୍କୁ ସୋର ମେଡ଼ିକାଲରେ…

ଓଡ଼ିଶାର ଇଞ୍ଜିନିୟରିଂ କଲେଜରେ ହାହାକାର: ଓଜେଇଇ ନାମଲେଖା ପରେ ଖାଲି ପଡ଼ିଛି ୩୭ ହଜାର ବି-ଟେକ୍ ସିଟ୍

ଭୁବନେଶ୍ୱର: ଓଡ଼ିଶାର ବୈଷୟିକ ଶିକ୍ଷା କ୍ଷେତ୍ରରେ ଏବେ ଏକ ବଡ଼ ବୈଷମ୍ୟ ଦେଖିବାକୁ ମିଳିଛି । ରାଜ୍ୟର ସରକାରୀ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁଁ ପ୍ରାୟ ଶତପ୍ରତିଶତ ସିଟ୍ ପୂରଣ ହୋଇଥିବା ବେଳେ ଘରୋଇ କଲେଜଗୁଡ଼ିକରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି ।…