Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା; ଅଧ୍ୟାପକ ଗିରଫ

ସମ୍ବଲପୁର:ପୁଣି ଏକ ଛାତ୍ରୀଙ୍କୁ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଜଣେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ବିତୀୟ ବର୍ଷର ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ମହିଳା ପୋଲିସ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ…

ଛାତ୍ରୀଙ୍କ ସହ ଖରାପ ସମ୍ପର୍କ ରଖି ଗିରଫ ହେଲେ ଅଧ୍ୟାପକ

ସମ୍ବଲପୁର : ଏଫ ଏମ କଲେଜ ଘଟଣାର କିଛିଦିନ ନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ବିବାହର ପ୍ରତିଶୃତି ଦେଇ ଜଣେ ଅଧ୍ୟାପକ ଛାତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କୁ ଅଧ୍ୟାପକ ଗୋପୀକାନ୍ତ…

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: କନ୍ଧମାଳରେ ବିପୁଳ ମାଓ ବିସ୍ଫୋରକ ସାମଗ୍ରୀ ଜବତ

ଫୁଲବାଣୀ: ସୁରକ୍ଷାକର୍ମୀଙ୍କୁ ପୁଣି ଏକ ବଡ଼ ସଫଳତା। ଗୁରୁବାର ଦିନ କନ୍ଧମାଳ ଜିଲ୍ଲାର ଏକ ଜଙ୍ଗଲ ଭିତରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିବା ସନ୍ଦେହ କରି ସୁରକ୍ଷା କର୍ମୀମାନେ ଉଦ୍ଧାର କରିଛନ୍ତି। ଏକ ଗୁଇନ୍ଦା ସୂଚନା ପାଇ, ପୋଲିସ ଅଧିକ୍ଷକ ହରିଶା…

ରାୟଗଡାରେ ପୁସ୍ ଟ୍ରଲିକୁ ଧକ୍କା ଦେଲା ମାଲବାହୀ ଟ୍ରେନ, ଜଣେ ମୃତ

ଭୁବନେଶ୍ୱର: ରାୟଗଡା ୟାର୍ଡରେ ଆଜି ସକାଳେ ଏକ ପୁସ୍ ଟ୍ରଲିର ଛତା ଏକ ମାଲବାହୀ ଟ୍ରେନର ଚଳନ୍ତା ୱାଗନରେ ଫସିଯିବା ଫଳରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଟ୍ରଲିଟି ୟାର୍ଡରେ ଲାଇନ୍ ନମ୍ବର ୪ ଏବଂ ୫ ମଧ୍ୟରେ ଥିଲା। ଦୁର୍ଭାଗ୍ୟବଶତଃ ଏହି ଘଟଣାରେ ଜଣେ ଠିକା ଶ୍ରମିକ ମାଲବାହୀ ଟ୍ରେନ୍…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ତତ୍ପରତା: ମହିଳା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ହେଲ୍ପଲାଇନ୍ ନମ୍ଵର ଜାରି

ଭୁବନେଶ୍ୱର: ଏଫ୍ଏମ୍ କଲେଜର ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରେ ସାରା ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ଘଟଣାକୁ ଲକ୍ଷ୍ୟରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ବିଦ୍ୟାଳୟରେ ମହିଳା କର୍ମଚାରୀ…

ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା: ବାଲେଶ୍ୱରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍

ବାଲେଶ୍ୱର: ଫୋକିର ମୋହନ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପ୍ରଭାବ ଦେଖିବାକୁ ମିଳିଛି। ଅନ୍ୟପଟେ ଏହି ଘଟଣରେ କ୍ରାଇମବ୍ରାଞ୍ଚ ଟିମର ତନାଘନା ଆରମ୍ଭ ହୋଇଛି। ବାଲେଶ୍ବରରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତ…

ବିରୋଧୀଙ୍କୁ ଅପରାଜିତାଙ୍କ ଟାର୍ଗେଟ୍: କହିଲେ, ଓଡିଶା ବନ୍ଦ କରିବା ପୂର୍ବରୁ ନିଜ ଅମଳର ସମୀକ୍ଷା ଜରୁରୀ ଥିଲା

ଭୁ‌ବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ କଲେଜରେ ଛାତ୍ରୀ ନିଜ ଜୀବନ ନେବା ଘଟଣାରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯିବା ସହିତ କଂଗ୍ରେସ ଏବଂ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେପି…

ଓଡ଼ିଶା ବନ୍ଦ ଡାକରା; ଯାତ୍ରୀଙ୍କ ସହାୟତା ପାଇଁ କମିଶନରେଟ୍ ପୋଲିସ ଜାରି କଲା ହେଲ୍ପଲାଇନ୍ ନମ୍ବର…

ଭୁବନେଶ୍ୱର: ଏଫ୍ଏମ୍ କଲେଜର ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ପରେ ସାଧାରଣ ପରିବହନ ସେବା ଠପ୍ ହୋଇଯାଇଛି। ଖାସ୍ କରି ରାସ୍ତା ଅବରୋଧ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିବା ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ କମିଶନରେଟ୍…

ପୂର୍ବ ସରକାରଙ୍କୁ ସାଙ୍ଘାତିକ କଥା କହିଲେ ଅପରାଜିତା

ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି କଂଗ୍ରେସ । ଏହାର ପ୍ରଭାବରେ ସାରା ରାଜ୍ୟରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ଅନେକ ଅନୁଷ୍ଠାନ ମଧ୍ୟ ବନ୍ଦ କରିଛି କଂଗ୍ରେସ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଲୋୟର ପିଏମଜିରେ କଂଗ୍ରେସ କର୍ମକର୍ତ୍ତା ଖୁବ ଜୋରରେ ରାଲି…

କେନ୍ଦ୍ରାପଡାରୁ ନିଆଗଲା ମୁଖ୍ୟମନ୍ତ୍ରୀଙ୍କ ଅଚଳ ହେଲିକପ୍ଟର, ମରାମତି ପାଇଁ ଟ୍ରକରେ ଲଦା ହୋଇ ଗଲା ମୁମ୍ବାଇ

କେନ୍ଦ୍ରାପଡା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବ୍ୟବହୃତ ଏକ ହେଲିକପ୍ଟର, ଯାହା କେନ୍ଦ୍ରାପଡା ଅଟୋନମସ୍ କଲେଜ ପଡିଆରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ମାସାଧିକ ସମୟ ଧରି ଅଟକି ରହିଥିଲା, ବୁଧବାର ତାକୁ ଏକ ଟ୍ରକ ଯୋଗେ ମୁମ୍ବାଇକୁ ପଠାଯାଇଛି। ମାସେ ୭ ଦିନ ପରେ କେନ୍ଦ୍ରାପଡ଼ାରୁ…