Latest Odisha News
Browsing Category

ଓଡିଶା

Odisha

ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ  ଦାୟିତ୍ଵ ଗ୍ରହଣ କରିଛନ୍ତି ।  …

୧୮ ମାସରେ ୪୦,୯୪୭ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ: ବିଜେଡି

ଭୁବନେଶ୍ୱର: ଗତ ୧୮ ମାସର ବିଜେପି ଶାସନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବା ସହିତ ଓଡିଶା ସାରା ଦେଶରେ ନିନ୍ଦିତ ଓ ଲଜ୍ଜିତ ହୋଇଛି ବୋଲି ବିଜୁ ଜନତା ଦଳ କହିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟାରେ ଏହି ୧୮ ମାସରେ ଅହେତୁକ ବୃଦ୍ଧି ପାଇଛି ବୋଲି ବିଜେଡି ତଥ୍ୟ…

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ସ୍ପଷ୍ଟୀକରଣ ରଖିଲା ମନ୍ଦିର ପ୍ରଶାସନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଏକ ତ୍ରୁଟି ଦେଖାଯିବା ପରେ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକାଶ କରି ମନ୍ଦିର ସେବାୟତ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ; ବାରଙ୍ଗ ଅତିରିକ୍ତ ତହସିଲଦାର ଗିରଫ

କଟକ: କଟକ ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ତଦନ୍ତ ବେଳେ ତାଙ୍କ ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ଥିବା ନେଇ ଜଣାପଡ଼ିଥିଲା। ଯେଉଁଥିରେ ଭୁବନେଶ୍ୱରରେ ୨ଟି ବହୁମହଲା କୋଠା,…

ବଢିବ ଶ୍ରୀମନ୍ଦିର ପରିଚାଳନା ଆୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ଏଥିରୁ ଶ୍ରୀମନ୍ଦିରର କିଛି ଆୟ ମଧ୍ୟ ହେଉନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ…

Abhijit Majumdar update: ସୁସ୍ଥ ହେଉଛନ୍ତି ଅଭିଜିତ୍, ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ

ଭୁବନେଶ୍ବର: ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର । ଦୁଇଦିନ ଭିତରେ ଏମ୍ସରୁ ହୋଇପାରନ୍ତି ଡିସଚାର୍ଜ ।ଲୋକପ୍ରିୟ ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କୁ ନେଇ ଆସିଲା ବଡ଼ ଖବର। ସେ ଏବେ ସଙ୍କଟରୁ ବାହାରିଛନ୍ତି ସ୍ବାସ୍ଥ୍ୟବସ୍ଥାରେ ସୁଧାର…

କୋଟିପତି ପିଇଓ ଜିତେନ୍ଦ୍ର ଜେନା ଗିରଫ, ମାର୍କେଟ କମ୍ପ୍ଲେକ୍ସ ଓ ୬ ପ୍ଲଟ…

କେନ୍ଦୁଝର: ଓଡ଼ିଶା ଭିଜିଲାନ୍ସ କେନ୍ଦୁଝରର ହାଟଡିହି ବ୍ଲକ ଅନ୍ତର୍ଗତ ବାଞ୍ଚୋର ପିଇଓ ଜିତେନ୍ଦ୍ର କୁମାର ଜେନାଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ରଖିବା ଅଭିଯୋଗରେ ଗିରଫ କରିଛି। ତଦନ୍ତରୁ ଜଣାପଡିଛି ଯେ ତାଙ୍କ ନାମରେ ଏକ ତିନି ମହଲା କୋଠା, ୧.୩୪ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକ ଦୁଇ ମହଲା…

ମାଞ୍ଜା ସୂତା ଲାଗି ୨ ଗୁରୁତର

କଟକ: କଟକ ବୟାଳିଶ ମୌଜା ଅଞ୍ଚଳରେ ମାଞ୍ଜା ସୂତା ଲାଗି ୨ ଗୁରୁତର ହୋଇଥିବା ଜଣାପଡ଼ିଛି। ବାଇକରେ ଯିବା ବେଳେ ୨ ଜଣଙ୍କ ବେକରେ ସୂତା ଲାଗିଯାଇଥିଲା। ମହିଳାଙ୍କ ସମେତ ୨ ଜଣ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ, ବାଇକରେ ପିଉସୀ ଓ ପୁତୁରା ଯାଉଥିବା ବେଳେ…

2025 memory: ୨୦୨୫ ଦେଲା ଅପୂରଣୀୟ କ୍ଷତି, ବିଦାୟ ଦେଲେ ଅନେକ ତାରକା….

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଉ ଗୋଟିଏ ରାତି ପରେ ଆସିବ ଆଉ ଏକ ବର୍ଷର ନୂଆ ସକାଳ । ଏକ ନୂତନ ବର୍ଷର ଅଧ୍ୟାୟ ଆରମ୍ଭ ହେବ । ୨୦୨୫ ରୁ ବିଦାୟ ଦେଇ ୨୦୨୬ କୁ ସ୍ବାଗତ କରାଯିବ । ଗୋଟିଏ ନୂଆ ବର୍ଷ ସିନା ଆରମ୍ଭ ହେବ କିନ୍ତୁ ପୁରୁଣା ବର୍ଷର ସ୍ମୃତି ସବୁ ସେମିତି ମନେ ରହିବ । ୨୦୨୫ ଏପରି ଏକ…

Patha Utsav 2026: ଫେରିବ ‘ପଥ ଉତ୍ସବ’, ଶୀତ ସକାଳେ ମଜା ନେବେ ରାଜଧାନୀ ବାସିନ୍ଦା

ଭୁବନେଶ୍ବର: ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା । ବିଏମସି ପକ୍ଷରୁ ଆସନ୍ତା ୪ ତାରିଖ ସକାଳ ସାଢେ ୬ରୁ ମାଷ୍ଟରକ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ୨0୨୬ର ପ୍ରଥମ ପଥ ଉତ୍ସବ ଆରମ୍ଭ ହେବ । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ପଥୋତ୍ସବର ପ୍ରଥମରୁ…