Latest Odisha News

BREAKING NEWS

Browsing Category

ଓଡିଶା

Odisha

Relocation Plan for Vulnerable Hilltop Habitats: ଭୂସ୍ଖଳନ ମୃତାହତ ରୋକିବାକୁ ସରକାରଙ୍କ ବଡ ଆକ୍ସନ;ପାହାଡ଼ରୁ…

ଭୁବନେଶ୍ବର: ଗିଡ଼ିପାବାଲି ଭୂସ୍ଖଳନ ପରେ ଭୂସ୍ଖଳନ ଜନିତ ମୃତାହତ ରୋକିବାକୁ ସରକାରଙ୍କ ବଡ ପ୍ଲାନ । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ କରାଯିବ ସ୍ଥାନାନ୍ତରିତ । ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି । ସମସ୍ୟାର ସମାଧାନ ପାଇଁ…

କୋଟିଆରେ ନିର୍ବାଚନ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଓଡ଼ିଶା ହାତରୁ ଧିରେ ଧିରେ କୋଟିଆ ଖସି ଯାଉଥିବା ଭଳି ଲାଗୁଛି। ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ନେଇ ନଭେମ୍ବର ୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖଛନ୍ତି ନବୀନ। ନବୀନ ଚିଠିରେ…

ଖଣି ଦୁର୍ନୀତି ମାମଲା; ରାଜା ଚକ୍ର ଓ ସହଯୋଗୀଙ୍କ ଘରେ EOWର ଚଢ଼ାଉ

ଭୁବନେଶ୍ୱର: ଖଣି ଦୁର୍ନୀତି ଏବଂ କ୍ରସର ସମ୍ବନ୍ଧୀୟ ଜାଲିଆତି କାରବାରର ତଦନ୍ତ ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) କେନ୍ଦୁଝର ଜିଲ୍ଲାର ତିନୋଟି ସ୍ଥାନରେ ବ୍ୟାପକ ଚଢ଼ାଉ କରିଛି। EOW ପକ୍ଷରୁ କୁହାଯାଇଛି ଯେ, କେନ୍ଦୁଝର ସହରରେ ତିନୋଟି ସ୍ୱତନ୍ତ୍ର ଦଳ…

ବେଆଇନ ବାଲି ଚାଲାଣବେଳେ ମାଡି ବସିଲା ପୋଲିସ, ଜବତ ହେଲା ୭ଡମ୍ପର

ଜଳେଶ୍ୱର:୧୬ ନମ୍ବର ଜାତୀୟ ରାଜପଥର ଜମାଳପୁର ବାଇପାସ୍ ନିକଟରୁ ବେଆଇନ ବାଲି ଚାଲାଣ ବେଳେ ଜବତ ହେଲା ୭ଟି ବାଲି ବୋଝେଇ ଡମ୍ପର । ଏହି ଗାଡ଼ିଗୁଡ଼ିକୁ ଜବତ କରିଛି ଜଳେଶ୍ୱର ପୋଲିସ । ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବା ସନ୍ଦେହ…

ପୋଲିସକୁ କଡା ଚ୍ୟାଲେଞ୍ଜ;ପାର୍କ ନିକଟରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ମଞ୍ଚେଶ୍ୱର ଥାନା ଜନଗହଳି ପୂର୍ଣ୍ଣ କେଳୁ ଚରଣ ପାର୍କ ନିକଟରୁ ଉଦ୍ଧାର ହୋଇଛି ଜଣେ ଯୁବକଙ୍କ ଅଧାପୋଡ଼ା ଓ ଗଳିତ ମୃତଦେହ । ଘଟଣାକୁ ନେଇ ଗାଡ଼କଣ ଅଞ୍ଚଳରେ ଖେଳିଯାଇଛି ଆତଙ୍କ । ମୃତକଙ୍କୁ ପ୍ରଥମେ ହତ୍ୟା କରାଯାଇ ଏହାପରେ ଚିହ୍ନଟ ଓ ପ୍ରମାଣ…

ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ 

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର 'ବନକଲାଗି' ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଚାରି ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ…

ଉତ୍କଳ ବିଶ୍ବବିଦ୍ୟାଳୟର ହଷ୍ଟେଲ ଖାଦ୍ୟରେ ବେଙ୍ଗ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଜଣ୍ଡିସ୍ ବ୍ୟାପିଥିବା ବେଳେ ଏବେ ହଷ୍ଟେଲ ଖାଦ୍ୟରୁ ବେଙ୍ଗ ମିଳିଛି। ଏହି ଘଟଣାକୁ ନେଇ ବୁଧବାର ଦିନ ଉତ୍ତେଜନା ଦେଖାଦେଇଛି। ସୂତ୍ର ଅନୁଯାୟୀ, ୭ ନମ୍ବର ମହିଳା ହଷ୍ଟେଲରେ ଏହି ଘଟଣା ଘଟିଛି। ଛାତ୍ରୀମାନଙ୍କୁ ରାତ୍ରି…

ସନ୍ଦେହଜନକ ଅବସ୍ଥାରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ)ଙ୍କ ମୃତଦେହ ବୁଧବାର ଦିନ ତାଙ୍କ ଭଡ଼ା ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ମିଳିଛି। ମୃତକଙ୍କ ପରିଚୟ ଦେବାଶିଷ ପୃଷ୍ଟି ଭାବରେ ମିଳିଛି। ସେ ପୂର୍ବରୁ ଭଦ୍ରକ…

Ex-Minister Rasabihari Behera:ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସ ବିହାରୀଙ୍କ ପରଲୋକ

ଭବାନୀପାଟଣା:ଓଡ଼ିଶା ରାଜନୀତିର ବିଶିଷ୍ଟ ଜନନେତା,ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ସାହିତ୍ୟିକ ରାସ ବିହାରୀ ବେହେରା (୮୮)ଙ୍କ ପରଲୋକ ଘଟିଛି। ଭବାନୀପାଟଣା ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ…

ଅବପାତରେ ପରିଣତ ହେଲା ବାତ୍ୟା ମୁରାସୁ, ଆଗାମୀ ୧୨ ଘଣ୍ଟାରେ…

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବାତ୍ୟା ମୁରାସୁ। ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ (IMD)। ପାଣିପାଗ ବିଭାଗ ଅନୁଯାୟୀ, 'ମୁରାସୁ' ନାମକ ଭୀଷଣ ବାତ୍ୟାର ଅବଶିଷ୍ଟ ଅଂଶ ବୁଧବାର ଦିନ ପୂର୍ବ ତେଲେଙ୍ଗାନା ଏବଂ ଏହାକୁ ଲାଗି ରହିଥିବା ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଏକ…