Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଅନେକ ବରିଷ୍ଠ ଆଇଏଏସ୍ ଅଫିସର

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର କାର୍ଯ୍ୟକାରିତାକୁ ଅଧିକ କ୍ରିୟାଶୀଳ ଏବଂ ସ୍ୱଚ୍ଛ କରିବା ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ପଦକ୍ଷେପ…

୨୭ରେ ଭଦ୍ରାକାଳ ଥିବାରୁ ବାନ୍ଧନ୍ତୁ ନାହିଁ ରାଖୀ: ଶ୍ରୀମନ୍ଦିର ନୀତିକାନ୍ତିକୁ ଦେଖି ୨୮ରେ ପାଳନ ପାଇଁ ଗବେଷକଙ୍କ…

ଭୁବନେଶ୍ବର: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ତଥା ଶ୍ରୀବଳଭଦ୍ର ଜନ୍ମ ନୀତି ପାଳନକୁ ନେଇ ସାଧାରଣ ଲୋକଙ୍କ ମନରେ ତୀବ୍ର ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ପବିତ୍ର ରକ୍ଷାବନ୍ଧନ ଉତ୍ସବରେ ଭଉଣୀ ନିଜ ଭାଇ ହାତରେ କେଉଁ ଦିନ ରାଖୀ ବାନ୍ଧିବ, ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଗଷ୍ଟ ୨୭…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ‘ବିକଶିତ ଓଡ଼ିଶା ୨୦୩୬’ ରୂପରେଖ ନେଇ…

ଭୁବନେଶ୍ୱର: ରାଜ୍ୟର ବିକାଶ ଓ ପ୍ରଗତିକୁ ନେଇ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସାକ୍ଷାତକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ…

ପୁଣି ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ମୁଣ୍ଡଳୀରେ ବଢ଼ୁଛି ପାଣି

ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରୁ ବନ୍ୟା ବିପଦ ଟଳିଛି। ହେଲେ ଛତିଶଗଡ଼ରେ ବର୍ଷା ହେବା କାରଣରୁ ମହାନଦୀରେ ଜଳ ସ୍ତର ବଢ଼ିଛି। ତେଣୁ ମହାନଦୀରେ ଛୋଟ ବନ୍ୟା ହେବା ନେଇ ଆଶଙ୍କା ଉପୁଜିଛି। ବର୍ତ୍ତମାନ ମହାନଦୀରେ କୌଣସି ବଡ଼ ବନ୍ୟା ଆଶଙ୍କା ନାହିଁ, କିନ୍ତୁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଛୋଟ…

ଚନ୍ଦନପୁର ଗୋଷ୍ଠୀ ସଂଘର୍ଷରେ ୪ ଆହତ: ଜଳିଗଲା କୁଡ଼ିଆ ଘର, ପୋଲିସ କଲା ଫ୍ଲାଗମାର୍ଚ୍ଚ

ପୁରୀ: ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣ ମଠ ସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷରେ ଚାରି ଜଣ ଆହତ ହୋଇଛନ୍ତି। ଉକ୍ତ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଥିବା ଜଣାପଡିଛି। ଏପରିକି ଦୁଇ…

ଗିରଫ ହେବେ କି କଣ୍ଠଶିଳ୍ପୀ ସୌରିନ ଭଟ୍ଟ? ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ

କଟକ: ଲୋକପ୍ରିୟ ଓଡ଼ିଆ ପ୍ଲେବ୍ୟାକ୍ ସିଙ୍ଗର୍ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ। ତାଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ବା NBW ଉପରେ ପୂର୍ବରୁ ଲାଗୁ ହୋଇଥିବା ରହିତାଦେଶକୁ ହାଇକୋର୍ଟ ହଟାଇ ଦେଇଛନ୍ତି। ଏଥିସହ ନିମ୍ନ ଅଦାଲତରେ ସୌରିନ କିପରି ହାଜର ହେବେ, ସେନେଇ ଦୃଢ଼…

ଅନ୍ଧବିଶ୍ୱାସକୁ ବିଶ୍ୱାସ! ଗୁଣିଆର ଔଷଧ ଖାଇ ଚାଲିଗଲା ଦମ୍ପତିଙ୍କ ଜୀବନ

ଫୁଲବାଣୀ: ଅନ୍ଧବିଶ୍ୱାସ ହେଉଛି ଅଜ୍ଞାନତା ଏବଂ ଭୟରୁ ଜନ୍ମ ନେଉଥିବା ଏକ ଅଯୌକ୍ତିକ ଓ ଭୁଲ୍ ଧାରଣା। ଏହା ସମାଜର ବିକାଶ ପାଇଁ ଏକ ବଡ଼ ବାଧା। ଏହା ଜାଣିବା ପରେ ମଧ୍ୟ ଏହି ଆଧୁନିକ ଯୁଗରେ ଲୋକେ ଅନ୍ଧବିଶ୍ୱାସକୁ ଆପଣାଉଛନ୍ତି ଏବଂ ପରିଣାମ ଭୟଙ୍କର ବି ହେଉଛି। ଏହାର ଏକ ଉଦାହରଣ କନ୍ଧମାଳ…

Monsoon Session: ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ, ଆସିପାରେ ବଡ଼ ବିଲ୍

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଚଳିତ ମୌସୁମୀ ଅଧିବେଶନରେ ମୋଟ ୯ଟି କାର୍ଯ୍ୟଦିବସ ରହିଛି। ଏହି ସମୟ ମଧ୍ୟରେ ବିଭିନ୍ନ ବିଲ୍‌ ଓ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଚଳିତ…

ଘାତକ ହେଉଛି ସର୍ପାଘାତ: ଦିନକରେ ସାପ କାମୁଡାରେ ଗଲା ୬ ଜଣଙ୍କର ଜୀବନ

ଭୁବନେଶ୍ୱର: ବର୍ଷା ଦିନେ ସାପ ଆତଙ୍କ। ଘାତକ ହେଉଛି ସର୍ପାଘାତ। ଦିନକରେ ରାଜ୍ୟରେ ସାପ କାମୁଡାରେ ୬ ଜଣଙ୍କର ଗଲା ଜୀବନ। ସୁନ୍ଦରଗଡ଼ରେ ୨ଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଜଳେଶ୍ୱର ଏବଂ ଚାନ୍ଦବାଲିରେ ମଧ୍ୟ ସର୍ପାଘାତରେ ୨ ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୁନ୍ଦରଗଡ଼…

କେନ୍ଦ୍ରାପଡାରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ଡଙ୍ଗାରେ ଚଢ଼ିବା ବେଳେ…

ଆଳି: କେନ୍ଦ୍ରାପଡ଼ାରେ ପୁଣି ଥରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଛି।ଏଥର ଡଙ୍ଗାରେ ଚଢ଼ିବା ସମୟରେ କୁମ୍ଭୀର ଜଣେ ବୃଦ୍ଧଙ୍କୁ ଟାଣି ନେଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଅନ୍ତର୍ଗତ ଗଙ୍ଗାଧର ପ୍ରସାଦ ଡିଆ ଗ୍ରାମ ନିକଟ ଖରସ୍ରୋତା ନଦୀ କୂଳରେ ଘଟିଛି। ନିଖୋଜ ବୃଦ୍ଧ ୬୦ ବର୍ଷୀୟ…