Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା: ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ

ରାଉରକେଲା: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବଙ୍କର ଠାବ ହୋଇଛି । ସର୍ଚ୍ଚ ଅପରେସନ ବେଳେ ୫ ବଙ୍କର ଠାବ ହୋଇଛି । ସରଣ୍ଡାରେ ମାଓବାଦୀ ବଙ୍କର ଭିତରେ ଗୋଳାବାରୁଦ ଗଚ୍ଛିତ ରଖିଥିବା ଗୁପ୍ତ ସୂଚନା ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ…

ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ; ୧୦୦ କିଲୋମିଟରରୁ ଅଧିକ…

ବାଲେଶ୍ୱର: ଶନିବାର ସୁ-୩୦ ଏମକେଆଇ ଯୁଦ୍ଧ ବିମାନରେ ‘ଅସ୍ତ୍ର’ର ସଫଳ ପରୀକ୍ଷଣ ହୋଇଛି । ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି । ଓଡ଼ିଶା…

ସାମ୍ନାକୁ ଆସିଲା ସତ: ଓ୍ବାକଫ୍ ବିଲ ସପକ୍ଷରେ ଭୋଟ ଦେଇଥିଲେ ବିଜେଡିର ୫ ସାଂସଦ….

ନୂଆଦିଲ୍ଲୀ/ଭୁବନେଶ୍ବର: ଯେଉଁ ଓ୍ବାକଫ୍ ବିଲକୁ ନେଇ ବିଜେଡିରେ ରାଜନୈତିକ ଝଡ ଦେଖାଦେଇଥିଲା, ବିଜେଡିର କିଏ କିଏ ଏହି ବିଲ୍ ସପକ୍ଷରେ ଏବଂ କିଏ ଏହି ବିଲ୍ ବିପକ୍ଷରେ ଭୋଟ ଦେଇଥିଲେ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା, ଏବେ ସତ ସାମ୍ନାକୁ ଆସିଛି । ସଂସଦର ଦଲିଲ ଅନୁଯାୟୀ, ଚଳିତ…

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ଆଜି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: ଦକ୍ଷିଣ ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ସହ ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଦକ୍ଷିଣ ପୂର୍ବ ଆଡକୁ ଟ୍ରପ ଲାଇନ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆସନ୍ତା ୧୩ ତାରିଖରୁ ଅଧିକ ବର୍ଷା ହୋଇପାରେ ବୋଲି…

ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ, ୬୫୦୦ କୁକୁଡ଼ା ମାରିବ ପ୍ରଶାସନ

ପୁରୀ: ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ। ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ। H5N1 ଆଭିଏନ୍‌ ଇନ୍‌ଫ୍ଲୁଏଞ୍ଜା ଭାଇରସ୍ ପଜିଟିଭ୍। ଡେଲାଙ୍ଗର ବଡ଼ା ଆଙ୍କୁଲା ଗାଁ ଭାଇରସ୍‌ର ଏପିସେଣ୍ଟର୍। ଏପିସେଣ୍ଟର୍‌ର ଏକ କିଲୋମିଟର ମଧ୍ୟରେ ହେବ କଲିଂ। କଲିଂ କେନ୍ଦ୍ରରୁ ୧୦ କି.ମି…

ଆଜିଠୁ ଗଡ଼ିଲା ଘରୋଇ ବସ୍; ସେପଟେ, ୪ର୍ଥ ଦିନରେ ଜାରି ରହିଛି ଡ୍ରାଇଭରଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ । ୪ ଦିନ ପରେ ଘରୋଇ ବସ୍‌ ଚଳାଚଳ ସ୍ବାଭାବିକ ହୋଇଛି । ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଗଡ଼ିଲା ବସ୍ । ସାରା ରାଜ୍ୟରେ ଯାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଘରୋଇ ବସ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଏଥିପାଇଁ…

ସୀମାନ୍ତରେ ଆନ୍ଧ୍ରର ଚାଲାକି ପଣ୍ଡ; ସ୍ବାସ୍ଥ୍ୟସେବା ବନ୍ଦକଲେ ପଟ୍ଟାଙ୍ଗୀ ତହସିଲଦାର

ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତର ପନିକିଗ୍ରାମରେ ଆନ୍ଧ୍ରର ସ୍ବାସ୍ଥ୍ୟସେବା ବନ୍ଦକଲା ପଟ୍ଟାଙ୍ଗୀ ତହସିଲ । ସ୍ବାସ୍ଥ୍ୟ ଟିମ୍‌ ଆନ୍ଧ୍ର ସରପଞ୍ଚ ଦିବକର ଗେମେଲଙ୍କ ଉପସ୍ଥିତିରେ ଅନ୍ୟ ସୀମାନ୍ତ ପନିକିଗ୍ରାମ ଗ୍ରାମବାସୀଙ୍କୁ ଏକତ୍ରକରି ସ୍ବାସ୍ଥ୍ୟ…

୧୬ତମ ରୋଜଗାର ମେଳା; ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଆଜି ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ । ଏଥି ମଧ୍ୟରେ ଓଡିଶାର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମଠାରେ ମଧ୍ୟ ଏହି ମେଳା ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି କନଫରେନ୍ସିଂରେ ଯୋଗଦେଇ…

ସ୍ନାତକ ଫେଜ୍‌-୧ ସ୍ପଟ ନାମଲେଖା ପ୍ରକିୟା ଆସନ୍ତା ୧୬ରେ ହେବ ସମାପ୍ତ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାବର୍ଷ ୨୦୨୫-୨୬ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ଶ୍ରେଣୀଗୃହ ପାଠପଢ଼ା ଜୁଲାଇ ୧୦ ତାରିଖ ଠାରୁ ଆରମ୍ଭ ହୋଇଯାଇଛି।…

ଆସନ୍ତା୧୪ରେ କଟକରେ ଡାକସେବା ବନ୍ଦ

କଟକ: ଆସନ୍ତା ୧୪ ତାରିଖରେ କଟକ ପ୍ରଧାନ ଡାକଘର (କଟକ ଜି.ପି.ଓ.) ଏବଂ ଏହା ଅଧୀନସ୍ଥ ସମସ୍ତ ଉପ ଡାକଘର /ଶାଖା ଡାକଘର ବନ୍ଦ ରହିବ । ଜୁଲାଇ ୧୫ ତାରିଖରେ ଏକ ନୂତନ ସଫ୍ଟୱେର ପ୍ରଚଳନ ହେବ । ସୂଚନାଥାଉକି, ଡାକଘରମାନଙ୍କରେ ଏକ ନୂତନ ସଫ୍ଟୱେର (IT 2.0)ର ପ୍ରଚଳନ ଆସନ୍ତା ଜୁଲାଇ ୧୫…