Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଇଏଏସ ମନୋଜ କୁମାର ମହାନ୍ତି ଓପିଏସସି ସଦସ୍ୟ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ଭାବରେ ଆଇଏଏସ ଅଧିକାରୀ (ଅବସରପ୍ରାପ୍ତ) ମନୋଜ କୁମାର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ମନୋଜ କୁମାର ମହାନ୍ତିଙ୍କ…

ଆକାଉଣ୍ଟ ଜେନେରାଲଙ୍କ ଅଫିସରେ ସର୍ପ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଅଡିଟ ଏବଂ ଆକାଉଣ୍ଟ)ଙ୍କ ଅଫିସରେ ୫୦ରୁ ଉର୍ଦ୍ଧ୍ବ ଅଧିକାରୀମାନଙ୍କୁ ସାପ କାମୁଡ଼ା ରକ୍ଷା ପାଇବା ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜି ଏହି ସର୍ପ ସଚେତନତା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ପ୍ରିନ୍ସିପାଲ…

ସୁସ୍ଥ ହେଲେ ନବୀନ, ଖୁବ୍ ଶୀଘ୍ର ଓଡିଶା ଫେରିବେ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆସନ୍ତା ୨-୩ ଦିନ ମଧ୍ୟରେ ସେ ଓଡ଼ିଶା ଫେରିବେ ବୋଲି ଗୁରୁବାର ଦିନ ସୂଚନା ମିଳିଛି। ଜୁନ୍ ୨୨ ତାରିଖରେ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ…

ନନ୍ଦନକାନନରେ ନୂଆ ଅତିଥି; ଗୟଳ ସଂଖ୍ୟା ୧୪କୁ ବୃଦ୍ଧି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ନନ୍ଦନକାନନରେ ମୋଟ ଗୟଳ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି। ୧୦ଟି ଅଣ୍ଡିରା, ୩ଟି ମାଈ ଥିବା ବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ନବଜାତ ଶାବକଟି ଅଛି। ନନ୍ଦନକାନନ…

ଜୁଲାଇ ୧୫ ଯାଏଁ ବର୍ଷାରୁ ନାହିଁ ନିସ୍ତାର

ଭୁବନେଶ୍ୱର: ଜୁଲାଇ ୧୫ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳ ବର୍ଷା ସହ ବଜ୍ରପାତ ଜାରି ରହିପାରେ। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ସୂଚନା ଦେଇଛି। ଗୁରୁବାର (୧୦ ଜୁଲାଇ) ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସମ୍ବଲପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା/ବଜ୍ରପାତ ଏବଂ…

କାହିଁକି ବିଜେଡି ଛାଡିଲେ ସୁନିତା? କହିଦେଲେ ଭିତିରି କଥା

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ଶଙ୍ଖ ଛାଡି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଆଜି ଯୋଗ ଦେଇଛନ୍ତି। ଗତକାଲି ସେ ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ। ବ୍ୟକ୍ତିଗତ କାରଣ ଦର୍ଶାଇ ସୁନୀତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ…

ଓଏସସିଏସଏଲର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଗୁରୁବାର ଦିନ ଗଞ୍ଜାମର ଛତ୍ରପୁରରେ ରାଜ୍ୟ ସିଭିଲ୍ ସପ୍ଲାଏ କର୍ପୋରେସନ୍ ଲିମିଟେଡ୍ (ଓଏସସିଏସଏଲ)ର ମୁଖ୍ୟ ସିଭିଲ୍ ସପ୍ଲାଏ ଅଧିକାରୀ (ସିସିଏସଓ)-କମ୍-ଜିଲ୍ଲା ପରିଚାଳକ ପୁଷା ମୁଣ୍ଡାଙ୍କୁ ଗିରଫ କରିଛି। ବୁଧବାର ଦିନ ପୁଷା ତାଙ୍କ ଭଡ଼ା ଘରୁ ଅଫିସ…

ରେଙ୍ଗାଲିରେ ଗାଡି ଚେକିଂ ବେଳେ କାର୍‌ରୁ ମିଳିଲା ଏକ କ୍ୱିଣ୍ଟାଲ ରୂପା ଇଟା

ସମ୍ବଲପୁର : ଆଳୁ ଖୋଳୁ ଖୋଳୁ ବାହାରିଲା ପରି ଗଞ୍ଜେଇ ଗାଡିରୁ ବାହାରିଛି ପ୍ରବଳ ମାତ୍ରାରେ ରୂପା ଇଟା । ଏକ କାର ଭିତରୁ ବିପୁଳ ପରିମାଣର ରୂପା ଇଟା ଜବତ କରିଛି ଅବକାରୀ ବିଭାଗ । ସୂଚନା ଅନୁସାରେ ରେଗୁଲାର ଚେକିଂ ପରି ରେଙ୍ଗାଲିରେ ଚେକିଂ ଚାଲିଥିଲା । ଏହି ସମୟରେ ଏକ କାର ଉପରେ ସନ୍ଦେହ…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ…ପ୍ରଭାବଶାଳୀ ଗୋଷ୍ଠୀର ପକ୍ଷଛେଦନ!

ଭୁବନେଶ୍ବର: ଆଉ ଦିନ କେଇଟା ଅପେକ୍ଷା । ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ରାଜ୍ୟ ବିଜେପି ସଭାପତି ହେବା ପରେ ଏନେଇ ଇସାରା କରିଛନ୍ତି ମନମୋହନ ସାମଲ । ଏହାପରଠୁ ମନ୍ତ୍ରିମଣ୍ଡଳରୁ ବାଦ ପଡିବା ଆଶଙ୍କାରେ ଥିବା ମନ୍ତ୍ରୀଙ୍କ ହାର୍ଟବିଟ୍ ବଢିଛି । ସେପଟେ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ…

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ

ଭୁବନେଶ୍ବର: ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ। NBW ଆଧାରରେ ଗିରଫ କଲା ବଡଗଡ଼ ଥାନା ପୋଲିସ। କୋର୍ଟ ନିୟମ ଖିଲାପ କରିଥିବାରୁ ଗିରଫ ହେଲେ ଓଲିଉଡ ଅଭିନେତା। ଗିରଫଦାରୀ ନିର୍ଦ୍ଦେଶ ଦେଇଥିଲେ JMFC କୋର୍ଟ। ପାର୍ଥଙ୍କ ବିରୋଧରେ ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା। ତେବେ…