Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଦର୍ଶଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରାଳୟକୁ ପତ୍ର ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ପଣବନ୍ଦୀ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି । ଆଦର୍ଶଙ୍କ ସମ୍ପର୍କରେ ଗଣମାଧ୍ୟମରୁ ଜାଣିବା ପରେ…

ନଭେମ୍ବର ୨୩ରେ ଟାଟା ଷ୍ଟିଲ୍ ଯୋଡ଼ା ‘ରନ୍‌‌-ଏ-ଥନ୍’ ର ଦ୍ୱିତୀୟ ସଂସ୍କରଣ

ଯୋଡ଼ା: ଟାଟା ଷ୍ଟିଲ୍ ପକ୍ଷରୁ ଟାଟା ଷ୍ଟିଲ୍ ଯୋଡ଼ା ରନ୍‌‌-ଏ-ଥନ୍‌‌ର ଦ୍ୱିତୀୟ ସଂସ୍କରଣ ଘୋଷଣା କରାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି “ପ୍ରତି ପାଦ ଏକ ସବୁଜ ଭବିଷ୍ୟତ ଆଡ଼କୁ’। ରନ୍‌‌-ଏ-ଥନ୍ ର ଦ୍ୱିତୀୟ ସଂସ୍କରଣ କେନ୍ଦୁଝର ଜିଲ୍ଲାର ଯୋଡ଼ା ଠାରେ ଆୟୋଜିତ ହେବ। ଟାଟା ଷ୍ଟିଲ୍ ଓର୍…

୬୦ ହଜାର ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଫସିଲେ ରାଜସ୍ୱ ନିରୀକ୍ଷକ (ଆରଆଇ)। ଛଅଟି ପୈତୃକ ପ୍ଲଟର ମ୍ୟୁଟେସନ୍ ମାମଲାରେ ଜଣେ ବ୍ୟକ୍ତିଙ୍କ ଆବେଦନ ପ୍ରକ୍ରିୟାକରଣ ପାଇଁ ୬୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଦିନ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ପୁରୀ ଜିଲ୍ଲାର…

ଏସିଆର ସବୁଠାରୁ ବଡ଼ ବାଣିଜ୍ୟ ମେଳା ‘ବାଲିଯାତ୍ରା’ ଆଲୋକିତ କଲା ଟିପିସିଓଡିଏଲ୍‌‌

କଟକ: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌‌), କଟକରେ ଆଗାମୀ ଐତିହାସିକ ବାଲିଯାତ୍ରା ମହୋତ୍ସବ ପାଇଁ ଭରସାଯୋଗ୍ୟ ଏବଂ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ…

‘ଜଳ ପରିଚାଳନା’ ବର୍ଗରେ ଏଏମ୍ /ଏନ୍ଏସ୍ ଇଣ୍ଡିଆକୁ “ଆଉଟଷ୍ଟାଣ୍ଡିଂ ଚାମ୍ପିଅନ”…

ଭୁବନେଶ୍ୱର: ୧୯ତମ ଏକ୍ସେଡ୍ ପରିବେଶ ପୁରସ୍କାର-୨୦୨୫ରେ ଇସ୍ପାତ କ୍ଷେତ୍ର ଅଧୀନରେ 'ଜଳ ପରିଚାଳନା' ବର୍ଗରେ ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ଓଡ଼ିଶା ଅପରେସନ୍ ସମ୍ମାନଜନକ 'ଚାମ୍ପିଅନ୍ (ଆଉଟଷ୍ଟାଣ୍ଡିଂ) ପୁରସ୍କାର ହାସଲ କରିଛି । ଏହି ସ୍ୱୀକୃତି ସ୍ଥାୟୀ…

Cuttack Baliyatra: ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା; ମହାନଦୀ ଗର୍ଭରେ ଭାସିବ ୨୦ହଜାର ଶାଳପତ୍ର ଡ଼ଙ୍ଗା

କଟକ: ସଜେଇ ହେଲାଣି ଐତିହାସିକ ବାଲିଯାତ୍ରା ପଡ଼ିଆ । ପ୍ରଶାସନ ତରଫରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆସନ୍ତାକାଲି ସକାଳୁ ମହାନଦୀ ପଠାରୁ ବିଭିନ୍ନ କାର୍ୟ୍ୟକ୍ରମ ଆରମ୍ଭ ହେବା ସହିତ ସଂଧ୍ୟାରେ ରହିଛି ବାଲିଯାତ୍ରାର ଉଦଘାଟନୀ ଉତ୍ସବ । ଦୀର୍ଘ ୮ ଦିନ ଧରି ଚାଲିବ ଏସିଆ ମହାଦେଶର ସର୍ବବୃହତ…

ପୁଅ ଜୟଙ୍କ ପରେ ବିଜେଡିକୁ ଟାର୍ଗେଟ କଲେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ

ନୂଆପଡା: ପୁଅ ଜୟ ଢୋଲକିଆଙ୍କ ପରେ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କପତ୍ନୀ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଆଜି ବିଜେଡିକୁ ଟାର୍ଗେଟ୍‌ କରି କହିଛନ୍ତି ଯେ, ମୋ ସ୍ବାମୀଙ୍କ ସ୍ଥାସ୍ଥ୍ୟାବସ୍ଥା ଖରାପ ଥିଲା ବେଳେ, ଦଳର କୌଣସି ନେତା କି ମନ୍ତ୍ରୀଙ୍କ ଦେଖା ନଥିଲା । କେହି ଟିକେ ଫୋନ…

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା, ଭିଡ ନିୟନ୍ତ୍ରଣ ପାଇଁ ୪୫…

ଭୁବନେଶ୍ଵର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା। ଏଥି ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ଅବସରେ ପୁରୀରେ ପ୍ରବଳ ଭିଡ ହେବ। ଭିଡ ନିୟନ୍ତ୍ରଣ ପାଇଁ ମୁତୟନ ହେବେ ୪୫ ପ୍ଲାଟୁନ ପୁଲିସ ଫୋର୍ସ। ସାତ ପାହାଚ ଏବଂ ବାହାର କାଠ ନିକଟରେ ପୋଲିସ…

ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ, ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କଲେ ନବୀନ

ଭୁବନେଶ୍ୱର: ସୁଦାନରେ ଜଣେ ଓଡ଼ିଶାର ବାସିନ୍ଦାଙ୍କୁ ରାପିଡ୍ ସପୋର୍ଟ ଫୋର୍ସ (ଆର୍ ଏସ୍ ଏଫ୍) ଦ୍ୱାରା ବନ୍ଦୀ କରାଯାଇଥିବ ଜଣାପଡିବା ପରେ ତାଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଙ୍ଗଳବାର ଭାରତ ସରକାର ଏବଂ ବୈଦେଶିକ ବ୍ୟାପାର…

ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଯାଇଥିବା ବିଜେଡି ସୁପ୍ରିମୋଙ୍କ ହେଲିକପ୍ଟର ଯାଞ୍ଚ କଲେ ଫ୍ଲାଇଂ ସ୍କ୍ବାଡ୍

ନୂଆପଡ଼ା: ନୂଆପଡ଼ା ଉପ-ନିର୍ବାଚନ ପାଇଁ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଚାର କାର୍ଯ୍ୟକ୍ରମରେ ଯାଇଥିବାବେଳେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ ହୋଇଥିବାର ଆଜି ସାମ୍ନାକୁ ଆସିଛି ।…