Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜାନୁଆରୀ ୩୦ ଯାଏଁ ରାଜ୍ୟରେ ଘନ କୁହୁଡ଼ି ସମ୍ଭାବନା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ମଧ୍ୟରେ ଅର୍ଥାତ୍ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଚାରୋଟି ସ୍ଥାନରେ ଘନ କୁହୁଡ଼ି ଦେଖାଯିବ। ଏହି ୪ ଜିଲ୍ଲା ମଧ୍ୟରେ ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଥିବା ନେଇ ବୁଧବାର ଦିନ ଭାରତୀୟ ପାଣିପାଗ…

ପୂର୍ବତଟ ରେଳପଥର ରେକର୍ଡ; ୨୯୯ ଦିନରେ ୨୦୦୦ କୋଟି ଟଙ୍କାର ରାଜସ୍ୱ ଆୟ…

ଭୁବନେଶ୍ୱର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ରେକର୍ଡ ୨୯୯ ଦିନ ମଧ୍ୟରେ ଯାତ୍ରୀ ରାଜସ୍ୱ ଆୟରେ ୨୦୦୦ କୋଟି ଅତିକ୍ରମ କରି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଆହୁରି ମଧ୍ୟ ପୂର୍ବତଟ ରେଳପଥ ୨୦୨୪-୨୫ରେ ୩୦୮ ଦିନ, ୨୦୨୩-୨୪ରେ ୩୩୧ ଦିନ ଏବଂ ୨୦୨୨-୨୩ରେ ୩୬୫…

MYGS ପ୍ରତିଯୋଗିତାରେ ଓଡ଼ିଶାର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୨ୟ ସ୍ଥାନ ହାସଲ

ଭୁବନେଶ୍ବର: ଜାତୀୟସ୍ତରରେ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ମଡେଲ ଯୁବ ଗ୍ରାମ ସଭା (MYGS) ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାସ୍ଥିତ ହିର୍ଲି…

ରାଜ୍ୟସଭା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବଡ଼ ବୟାନ; ହୋଇପାରେ ବଡ଼ ଗେମ୍

ଭୁବନେଶ୍ୱର: ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସମ୍ଭାବ୍ୟ ମେଣ୍ଟ ଏବଂ ସମୀକରଣକୁ ନେଇ ମତ ଦେବା ଆରମ୍ଭ କରିସାରିଲେଣି। ଆଗାମୀ ନିର୍ବାଚନ ପାଇଁ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ମଧ୍ୟରେ ସମ୍ଭାବ୍ୟ ବୁଝାମଣା ବିଷୟରେ ଆଲୋଚନା…

ବାଣ ଫୁଟି ପୁଣି ଗଲା ଜଣଙ୍କ ଜୀବନ

ଭୁବନେଶ୍ୱର: ବାଣ ଫୁଟି ଗଲା ପୁଣି ଜଣଙ୍କ ଜୀବନ। ଭୁବନେଶ୍ୱର କମିଶନରେଟ ବାଲିପାଟଣା ଥାନା ଅନ୍ତର୍ଗତ ନରୀଶୋ ନିଧି ସାହିରେ ଗତକାଲି ବିଳମ୍ବିତ ରାତିରେ ବେଆଇନ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ସୂଚନା ଅନୁଯାୟୀ, ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ…

ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ମେ ମାସରେ ପ୍ରବେଶିକା ପରୀକ୍ଷା ହେବା ନେଇ ଜଣାପଡ଼ିଛି। ପୂର୍ବରୁ ପ୍ରକାଶିତ ସରକାରୀ କାର୍ଯ୍ୟସୂଚୀ ଅନୁଯାୟୀ, ଓଜେଇଇ ୨୦୨୬ ପାଇଁ ପଞ୍ଜୀକରଣ ଲିଙ୍କ୍ ମାର୍ଚ୍ଚ ୨୬…

Ban on Odia Film ‘Pari’: ‘ପରୀ’ ଚଳଚ୍ଚିତ୍ର ନେଇ ଆପତ୍ତି ଉଠାଇଲେ ବାପା, ନିଖୋଜ ଝିଅ ଉପରେ ସିନେମା…

ନୟାଗଡ଼: ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ ନିଖୋଜ ଶିଶୁକନ୍ୟା ପରୀର ବାପା ଅଶୋକ ସାହୁ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର 'ପରୀ' ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓଙ୍କୁ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି। ତାଙ୍କ ସ୍ମାରକପତ୍ରରେ ପିତା ଅଭିଯୋଗ କରିଛନ୍ତି…

ଟାଟା ଷ୍ଟିଲ ଫାଉଣ୍ଡେସେନ ପକ୍ଷରୁ ଢେଙ୍କାନାଳରେ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ

ଢେଙ୍କାନାଳ: ଟାଟା ଷ୍ଟିଲ ଫାଉଣ୍ଡେସେନ, ଜାମସେଦପୁର କର୍କଟ ସୋସାଇଟି (jcs) ସହିତ ଟାଟା ଷ୍ଚିଲର ନିଜସ୍ୱ ହସ୍ପିଟାଲ, ମେହେରବାଇ ଟାଟା ମେମୋରିଆଲ ହସ୍ପିଟାଲ (mtmh) ମାଧ୍ୟମରେ ଢେଙ୍କାନାଳରେ ସ୍ଥାନୀୟ ଗ୍ରାମବାସୀଙ୍କ ପାଇଁ ମୋବାଇଲ କର୍କଟ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

 NKS Bandh Call: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ

ଭୁବନେଶ୍ୱର: ନଵନିର୍ମାଣ କୃଷକ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ। ଧାନକିଣାରେ ଅବ୍ୟବସ୍ଥା, PUCC, ସ୍ମାର୍ଟ ମିଟରକୁ ବିରୋଧ କରି ବନ୍ଦ ପାଳନ କରାଯାଉଛି। ଭୁବନେଶ୍ବର ଉପକଣ୍ଠ ଉତ୍ତରା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ସୁବର୍ଣ୍ଣପୁର ବିନିକାରେ ପିକେଟିଂ, କଂଗ୍ରେସ…

କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଦାୟିତ୍ୱହୀନତା କାରଣରୁ ଚାଷୀଙ୍କ ଠାରୁ ଧାନ କିଣିବାରେ ଚରମ ବିଫଳତା ପ୍ରତିଫଳିତ ହେଉଛି। ସରକାରୀ କଳ ଓ ମିଲରଙ୍କ ମଧୁଚନ୍ଦ୍ରିକା କାରଣରୁ କୃଷକ ଶୋଷଣର ଶିକାର ହେଉଛନ୍ତି। କେଉଁଠି ମଣ୍ଡି ଖୋଲୁନାହିଁ ତ କେଉଁଠି ମଣ୍ଡିରେ ଚାଷୀ ଧାନ ଧରି ବସି ରହିଛି । କିଛି…