Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ; ଏସବୁ ସ୍ଥାନରେ ପ୍ରବଳ ବର୍ଷିିବ, ଆଉ ୩ ଜିଲ୍ଲାରେ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୟାଗଡ଼ର ଜିଲ୍ଲାପାଳ ମାନେ…

ଗୋପାଳପୁର ଠାରୁ ୩୮୦ କିମି. ଦୂରରେ ବାତ୍ୟା ‘ଅର୍ଣ୍ଣବ’, ଘଣ୍ଟା ପ୍ରତି ଏତିକି ବେଗରେ ମାଡ଼ି…

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ଓଡ଼ିଶା ଉପକୂଳ ନିକଟତର ହେଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଆଇଏମ୍‌ଡି ବୁଲେଟିନ୍ ଅନୁଯାୟୀ, ଗତ ଛଅ ଘଣ୍ଟା ମଧ୍ୟରେ ଏହି ବାତ୍ୟା ଘଣ୍ଟା ପ୍ରତି ୨୫…

ଆସୁଛି ବାତ୍ୟା ‘ଅର୍ଣ୍ଣବ’; ଓଡ଼ିଶାର ୫ ଜିଲ୍ଲାରେ ସ୍କୁଲ ବନ୍ଦ…

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ'କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୫ ଜିଲ୍ଲାରେ ସ୍କୁଲ୍ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବଙ୍ଗୋପସାଗରରେ ବାତ୍ୟା ଅଧିକ ଘନୀଭୂତ ହେଉଥିବାରୁ ଏହି ସତର୍କତାମୂଳକ ପଦକ୍ଷେପ…

ଅତି ଭୀଷଣ ବାତ୍ୟାର ରୂପ ନେଲା ‘ଅର୍ଣ୍ଣବ’, ଓଡ଼ିଶାକୁ ଆଲର୍ଟ…

ଭୁବନେଶ୍ୱର: ବଙ୍ଗୋପସାଗରର ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା 'ଅର୍ଣ୍ଣବ' ଅଧିକ ଘନୀଭୂତ ହୋଇ ଏକ 'ଅତି ଭୀଷଣ ବାତ୍ୟା' ରୂପ ନେଇଛି ଏବଂ ଏହା ପୂର୍ବ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ପାଣିପାଗ ବିଭାଗର ସୂଚନା…

Bargarh Dhanu Yatra: ପୁଣି କରାଯିବ କଂସ ଚୟନ; କଂସ ଭୂମିକାରୁ ଓହରିଲେ ସୁଶୀଳ ମେହେର

ବରଗଡ:ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ମାସ ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୨୦୨୫-୨୬ ଧନୁଯାତ୍ରା ନିମନ୍ତେ ଚର୍ଚ୍ଚିତ କଂସ ଭୂମିକା ନିମନ୍ତେ ଚୟନ ହୋଇଥିବା ସୁଶୀଳ…

Cyclone Arnab:ଆସୁଛି ବାତ୍ୟା ‘ଅର୍ଣ୍ଣବ’:ଏହି ଜିଲ୍ଲାରେ ଆସନ୍ତା ୨ ଦିନ ବନ୍ଦ ରହିବ ସ୍କୁଲ୍‌ ସହ ଅଙ୍ଗନବାଡ଼ି…

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ନବରଙ୍ଗପୁର ଜିଲାରେ ଆସନ୍ତା ୨ ଦିନ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ୨୭ ଓ ୨୮ରେ ସ୍କୁଲ ବନ୍ଦ ରହିବା ନେଇ ଜିଲାପାଳ ଘୋଷଣା କରିଛନ୍ତି । ସ୍କୁଲ୍‌ ସହ ଅଙ୍ଗନବାଡ଼ି…

ବ୍ୟବସାୟ ନାଁରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ, ସେକ୍ସ ର‍୍ୟାକେଟ୍‌ର ପର୍ଦ୍ଦାଫାଶ କଲା ପୋଲିସ

ଅନୁଗୋଳ: ଜୋତା ବିକ୍ରି ଆଳରେ ବଡ଼ କାରବାର। ବ୍ୟବସାୟ ନାଁରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ। ଅନୁଗୋଳ ସହରରେ ପୂଜାର ମାହୋଲ ଭିତରେ ଏଭଳି ଏକ ସେକ୍ସ ରାକେଟର ପର୍ଦ୍ଦାଫାଶ କଲା ଅନୁଗୋଳ ପୋଲିସ। ତା ପୁଣି ସହରର ଜନ ଗହଳି ପୂର୍ଣ୍ଣ ଅଞ୍ଚଳରେ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।…

‘ଅର୍ଣ୍ଣବ’ ପାଇଁ ପୁରୀ ପୋଲିସ ଆଲର୍ଟ: ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସଚେତନତା

ପୁରୀ: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ନିମ୍ନାଞ୍ଚଳ ଓ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଅରଖକୁଦା ମେରାଇନ୍ ଥାନା ପକ୍ଷରୁ ବିଭିନ୍ନ ଗ୍ରାମରେ ସଚେତନତା…

SGFI National Rugby Compition: ଓଡ଼ିଶା ୧୪ ବର୍ଷରୁ କମ୍ ବାଳକ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର: ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ଅନୁଷ୍ଠିତ ୭୦ତମ ଏସଜିଏଫଆଇ SGFI ଜାତୀୟ ବିଦ୍ୟାଳୟ ସମୂହ ରଗବୀ ପ୍ରତିଯୋଗିତାରେ ଓଡ଼ିଶାର ୧୪ ବର୍ଷରୁ କମ୍ ବାଳକ ଦଳ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ଅକ୍ଟୋବର ୨୩ ରୁ ୨୬ ଯାଏଁ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ…

ଆଜିବି ଅପହଂଚ, ବାହୁଙ୍ଗୀରେ ୫କିଲୋମିଟର ବୁହାହେଲେ ଗର୍ଭବତୀ

କାଶୀପୁର: ଆଜିବି ଅପହଂଚ ରାୟଗଡା ଜଲ୍ଲା କାଶୀପୁର ସିଜିମାଳିର ମାଳିପଦର ଗାଁ । ରାସ୍ତାଘାଟ ସୁବିଧା ନଥିବାରୁ ଘାଟିପାହାଡ ରାସ୍ତା ଭରସା । ଜନନୀ ଆଜିବି ଯନ୍ତ୍ରଣାରେ ଜର୍ଜରିତ । କେଉଁଠି ଭାର, କେଉଁଠି ବାହୁଙ୍ଗୀତ କେଉଁଠି ପୁଣି ଖଟିଆରେ ବୁହା ହେଉଛନ୍ତି ରୋଗୀ, ଗର୍ଭବତୀ । ସରକାରୀ ସୁବିଧା…