Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଚଳିତ ବର୍ଷର ପ୍ରଥମ ବାତ୍ୟା 'ଅର୍ଣ୍ଣବ'। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଆଜି ସକାଳେ ଏହି ପାଣିପାଗ ପ୍ରଣାଳୀ ଘନୀଭୂତ ହୋଇ ଏକ ବାତ୍ୟାର ରୂପ ନେଇଛି। IMD ଅନୁଯାୟୀ, ଏହା ଆଜି ରାତି ସୁଦ୍ଧା ଅଧିକ ଘନୀଭୂତ ହୋଇ ଏକ 'ଅତି…

ବଳ ଗୋଟାଉଛି ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ, ଆଜି ବାତ୍ୟାରେ ପରିଣତ ହୋଇପାରେ…

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ୨୬ ଅକ୍ଟୋବର ପ୍ରାରମ୍ଭରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ଏହା ପରେ ୨୭ ଅକ୍ଟୋବର ସକାଳ…

ଆଜିଠୁ ‘କାର୍ତ୍ତିକ ମାସ’ ଆରମ୍ଭ; ପୁରୀରେ ୨,୫୦୦ ହବିଷ୍ୟାଳୀ…

ପୁରୀ: ପୁରୀରେ ସୋମବାର ଦିନ ମାସବ୍ୟାପୀ 'ମହା କାର୍ତ୍ତିକ ବ୍ରତ' ଆରମ୍ଭ ହୋଇଛି। ଏହି ଅବସରରେ ବ୍ରତ ପାଳନ କରିବା ପାଇଁ ପ୍ରାୟ ୨,୫୦୦ ହବିଷ୍ୟାଳୀ ତିନୋଟି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଏକତ୍ରିତ ହୋଇଛନ୍ତି। ଧର୍ମର ମାସ କାର୍ତ୍ତିକ ମାସ ଅବସରରେ ଏହି ହବିଷ୍ୟାଳୀମାନେ ସକାଳୁ ସକାଳୁ ପବିତ୍ର…

ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପ୍ରସ୍ତୁତି,ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ : ରାଜସ୍ୱ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜୀବ ଭବନସ୍ଥିତ ଏସଇଓସି (SEOC) କନଫରେନ୍ସ ହଲରେ…

ମୋଦିଙ୍କୁ ନେଇ ଖଡ୍‌ଗେଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଦେଇଥିବା ବିବାଦୀୟ ବୟାନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୀବ୍ର ନିନ୍ଦା କରିଛନ୍ତି। ବିହାରର ପାଟଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଖଡ୍‌ଗେ ପ୍ରଧାନମନ୍ତ୍ରୀ ଓ ତାଙ୍କ…

କବି ଆଶୁତୋଷ ପରିଡ଼ା ପାଇଲେ ୪୭ତମ ଶାରଳା ପୁରସ୍କାର, ‘ବିଶ୍ୱାସ ଦେ ପୃଥିବୀ’ ପାଇଁ ମିଳିଲା ୭ ଲକ୍ଷ…

ଭୁବନେଶ୍ୱର: ପ୍ରସିଦ୍ଧ ଓଡ଼ିଆ କବି ଡକ୍ଟର ଆଶୁତୋଷ ପରିଡ଼ାଙ୍କୁ ୪୭ତମ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବୁଲ୍ ଟ୍ରଷ୍ଟ (ଇମ୍ପାକ୍ଟ) ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଶ୍ରେଷ୍ଠ ସାହିତ୍ୟିକ କୃତି ପାଇଁ ପ୍ରଦାନ କରାଯାଇଥାଏ। ସମ୍ମାନିତ…

କୋଟିଆରେ ଆନ୍ଧ୍ର ନିର୍ବାଚନ ଘୋଷଣା;ରୋକିବା ପାଇଁ ଓଡିଶା ପକ୍ଷରୁ ସୀମାନ୍ତରେ ପୋଲିସ ଚେକ୍ ପୋଷ୍ଟ

ଭୁବନେଶ୍ବର:କୋଟିଆରେ ଆନ୍ଧ୍ର ଆସନ୍ତା ନଭେମ୍ବର ୩ ତାରିଖରେ ନିର୍ବାଚନ କରିବ ବୋଲି ଘୋଷଣା କରିଛି। ନିର୍ବାଚନ ଘୋଷଣା କରିବା ପରେ ଓଡିଶା-ଆନ୍ଧ୍ର ମଧ୍ୟରେ ବିବାଦ ପୁଣି ତେଜିଛି। । ଓଡିଶା- ଆନ୍ଧ୍ର ସୀମାନ୍ତରେ ପୋଲିସ ଚେକ୍ ପୋଷ୍ଟ ସ୍ଥାପନ କରିଛି । କୋରାପୁଟ ଏସପିଙ୍କ ନିର୍ଦେଶରେ…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ୮ ମନ୍ତ୍ରୀଙ୍କୁ ୮ ଜିଲ୍ଲା ଦାୟିତ୍ବ

ଭୁବନେଶ୍ୱର: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍‌ ପରେ ଓଡ଼ିଶାକୁ ବାତ୍ୟା ଭୟ। ପାଖାପାଖି ୧୪୦ କିଲୋମିଟର ବେଗରେ ବହିବ ପବନ। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଗଭୀର ସମୁଦ୍ରରୁ ବଳ ଗୋଟାଇ ମାଡ଼ି ଆସୁଛି ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'। ସୋମବାର ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ।…

ବାତ୍ୟା ଅର୍ଣ୍ଣବର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍‌ର ବ୍ୟାପକ ପ୍ରସ୍ତୁତି: ଜରୁରୀକାଳୀନ ସେବା ପାଇଁ ହାଇଆଲର୍ଟରେ…

ବ୍ରହ୍ମପୁର/ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ପାଣିପାଗ ପରିସ୍ଥିତି ଏବଂ ଦକ୍ଷିଣ ଓଡ଼ିଶାରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ବିଦ୍ୟୁତ ଭିତ୍ତିଭୂମିର ସୁରକ୍ଷା, ଗ୍ରାହକଙ୍କ ସୁରକ୍ଷା ଏବଂ…

ମନମୋହିଲା ରଘୁରାଜପୁର ଦମ୍ପତ୍ତିଙ୍କ ପ୍ରସ୍ତୁତ ପଟ୍ଟଚିତ୍ର

ଜଟଣୀ ନିକଟ ଇନଫୋଭ୍ୟାଲି-୨ରେ ଆରବିଆଇର ଡାଟା ସେଂଟର ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା ଏହି ଅବସରରେ ଆରବିଆଇ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ସୁନ୍ଦର ପଟ୍ଟଚିତ୍ର ପ୍ରଦାନ କରାଯାଇଛି । ଏହି ପଟ୍ଟଚିତ୍ରଟି ରଘୁରାଜପୁରର ଦମ୍ପତ୍ତି ପ୍ରସ୍ତୁତ କରିଥିଲେ । ବିଜୟ ମହାରଣା ଏବଂ…