Latest Odisha News

BREAKING NEWS

Browsing Category

ଓଡିଶା

Odisha

Violence against Hindus: ଦିଲ୍ଲୀରେ ବାଂଲାଦେଶ ହାଇକମିଶନ ବାହାରେ ପ୍ରତିବାଦ, ହିନ୍ଦୁ ଯୁବକଙ୍କ ହତ୍ୟା…

ନୂଆଦିଲ୍ଲୀ:ବିଶ୍ୱ ହିନ୍ଦୁ ପରିଷଦ ଏବଂ ଅନ୍ୟାନ୍ୟ ହିନ୍ଦୁ ସଂଗଠନଗୁଡ଼ିକ ଆଜି ଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନ ସମ୍ମୁଖରେ ଏକ ଦୃଢ଼ ପ୍ରତିବାଦ କରୁଛନ୍ତି। ସୂଚନାଥାଉକି, ଉସମାନ ହାଦିଙ୍କ ହତ୍ୟା ବିରୋଧରେ ବାଂଲାଦେଶରେ ପ୍ରତିବାଦ ସମୟରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ…

ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ ପକ୍ଷରୁ ୧୪୩ ଛାତ୍ରୀଙ୍କୁ ବେଟି ପଢ଼ାଓ ସ୍କଲାରସିପ୍ ପ୍ରଦାନ

ପାରାଦୀପ: ଆର୍ସଲରମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦୀପର ଦକ୍ଷ ଏକାଡେମୀରେ ଆୟୋଜିତ ଏକ ଉତ୍ସବରେ ୧୪୩ ଜଣ ମେଧାବୀ ଛାତ୍ରୀଙ୍କୁ 'ବେଟି ପଢ଼ାଓ ସ୍କଲାରସିପ୍' ପ୍ରଦାନ କରାଯାଇଛି । କମ୍ପାନୀର ପ୍ରମୁଖ ସିଏସଆର ପଦକ୍ଷେପର ଏକ ଅଂଶ ଭାବରେ, ଆର୍ଥିକ ଅନଗ୍ରସର…

pucc: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଇନ୍ଧନ ମନା;ଜାନୁଆରୀ ୧ରୁ ନିୟମ କଡ଼ାକଡି ପାଳନ

ଭୁବନେଶ୍ବର:ଜାନୁଆରୀ ୧ରୁ କଡ଼ାକଡ଼ି ହେବ ପେଟ୍ରୋଲ ପମ୍ପରେ ଗାଡ଼ିର ପ୍ରଦୂଷଣ ଯାଞ୍ଚ ନିୟମ । ନୂଆବର୍ଷଠୁ ପ୍ରଦୂଷଣ ପ୍ରମାଣପତ୍ର (pucc )ନଥିଲେ ମିଳିବନି ପେଟ୍ରୋଲ୍ କି ଡିଜେଲ୍ । ପରିବହନରେ ପରିବେଶ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ‘ବୈଧ ପ୍ରଦୂଷଣ…

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ: ବିହାରରୁ ଆଉ ଜଣେ ଦଲାଲ ଗିରଫ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଏସ୍ଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ଆଉ ଜଣେ ଦଲାଲକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିହାରର ଅମିତ୍ ଭରତୀ। ଗତକାଲି ସିବିଆଇ ଅମିତକୁ ଗିରଫ କରିଥିଲା। ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଏହି ଜାଲିଆତି ଘଟଣାରେ ସିବିଆଇ ଗତ ୧୯ ତାରିଖରେ…

Thar vehicles: ଜଙ୍ଗଲ ବିଭାଗର ‘ଥାର୍‌’ କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍

ଭୁବନେଶ୍ବର: ଜଙ୍ଗଲ ବିଭାଗର 'ଥାର୍‌' କିଣା ଓ ମୋଡିଫିକେସନ୍‌ର ହେବ ସ୍ୱତନ୍ତ୍ର ଅଡିଟ୍ ପାଇଁ ଆକଉଣ୍ଟାଣ୍ଟ ଜେନେରାଲଙ୍କୁ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଚିଠି ଲେଖିଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଗାଡ଼ି କିଣାକୁ ନେଇ ହେବ ଅଡିଟ୍ । ପିସିସିଏଫ୍ ବନ୍ୟପ୍ରାଣୀ ଅଫିସ୍‌ରେ ସ୍ବତନ୍ତ୍ର…

Excise Raid: ନୂଆବର୍ଷ ପୂର୍ବରୁ ସ୍ବତନ୍ତ୍ର ଚଢ଼ାଉ; ୨ ଦିନରେ ୧ କୋଟି ୬୪ ଲକ୍ଷ ଟଙ୍କାର ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟବ୍ୟାପୀ ଅବକାରୀ ବିଭାଗର ସ୍ବତନ୍ତ୍ର ଚଢ଼ାଉ । ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅବକାରୀ ଚଢ଼ାଉ ଅଭିଯାନର ପ୍ରଥମ ଦୁଇ ଦିନରେ ପ୍ରାୟ ୧କୋଟି ୬୪ ଲକ୍ଷ ଟଙ୍କା ମୂଲ୍ୟର ଅବୈଧ ମାଦକ ଦ୍ରବ୍ୟ ତଥା ବେଆଇନ ସାମଗ୍ରୀ ଜବତ କରାଯାଇଛି।…

୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ବିଜ୍ଞପ୍ତି

ଭୁବନେଶ୍ବର: ୧୪ ଜିଲ୍ଲାରେ ୨୪ ନୂଆ NAC ନେଇ ପ୍ରକାଶ ପାଇଲା ତାଲିକା। ରାଜ୍ୟ ସରକାର ସୋମବାର ଦିନ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି ପାଞ୍ଚଟି ନୂତନ ମ୍ୟୁନିସିପାଲିଟି ସୃଷ୍ଟି ସମ୍ପର୍କରେ ଡ୍ରାଫ୍ଟ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ୱାୟତ୍ତଶାସନ…

କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୧୯ତମ ବାର୍ଷିକ ଦିବସ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ର ୧୯ତମ ବାର୍ଷିକ ଉତ୍ସବ "ବିୟଣ୍ଡ ବାଉଣ୍ଡାରିଜ ୨୦୨୫’ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି ଯେ ଶିକ୍ଷାଗତ ଉତ୍କଷର୍ତା ସହିତ ଦୃଢ଼ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା…

ଅଜବ ବ୍ୟବସ୍ଥା; ଟ୍ରେନ ଟଏଲେଟ ପାଖରେ ବସି ଯାତ୍ରା କଲେ ଓଡ଼ିଶା ଖେଳାଳି

ଭୁବନେଶ୍ୱର: ଉତ୍ତର ପ୍ରଦେଶରେ ହେବାକୁ ଥିବା ଜାତୀୟ ସ୍କୁଲ କୁସ୍ତି ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ଓଡ଼ିଶାର ୧୬ ଜଣ ଯୁବ ଖେଳାଳିଙ୍କୁ ଅତ୍ୟନ୍ତ ଦୟନୀୟ ଭାବରେ ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା…

ସୁଜାତା ରାଜନୀତିକୁ ଆସିବା ଠିକ ନୁହେଁ, ନବୀନ ଆମର ନେତା

ଭୁବନେଶ୍ୱର: ବହୁତ ହଟଚମଟ ହୋଇଛି ବିଜେଡି ରାଜନୀତି । ବିଜେଡି ନେତାଙ୍କ ବାରମ୍ବାର ଭୋଜି ପରେ ଗୋଟିଏ ପରେ ଗୋଟିଏ କଥା ପଦାକୁ ଆସୁଛି । ଭିକେ ପାଣ୍ଡିୟାନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିକୁ ଆସିବା ଚର୍ଚ୍ଚା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଅନେକ ନେତା । ବିଜେଡି ସାଂସଦ ଦେବାସିଷ…