Latest Odisha News

BREAKING NEWS

Browsing Category

ପାଣିପାଗ

୨୨ ରେ ପୁଣି ଲଘୁଚାପ, ବାତ୍ୟା ରୂପ ନେଇପାରେ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି। ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରି‌ଣତ ହୋଇପାରେ ବୋଲି ଜିଏସଫଏସ ମଡେଲ…

ଓଡିଶାରୁ ବିଦାୟ ନେଲା ମୌସୁମୀ, ଏବେ କେମିତି ରହିବ ଆଗକୁ ପାଗ….

ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ…

ମୌସୁମୀ ପାଇଁ ବାଟ ଫିଟିଲା, ଆଉ ଦିନେ ଭିତରେ ଫେରିଯିବ

ଭୁବନେଶ୍ବର: ପାଗ ଅନୁକୂଳ । ଓଡିଶାରୁ ଫେରିଯିବ ମୌସୁମୀ । ଆଉ ଦିନେ କିମ୍ବା ଦୁଇ ଦିନ ଭିତରେ ଓଡିଶାରୁ ଅପସରି ଯିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବ । ଏନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଓଡିଶା ସମେତ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ,…

୩ ଘଣ୍ଟା ପ୍ରବଳ ବର୍ଷିବ, ଜାରି ହେଲା ଆଲର୍ଟ

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ବିଜୁଳି, ଘଡ଼ଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏନେଇ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଗଞ୍ଜାମ, କଟକ, ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଟ୍ବିନ୍‌ସିଟି କଟକ ଓ ଭୁବନେଶ୍ବର…

ମିଲିଲା ଆଶ୍ବସ୍ତି, ଏଥର ଜମିବ ଦୁର୍ଗା ପୂଜା ବୁଲାବୁଲି

ଭୁବନେଶ୍ବର: ଏଥର ଜମିବ ପୂଜା ବୁଲାବୁଲି । ଆଉ ନାହିଁ ବର୍ଷା ଡର । ଏଥର ପୂଜାରେ ବର୍ଷା ସମ୍ଭାବନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ । ଏ ସପ୍ତାହରେ କୌଣସି ଜିଲ୍ଲାରେ ବଡ଼ ବର୍ଷାର ଭୟ ନାହିଁ ବୋଲି  ସୂଚନା ଦେଇଛି ପାଣିପାଗ ବିଭାଗ । କାରଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର…

୪ରେ ଲଘୁଚାପ: ଭିଜିବ ପୂଜା ବଜାର!

ଭୁବନେଶ୍ବର: ପ୍ରବଳ ବର୍ଷିବ । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି…

ଆସୁଛି ବଡ ଲଘୁଚାପ, ଭିଜିବ ପାର୍ବଣ

ଭୁବନେଶ୍ବର: ୨୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ଏବେ ରାଜ୍ୟର ପ୍ରବଳ ବର୍ଷା ଅନୁଭୂତ ହେଉଛି । ଗତ ୨ ଦିନ ହେବ ବର୍ଷାର ପରିମାଣ ଟିକେ କମିଥିବା ବେଳେ ଆଜି ପୁଣି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ଅନୁଭୂତ ହୋଇଛି । ତେବେ ଏହାର ପ୍ରଭାବ କମିବା ବେଳକୁ…

ସକାଳୁ ଛେଚୁଛି: ଆହୁରି ବର୍ଷା ନେଇ ୩ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ବର୍ଷାର ବିତ୍ପାତ । ଗତ ଦୁଇ ଦିନ ହେବ ବିନା ଫୁରସତରେ ବର୍ଷୁଛି । ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବର୍ତ୍ତମାନ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଲାଗିରହିଛି । ସେପଟେ ଆହୁରି ବର୍ଷିବା ନେଇ ଆଗାମୀ ୩ ଘଣ୍ଟା ପାଇଁ ପ୍ରବଳ ବର୍ଷା…

ଥମୁନି ବର୍ଷା: ସବୁଠୁ ଅଧିକ ଭିଜିଛି ତାଳଚେର, ବାଲିକୁଦା

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଲଘୁଚାପର ପ୍ରଭାବ । ତୁହାକୁ ତୁହା ବର୍ଷା ସାଙ୍ଗକୁ କିଛି କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବାଦଲ ଫଟା ବର୍ଷା ମଧ୍ୟ ଅନୁଭୂତ ହୋଇଛି । ଗତ ୨୪ ଘଣ୍ଟାରେ ସବୁଠୁ ବେଶୀ ବର୍ଷା ତାଳଚେରରେ ୧୫୫ ମିଲିମିଟର ଅନୁଭୂତ ହୋଇଛି । ସେହିପରି ବାଲିକୁଦାରେ ୧୦୫…

ଲଘୁଚାପ ପ୍ରଭାବ: ଟ୍ୱିନ୍ ସିଟିରେ କାଚୁଛି, ରାଜ୍ୟରେ ବିଭିନ୍ନ ସ୍ଥାନରେ ବି ତ୍ରାହି ନାହିଁ

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଛେଚୁଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗିରହିଛି। ତୁହାକୁ ତୁହା ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ। ଦ୍ୱେତ ନଗରୀ କଟକ ଏବଂ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଲଘୁଚାପର ପ୍ରଭାବ ଦେଖିବାକୁ ମିଳିଛି। ତେବେ…