Latest Odisha News

BREAKING NEWS

Browsing Category

ପାଣିପାଗ

ବାତ୍ୟା ନେଇ ବଡ଼ ସୂଚନା: ତାଳଚୁଆରେ ଲ୍ୟାଣ୍ଡଫଲ୍! 

ଭୁବନେଶ୍ୱର: ବାତ୍ୟାର ଗତିପଥକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଓଡ଼ିଶା…

ସ୍ଥଳଭାଗ ମୁହାଁ ବାତ୍ୟା: ପ୍ରଭାବରେ ବଢୁଛି ବର୍ଷା, ପାରାଦୀପରେ ସର୍ବାଧିକ 

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଛି। ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ…

ମାଡ଼ି ଆସୁଛି ‘ଦାନା’: ସାଙ୍ଗରେ ନେଇ ଆସୁଛି ଜୁଆର

ଭୁବନେଶ୍ୱର: ପାଖେଇ ପାଖେଇ ଆସୁଛି ବାତ୍ୟା 'ଦାନା'। ଗତକାଲିଠାରୁ ବେଗ କ୍ରମଶଃ ହ୍ରାସ ପାଇଥିଲେ ମଧ୍ୟ ସମୁଦ୍ରରେ ବର୍ତ୍ତମାନ ଘଣ୍ଟା ପ୍ରତି ୧୨ କିମି ବେଗରେ ଅଗ୍ରସର ହେଉଛି।ଏହାର ପ୍ରଭାବରେ ଏବେ ଅଶାନ୍ତ ହେଲାଣି ସମୁଦ୍ର। ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଆସିଲାଣି। ଧିରେ ଧିରେ ପବନର ବେଗ…

ପ୍ରଭାବ ଜାରି କଲାଣି ‘ଦାନା’: ବାଲେଶ୍ଵରରେ ବସ୍ ଚଳାଚଳ ବନ୍ଦ 

ବାଲେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳ ଭାଗ ମୁହାଁଇଲାନି 'ଦାନା'। ଘଣ୍ଟା ପ୍ରତି ୧୨ କିମି ବେଗରେ ଆଗକୁ ବଢୁଛି। ଏପଟେ ବାତ୍ୟା ‘ଦାନା’ର ପ୍ରଭାବ ଆରମ୍ଭ ହୋଇ ଗଲାଣି । କିଛି ସ୍ଥାନରେ ହଲୁକରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱରରେ ହାଲକା ହାଲକା ପବନ ବହିବା ଆରମ୍ଭ…

ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା: ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ପାରାଦୀପ ଠାରୁ ୫୬୦ କିଲୋମିଟର ରହିଛି ବାତ୍ୟା। ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର।…

ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୭ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ଠାରୁ ବଢିବ ବର୍ଷାର ପରିମାଣ। ବାତ୍ୟା ପ୍ରଭାବରେ ଆସନ୍ତାକାଲି ୭ ଜିଲ୍ଲାରେ ପ୍ରବଳ ବର୍ଷିବ। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡିକ ହେଉଛି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର। ସେହିପରି…

ମାଡି ଆସୁଛି ବାତ୍ୟା, ଉତ୍ତର ଓଡିଶାରେ ବେଶୀ ପ୍ରଭାବ

ଭୁବନେଶ୍ବର: ଧୀରେ ଧୀରେ ତାର କରାଳ ରୂପ ନେଉଛି ସାମୁଦ୍ରିକ ଝଡ । ଆସନ୍ତାକାଲି ବାତ୍ୟା ରୂପ ନେବ । ଏହା ପରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଛୁଇଁବ ‘ଦାନା’ । ତେବେ ଏହି ବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହେବ ଉତ୍ତର ଓଡିଶା । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ…

କାଲିଠୁ ପ୍ରବଳ ବର୍ଷିବ; ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ବର: ଧୀରେ ଧୀରେ ଘନାଉଛି ସମ୍ଭାବ୍ୟ ବାତ୍ୟା ଦାନା । ଆଜି ସକାଳେ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପରେ ଏହା ଗଭୀର ଅବପାତର ରୂପ ନେଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହି ବାତ୍ୟା ୨୪ ସକାଳ ଆଡକୁ…

ପଞ୍ଜିକା କରିଥିଲା ଭବିଷ୍ୟବାଣୀ, ‘୧୯୯୯ ଭଳି ଭୟଙ୍କର ବାତ୍ୟା’

ଭୁବନେଶ୍ବର: ସତ ହେବାକୁ ଯାଉଛି ପଞ୍ଜିକାର ଭବିଷ୍ୟବାଣୀ। ଅକ୍ଟୋବରରେ ବଡ ବାତ୍ୟା ନେଇ ଖଡୀରତ୍ନ ପଞ୍ଜିକାରେ ହୋଇଛି ପୂର୍ବାନୁମାନ। ୨୦୨୪ ଅକ୍ଟୋବରରେ କିପରି ପୁଣି ଏକ ବଡ ବାତ୍ୟାର ସମ୍ମୁଖୀନ ହେବାକୁ ଯାଉଛି ଓଡିଶା ତାହା ପୁର୍ବରୁ ଉଲ୍ଲେଖ ହୋଇଛି ।  ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ,…

ମାଡି ଆସୁଛି ବାତ୍ୟା: ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ

ଭୁବନେଶ୍ବର: ସମୁଦ୍ରରେ ବଳ ଗୋଟାଇ ଧୀରେ ଧୀରେ ବାତ୍ୟା ରୂପ ନେଉଛି ସାମୁଦ୍ରିକ ଝଡ । ଏହାରି ଭିତରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୭୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିବା ସୂଚନା ଦେଇଛି…