Latest Odisha News

BREAKING NEWS

Browsing Category

ପାଣିପାଗ

ଥରୁଛି ଓଡିଶା, ଦୁଇ ଦିନ ପରେ କମିବ ଶୀତ

ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶିଶର ବିନ୍ଦୁ ବରଫରେ ପରିଣତ । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଏବଂ ସୁନ୍ଦରଗଡ଼ ଜିଲ୍ଲାର କିଛି…

ଶୀତରେ ଥରିବ ଓଡିଶା, ଖସିବ ପାରଦ: ୧୭ରେ ପୁଣି ବର୍ଷା

ଭୁବନେଶ୍ବର: ଖସିବ ପାରଦ । ବଢିବ ଶୀତ । ଏଥିପାଇଁ ରାଜ୍ୟରେ ୪୮ ଘଣ୍ଟା ପାଇଁ ଶୀତର ଲହରି ଜାରି ରହିବ ବୋଲି ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।  ଆଗାମୀ ୨ ଦିନ ଯାଏଁ ଆଭ୍ୟନ୍ତରୀଣ ଓଡିଶାରୁ ଉପକୂଳ ଯାଏଁ ସବୁଠି ଶୀତର ପ୍ରକୋପ ଜାରି ରହିବ । ଏଥିସହିତ ଆଜି ପାଇଁ ଝାରସୁଗୁଡା ଓ…

ମାଡ଼ି ଆସୁଛି ଜାଡ, ଶୀତରେ ଥରିବ ରାଜଧାନୀ

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀର ସ୍ଥିତି ଆଶାତୀତ ଭାବେ ଭଲ ରହିଛି। ଧିରେ ଧିରେ ପ୍ରଦୂଷଣର ମାତ୍ର କମିଥିବା ବେଳେ ଏବେ ତାପମାତ୍ରା କମିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ଆଇଏମଡି। ତାପମାତ୍ରା ପାରଦ ୩ ରୁ ୪ ଡିଗ୍ରୀକୁ ଖସିବା ସହ ପ୍ରବଳ ଶୀତ ଅନୁଭୂତ ହେବ। ଆସନ୍ତା ୧୦…

୨ ଦିନ ଭିତରେ ବଢିବ ଶୀତ, ପାଗ ମେଘୁଆ ରହିବ

ଭୁବନେଶ୍ବର: ପୁଣି ଫେରୁଛି ଶୀତ । ବାତ୍ୟା ଫେଙ୍ଗଲ ପ୍ରଭାବରେ କିଛି ଦିନର ବିରତି ପରେ ପୁଣି ଶୀତ ଅନୁଭୂତ ହେବାକୁ ଯାଛି । ଆଗାମୀ ଦୁଇ ଦିନ ଭିତରେ ପୁଣି ରାଜ୍ୟକୁ ଜାଡ ଫେରିବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଗାମୀ ୨…

୬ ଯାଏଁ ହାଲୁକା ବର୍ଷିବ, ଶୀତ କମିବ

ଭୁବନେଶ୍ବର: ବାତ୍ୟା ଫେଙ୍ଗାଲ ପ୍ରଭାବରେ ବଙ୍ଗୋପସାଗରରୁ ପବନ ଉପକୂଳ ମୁହାଁଇଥିବା ବେଳେ ଏବେ ଏହାର ପ୍ରଭାବରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିରହିଛି । ଗତ ୨୪ ୨୪ ଘଣ୍ଟା ଭିତରେ ମୋଟ ୮ ଜିଲ୍ଲାରେ କାଭାଁ ବର୍ଷା ହୋଇଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପୁରୀ, ଖୋର୍ଦ୍ଧା,…

୬ ତାରିଖ ଯାଏଁ କୋହଲା ପାଗ, ଆଉ ଦୁଇ ଦିନ ହାଲୁକା ବର୍ଷିବ

ଭୁବନେଶ୍ବର: ତାମିଲନାଡୁ ମୁହାଁଇଥିବା ବାତ୍ୟା ଫେଙ୍ଗଲର ପ୍ରଭାବରେ ଏବେ ରାଜ୍ୟରେ କୋହଲା ପାଗ ଅନୁଭୂତ ହେଉଛି । ବଙ୍ଗୋପସାଗରରୁ ରାଜ୍ୟକୁ ପବନ ବହୁଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ମଧ୍ୟ ଦେଖିବାକୁ ମିଳିଛି । ଆଜି ମଧ୍ୟ ସମାନ ସ୍ଥିତି ବଜାୟ ରହିବ ।…

ଦୁର୍ବଳ ହେଉଛି ‘ଫେଙ୍ଗଲ’: ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

ପୁଡୁଚେରୀ: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଫେଙ୍ଗଲ । ଆଉ କିଛି ସମୟ ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହେବ । ତେବେ  ଶନିବାର ରାଜି ପ୍ରାୟ ୧୧ ଟା ବେଳକୁ ପୁଡୁଚେରୀ ଉପକୂଳରେ ଲ୍ୟଣ୍ଡଫଲ୍‌ କରିଥିଲା ବାତ୍ୟା ଫେଙ୍ଗଲ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍‌…

‘ଫେଙ୍ଗାଲ’ ପ୍ରଭାବ: ୩ ଦିନ ଯାଏଁ ରାଜ୍ୟରେ ଝିପିଝିପି ବର୍ଷା

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାଗ ମୁହାଁଉଛି ବାତ୍ୟା ‘ଫେଙ୍ଗାଲ’ । ଆଉ ମାତ୍ର କିଛି ସମୟ ମଧ୍ୟରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା…

ପ୍ରଦୂଷଣରୁ ବର୍ତ୍ତିବାକୁ ମେଟ୍ରୋ ପାଲଟିଛି ସାହାରା! 

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଗତ ସୋମବାର ତଥା ନଭେମ୍ବର ୧୮ ତାରିଖରେ ୭୮.୬୭ ଲକ୍ଷ ଯାତ୍ରୀ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିଥିଲେ ଯାହାକି ଏକ ନୂଆ ରେକର୍ଡ ଥିଲା। ସୂଚନା ଅନୁଯାୟୀ, ପ୍ରଦୂଷଣର ମାତ୍ରା ବୃଦ୍ଧି ପରେ ଲୋକମାନେ ମେଟ୍ରୋରେ ଯାତ୍ରା…