Latest Odisha News

BREAKING NEWS

Browsing Category

ପାଣିପାଗ

ଆସନ୍ତା ୩ ଦିନ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା….

ଭୁବନେଶ୍ଵର: ୩ ଦିନ ବର୍ଷିବ। ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ପବନ ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ଆଗାମୀ ତିନି ଦିନ ମଧ୍ୟରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ ଝଡ଼ ପବନ ବହିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ ବିଭାଗ ସୂଚନା…

ଚଳିତ ବର୍ଷ ଭାରତରେ ହେବ ସ୍ବାଭାବିକ ଠାରୁ ଅଧିକ ବର୍ଷା

ନୂଆଦିଲ୍ଲୀ: ଏବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ଭାରତରେ ସ୍ୱାଭାବିକ ଠାରୁ ଅଧିକ ମୌସୁମୀ ବର୍ଷା ହେବା ସହିତ ସ୍ବାଭାବିକ ୮୭ ସେମି ତୁଳନାରେ ପ୍ରାୟ ୧୦୫ ପ୍ରତିଶତ ଅଧିକ ବର୍ଷା ସମ୍ଭବାନା ରହିଛି । ଏନେଇ…

ଏହି ୧୨ ଜିଲ୍ଲାକୁ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ସତର୍କତା…

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି କାଳବୈଶାଖୀ ପ୍ରଭାବ । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ଘଡଘଡି ଏବଂ କୁଆପଥର ମାଡ ବର୍ଷା ହେଉଛି । ଆଜି ମଧ୍ୟ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ କାଳବୈଶାଖୀ ବର୍ଷାରେ ଭିଜୁଛି ଟୁଇନସିଟି । ବର୍ତ୍ତମାନ…

ସାବଧାନ୍! ଉଡିଯିବେ ୫୦କେଜିରୁ କମ୍ ଓଜନର ଲୋକ

ନୂଆଦିଲ୍ଲୀ:  ଆସୁଛି ମହାବାତ୍ୟା । ବାତ୍ୟା ଏତେ ଭୀଷଣ ହେବାକୁ ଯାଉଛି ଯେ, ୫୦କେଜିରୁ କମ୍ ଓଜନ ଥିବା ବ୍ୟକ୍ତିଙ୍କୁ ଉଡାଇ ନେବ । କିଛି ଏପରି ଆଲର୍ଟ ଜାରି କରିଛି ଚାଇନା । ଉତ୍ତର ଚୀନ୍ ଅତି ପ୍ରବଳ ଝଡ଼ର ସାମନା କରିବାକୁ ଯାଉଛି । ଝଡ ତୋଫାନ ସାଙ୍ଗକୁ ପବନ ଏତେ ମାତ୍ରାରେ ହେବ ଯେ,…

କେଉଁଠି ଜାଳୁଛି, କେଉଁଠି ଢାଳୁଛି: ଆଜିଠୁ ସପ୍ତାହେ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଏବେ ମିଶ୍ରିତ ପାଗ ଅନୁଭବ ହେଉଛି। କେଉଁଠି ନିଆଁ ବର୍ଷା ହେଉଥିବା ବେଳେ କେଉଁଠି ବର୍ଷା ଦେଇଛି ତାତିରୁ ଆଶ୍ୱସ୍ତି। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ସପ୍ତାହେ ଯାଏଁ ତାତିରୁ ବର୍ଷା ଆଶ୍ୱସ୍ତି ଆଣିବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା…

 ସୃଷ୍ଟି ହେଲା ଲଘୁଚାପ: ୧୧ ତାରିଖ ଯାଏଁ ବର୍ଷିବ

ଭୁବନେଶ୍ବର: ତାତିରୁ ମିଳିବ ଆଶ୍ବସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ବଙ୍ଗୋପସାଜରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ବଙ୍ଗୋପସାଗର ମଧ୍ୟଭାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହା ୮ ତାରିଖ ଯାଏଁ ଉତ୍ତରପଶ୍ଚିମ ଦିଗରେ ଗତି…

ଏହି ସବୁ ଜିଲ୍ଲାରେ କିଛି ଘଣ୍ଟା ପାଇଁ ବର୍ଷିବ କାଳବୈଶାଖୀ…ଆଲର୍ଟ ଜାରି

ଭୁବନେଶ୍ବର: ରାଜ୍ୟରେ ଏବେ କାଳବୈଶାଖୀ ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ । ଏହାରି ଭିତରେ ଆଜି ପାଇଁ ୭ ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । ଆଗାମୀ କେଇ ଘଣ୍ଟା ପାଇଁ ରାଜ୍ୟର ଏହି ଜିଲ୍ଲାମାନଙ୍କରେ…

ତାତିରୁ ତ୍ରାହି: ଆଗାମୀ ୫ ଦିନ ବର୍ଷିବ!

ଭୁବନେଶ୍ବର: ଡହଡହ ଖରାରୁ ଆଶ୍ବସ୍ତି ଦେବ କାଳବୈଶାଖୀ ବର୍ଷା । ଆସନ୍ତା ୫ ଦିନ ବର୍ଷିବ । କାଲିଠୁ ୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ କହିବାନୁଯାୟୀ, ଆଜିଠୁ ରାଜ୍ୟରେ ତାତି କମିବ ।…

ତାତିରୁ ମିଳିବ ଆଶ୍ବସ୍ତି: ଆସୁଛି ବଡ କାଳବୈଶାଖୀ, ଏହିସବୁ ଜିଲ୍ଲାକୁ ସତର୍କ ଜାରି…

ଭୁବନେଶ୍ବର: ରାଜ୍ୟରେ ଏବେ ତାଣ୍ଡବ ରଚୁଛି ତାତି । ଗତ ତିନି ଚାରି ଦିନ ହେଲାଣି ଯେମିତି ନିଆଁ ବର୍ଷା ହେଉଛି । ରାଜ୍ୟର ବିଭିନ୍ନ ସହରରେ ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି । ଯାହାକୁ ନେଇ ଏବେ ରାଜ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଛି । ହେଲେ ଏବେ ତାତିରୁ ଟିକିଏ ଆଶ୍ବସ୍ତି ଦେବ ବର୍ଷା…