ଭୁବନେଶ୍ୱର ଓ କଟକରେ ନିର୍ଧୁମ ବର୍ଷିଲା, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା

ଭୁବନେଶ୍ୱର: ଟୁଇନ୍ ସିଟିରେ ୨-୩ ଘଣ୍ଟା ଅବିଶ୍ରାନ୍ତ ବର୍ଷା । ଭୁବନେଶ୍ୱର ଓ କଟକରେ ଭୋରରୁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ଭୁବନେଶ୍ୱର ହାଲ୍ ବେହାଲ୍ ହୋଇଛି । ଏମିତି ବର୍ଷା ହେଉଥିବା ଯେ ରାସ୍ତାଘାଟ ଦେଖା ଯାଉ ନଥିଲା...

ଆଗାମୀ ୩ ଘଣ୍ଟା ଓଡ଼ିଶାର ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବର ବର୍ଷା ଲାଗି ରହିଛି । ଆସନ୍ତା ୨୬ ତାରିଖ ଯାଏ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ...

ଜୁନରେ ରାଜ୍ୟର କେଉଁ ଜିଲ୍ଲାରେ କେତେ ବର୍ଷା ? କେଉଁଠି ଅଧିକ ଓ କେଉଁଠି ନିଅଣ୍ଟିଆ

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓ ଲଘୁଚାପ ପ୍ରଭାବରେ ଗତ କିଛି ଦିନ ହେବ ବର୍ଷ ଜାରି ରହିଛି । ଜୁନ ମାସରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏନେଇ ସୂଚନା...

ଜୁନରେ ରାଜ୍ୟରେ ସ୍ୱାଭାବିକଠାରୁ ୨୭% ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଜୁନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଜୁନ୍ ୧ ତାରିଖରୁ ଆଜି ଭିତରେ ଓଡ଼ିଶାରୋ ମୋଟ୍ ୧୧୮.୪ ମିଲିମିଟର ବର୍ଷା ହୋଇଛି । ଯାହା ସ୍ୱାଭାବିକ ବର୍ଷା ୯୩.୨ ମିଲିମିଟରଠାରୁ ୨୭ ପ୍ରତିଶତ ଅଧିକ । ଅର୍ଥାତ ରାଜ୍ୟରେ...

ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜିପାଇଁ ୬ ଜିଲ୍ଲା ଯାଜପୁର, ବାଲେଶ୍ୱର,...

ଛୁଇଁଲା ମୌସୁମୀ, ପ୍ରଥମ ବର୍ଷାରେ ଭିଜିଲା ରାୟଗଡା

ରାୟଗଡା: ଗ୍ରୀଷ୍ମ ପ୍ରବାହରୁ ରାୟଗଡା ଜିଲ୍ଲାକୁ ନିସ୍ତାର ମିଳିଛି । ଲଗାତାର ଭାବେ ଦୁଇଦିନ ଧରି ଅବିଶ୍ରାନ୍ତ ବର୍ଷା ଓ କୋହଲା ପାଗ ଲୋକଙ୍କୁ ରୌଦ୍ର ତାପରୁ ଆସ୍ୱସ୍ତି ଦେଇଛି । ପାଣିପାଗ ବିଭାଗ ଦ୍ୱାରା ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ସାରା...

ଲଘୁଚାପ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ: ଆଜି ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସକ୍ରିୟ ହୋଇଛି ମୌସୁମୀ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜି ସାରା ଓଡ଼ିଶାକୁ...

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ, ଆଜିଠୁ ଓଡ଼ିଶାର ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସହ, ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବା ସମ୍ଭାବନା ରହିଛି । ଏନେଇ...

ଓଡ଼ିଶା ପହଞ୍ଚିଲା ମୌସୁମୀ: ୪୮ ଘଣ୍ଟାରେ ସାରା ଓଡ଼ିଶାକୁ ଛୁଇଁବ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୪୮ ଘଣ୍ଟା ଭିତରେ ସାରା ଓଡ଼ିଶାରେ ସକ୍ରିୟ ହେବ । ଏନେଇ ଅନୁକୂଳ ପରିବେଶ ରହିଛି । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ...

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ ବାୟୁ, ପାଞ୍ଚ ଦିନ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି । ନିର୍ଦ୍ଧିରିତ ଦିନଠାରୁ ଆଗକୁ ପହଞ୍ଚିପାରେ । ଆସନ୍ତା ୪୮ ଘଣ୍ଟା ଭିତରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁପାରେ । ଆଜି ଏହି ପୂର୍ବାନୁମାନ କରିଛି ଭାରତୀୟ...

ସାହିତ୍ୟ