Latest Odisha News
Browsing Category

ରାଜନୀତି

ଗୋଟିଏ ଲୋକ ସଭା, ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ସିପିଆଇ

ଭୁବନେଶ୍ୱର: ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ସିପିଆଇ । ଗୋଟିଏ ଲୋକସଭା ଆସନ ଓ ୧୧ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ସିପିଆଇ । ଜଗତସିଂହପୁର ଲୋକସଭା ଆସନରେ ରମେଶ ଚନ୍ଦ୍ର ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ୧୧ଟିବିଧାନସଭା ନିର୍ବାଚନମଣ୍ଡଳୀ…

ସାଧାରଣ ନିର୍ବାଚନ ୨୦୨୪: ନବରଙ୍ଗପୁରରେ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ

ନବରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆରମ୍ଭ ହୋଇଯାଇଛି ନାମାଙ୍କନ ପ୍ରକ୍ରିୟା । ବିଭିନ୍ନ ଦଳର ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିବା ମଧ୍ୟ ଆରମ୍ଭ କରିସାରିଛନ୍ତି । ଆଜି ନାମାଙ୍କନର ଚତୁର୍ଥ ଦିନରେ ବିଜେଡି ପକ୍ଷରୁ ନବରଙ୍ଗପୁର ଲୋକସଭା ଆସନ ପ୍ରାର୍ଥୀ…

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର

ବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର । ଆଜି ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହେବା ପରେ ବିମ୍ବାଧର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ…

ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା, କଟିଲା ୫ବିଧାୟକଙ୍କ ଟିକେଟ୍

ଭୁବନେଶ୍ଵର; ଆସିଛି ବିଜେଡିର ସପ୍ତମ ପ୍ରାର୍ଥୀ ତାଲିକା । ୬ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁଷାରକାନ୍ତି ବେହେରାଙ୍କୁ ଛାଡି ବାକି ୫ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେଡି । କେଉଁଠି ବିଧାୟକଙ୍କ ଟିକେଟ୍ କଟିଛି ତ କେଉଁଠି ପତ୍ନୀଙ୍କୁ…

କଂଗ୍ରେସର ଘୋଷଣା ପତ୍ରକୁ ନେଇ ମୋଦୀଙ୍କ ସହ ସାକ୍ଷାତ କରିବେ ଖଡ଼ଗେ, ମୋଦୀଙ୍କୁ ମାଗିଲେ ସମୟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତାଙ୍କ ଦଳର ଘୋଷଣା ପତ୍ରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବା ପାଇଁ କିଛି ସମୟ ମାଗିଛନ୍ତି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଲ ସୋମବାର ଏହି ସୂଚନା ଦେଇଛନ୍ତି। ଭେଣୁଗୋପାଲ କହିଛନ୍ତି ଯେ ଦଳର…

ଗ୍ରୀଷ୍ମ ପ୍ରବାହ ଆଶଙ୍କା ମଧ୍ୟରେ ଆଇଏମଡି ସହ ନିର୍ବାଚନ କମିଶନଙ୍କ ବୈଠକ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ସ୍ୱାଭାବିକଠାରୁ ଅଧିକ ତାପମାତ୍ରାର ପ୍ରଭାବ ଉପରେ ଆଲୋଚନା କରିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସମେତ ଅଂଶୀଦାରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଓଡ଼ିଶା ଭଳି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ…

ବାକି ରହିଲା ଏହି ସବୁ ବିଧାନସଭା ଆସନ, ଏଯାବତ ୩୪ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟରେ ଛଅ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ଏବେ ବି ୧୪୭ ବିଧାନସଭା ଆସନରୁ ଭୋଗରାଇ, ନୀଳଗିରି, କୋରାଇ, ଖଣ୍ଡପଡ଼ା, ବେଗୁନିଆ ଓ ଖୋର୍ଦ୍ଧା ବିଧାୟକଙ୍କ ନାମ ଘୋଷଣା କରିନାହିଁ। ତେବେ ଏଯାବତ ଦଳ ୩୪ ମହିଳାଙ୍କୁ ଚଳିତ ବିଧାନସଭାରେ…

ପାଞ୍ଚ ଆସନରେ ପ୍ରାର୍ଥୀ ବଦଳାଇଲା ବିଜେଡି, ଜାଣନ୍ତୁ ଏହି ନେତାମାନଙ୍କୁ

ଭୁବନେଶ୍ୱର: ବିଜେଡି ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଘୋଷଣା ହୋଇଥିବା ଛଅ ବିଧାନସଭା ଆସନରୁ  ବରୀ ବିଧାୟକ ସୁନନ୍ଦା ଦାସ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ବାଲିକୁଦା ଏରସମାରୁ ରଘୁ ନନ୍ଦନ ଦାସ ଏବଂ ରାଘନାଥପାଲିରୁ ସୁବ୍ରତ ତରାଇଙ୍କ ଟିକେଟ୍ କଟିଛି।…

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା

ଭୁବନେଶ୍ଵର: ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା । ସପ୍ତମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କଲେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ୧୩୫ ପାର୍ଥୀ ତାଲିକା ଘୋଷଣା ସରିଥିବା ବେଳେ ଆଉ ୧୨ ଟି ବିଧାନସଭା ପାର୍ଥୀ ଘୋଷଣା ବାକି ଥିଲା । ସେଥିରୁ ଆଜି…