Latest Odisha News

BREAKING NEWS

Browsing Category

ରାଜନୀତି

ଚିଲିକା ବିଜେଡିରେ ବିଦ୍ରୋହ: ପାଟ୍ଟଶାଣୀଙ୍କ ପ୍ରାର୍ଥୀ ହେବା ଚର୍ଚ୍ଚାକୁ ବିରୋଧ କଲେ ରଘୁ ସାହୁ ଗୋଷ୍ଠୀ

ଭୁବନେଶ୍ୱର: ରଘୁ ସାହୁ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିବା ପରେ ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ପଡ଼ିଛନ୍ତି। ପାଟ୍ଟଶାଣୀ ଚିଲିକାରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି…

ନିର୍ବାଚନରେ ଓଡ଼ିଶାରେ ବିଜେପିର ଭୋଟ୍ ପ୍ରତିଶତ ଭଲ ଭାବେ ବଢ଼ିବ: ପ୍ରଶାନ୍ତ କିଶୋର

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଭୋଟ୍ ପ୍ରତିଶତ ଯଥେଷ୍ଟ ବୃଦ୍ଧି ପାଇବ ବୋଲି ବିଶିଷ୍ଟ ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ପୂର୍ବାନୁମାନ କରିଛନ୍ତି। ୨୦୧୯ ନିର୍ବାଚନ ତୁଳନାରେ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ,…

ବିଜେଡି ଛାଡିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ

କଟକ: ବିଜେଡିରୁ ଇସ୍ତଫା ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଭର୍ତ୍ତୃହରି । କଟକ ସାଂସଦ ଭର୍ତ୍ତୃହରି ମହତାବ ଏଥରକୁ ମିଶାଇ କଟକରୁ ୬ ଥର ସାଂସଦ ରହିଛନ୍ତି । ଇସ୍ତଫା ନେଇ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ସାଂସଦ ଭର୍ତ୍ତୃହରି ।…

କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା: ବିଜେପି

ଭୁବନେଶ୍ୱର: କେନ୍ଦ୍ରୀୟ ସମବାୟ ବିଭାଗର ସମସ୍ତ ଯୋଜନାକୁ ରାଜ୍ୟରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛି ବିଜେପି । ପୂର୍ବତନ ସମବାୟ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ…

ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍

ନୂଆଦିଲ୍ଲୀ: ପ୍ରକାଶ ପାଇଲା ବିଜେପିର ଚତୁର୍ଥ ପ୍ରାର୍ଥୀ ତାଲିକା । ୨୦୨୪ ଲୋକସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି । ଏଥିରେ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି । ଚତୁର୍ଥ ତାଲିକାରେ ତାମିଲନାଡୁର ୧୪ ଜଣ ଥିବା ବେଳେ…

ମେଣ୍ଟ ଚର୍ଚ୍ଚା ଭିତରେ ମନମୋହନଙ୍କ ବଡ ବୟାନ, ଏକାକୀ ଲଢିବ ବିଜେପି

ଭୁବନେଶ୍ଵର: ଲୋକସଭା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଏକ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବୁ ବୋଲି ସ୍ପଷ୍ଟ କରିଛନ୍ତି ମନମୋହନ । ଏନେଇ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା…

ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ; କହିଲେ, ଖୁବ ଶୀଘ୍ର ଘୋଷଣା ହେବ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଦିଲ୍ଲୀରୁ ଫେରିଲେ ମନମୋହନ । ଗୁରୁବାର ରାତିରେ ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟରେ ମେଣ୍ଟ ନେଇ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ଦେଲେନି…

ଓଡ଼ିଶା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ହଟିଲେ ବିଜୟ ପଟ୍ଟନାୟକ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଭକ୍ତ ଦାସଙ୍କୁ ନିଯୁକ୍ତ କରିଛନ୍ତି। ସେହିପରି ବିଜୟ ପଟ୍ଟନାୟକଙ୍କୁ ନିର୍ବାଚନ ସଂଯୋଜନା କମିଟିର…

ଦଳ ସହ ନାହିଁ ଭଲ ସମ୍ପର୍କ! ପୁରୁଣା ମାମଲାରେ ଭର୍ତ୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ୍

କଟକ: ପୁଲିସ ସବ୍ ଇନ୍ସପେକ୍ଟର ବା ଏସଆଇଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ କଟକ ସ୍ବତନ୍ତ୍ର ସାଂସଦ/ବିଧାୟକ ଅଦାଲତ ଗୁରୁବାର ଚାର୍ଜସିଟ୍ ଧାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ, ୨୦୧୧ ଜାନୁଆରି ୨୩ ତାରିଖରେ ସାଂସଦ କଟକସ୍ଥିତ ନେତାଜୀ…

କ’ଣ ଏହି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା? ଗିରଫଦାରୀ ସଂଖ୍ୟା ପହଁଚିଲା ୧୪

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫଦାରୀ ସଂଖ୍ୟା ୧୪ରେ ପହଁଚିଛି। ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗିରଫ ହେବା ପରେ ଏହି ମାମଲାରେ ଆପର ମୋଟ୍ ତିନି ଜଣ ନେତା ଗିରଫ ହୋଇଛନ୍ତି। ଏହାପୂର୍ବରୁ ଆପ ନେତା ମନୀଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ…