Latest Odisha News

BREAKING NEWS

Browsing Category

ରାଜନୀତି

ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ଵର: ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ…

ମୋଦିଙ୍କ ହାତରୁ ଶାସନ କ୍ଷମତା ଛଡାଇ ନେବା ଆବଶ୍ୟକ: ଶରଦ ପାଓ୍ବାର

ମୁମ୍ବାଇ: ମହାରାଷ୍ଟ୍ରର ଏକ ରାଲିକୁ ସମ୍ବୋଧିତ କଲା ବେଳେ ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ସେ କହିଛନ୍ତି ଯେତବେଳେ ମୁଁ କେନ୍ଦ୍ର କୃଷି ମନ୍ତ୍ରୀ ଥିଲି, ସେତେବେଳେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୌଣସି ପକ୍ଷପାତ ନକରି ସାହାଯ୍ୟ…

ସମ୍ବର୍ଦ୍ଧନା ସଭା ଓ ସଂକଳ୍ପ ସମାବେଶ ଆଳ ରେ ବିଜେଡି ର ଶକ୍ତି ପ୍ରଦର୍ଶନ

ନୂଆପଡା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋର୍ ଧରୁଥିବା ବେଳେ ଆଜି ଖଡ଼ିଆଳ ଠାରେ ତାର ଏକ ଝଲକ ଦେଖିବାକୁ ମିଳିଛି । ବିଜେଡି ତରଫରୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଖଡିଆଳ ବିଧାୟକ ପ୍ରାର୍ଥୀ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କୁ ବିପୁଳ…

ମୁହଁ ଖୋଲିଲେ କଙ୍ଗନା, କହିଲେ ‘ମୁଁ ଗୋମାଂସ ଖାଏନି କି କୌଣସି ମାଂସ ଖାଏନି’

ନୂଆଦିଲ୍ଲୀ: କଂଗ୍ରେସ ନେତା ବିଜୟ ୱାଡେଟିୱରଙ୍କ ଅଭିଯୋଗକୁ ନେଇ ମୁହଁ ଖୋଲିଲେ କଙ୍ଗନା । ହିମାଚଳ ପ୍ରଦେଶର ମାଣ୍ଡି ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଗୋମାଂସ ଖାଉଥିବା ନେଇ ଅଭିଯୋଗ କରିଥିଲେ କଂଗ୍ରେସ ନେତା ବିଜୟ । ଏହି ଅଭିଯୋଗକୁ ବର୍ତ୍ତମାନ…

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

ଅମରାବତୀ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି। ଏହି ମନ୍ତବ୍ୟକୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ…

ମୋଦୀଙ୍କ ପାଦ ନୀତୀଶ ଛୁଇଁବା ଲଜ୍ଜା ଜନକ: ତେଜସ୍ବୀ ଯାଦବ

ପାଟଣା: ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନୱାଦାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆଶୀର୍ବାଦ ମାଗିଥିବାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋଚନା କରିଛନ୍ତି। ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କ ପାଦ…

ବ୍ରହ୍ମପୁର ଲୋକସଭା: ଦୁଇ ନେତା ଦଳ ବଦଳ କରି ପ୍ରାର୍ଥୀ ହେବା ପରେ ଟକ୍କର ଜୋରଦାର

ଭୁବନେଶ୍ୱର: ବ୍ରହ୍ମପୁର ଲୋକସଭା ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ (ବିଜେଡି) ଅପ୍ରତ୍ୟାଶିତ ଭାବେ ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭୃଗୁ ବକ୍ସିପାତ୍ରଙ୍କୁ ପ୍ରାର୍ଥୀ କରିଛି। ବିଜେପିରୁ ବିଜେଡିକୁ ଭୃଗୁଙ୍କ ଚଳିତ ଥର ଟିକେଟ୍ ନମିଳିବା ପରେ ଏବେ ସେ ଦଳ…

ବିଜେଡି, ବିଜେପି ଆମ ନେତାଙ୍କୁ ନେଇ ଟିକେଟ୍ ଦେଉଛି: କଂଗ୍ରେସ

ଭୁବନେଶ୍ୱର: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେଡି ଓ ବିଜେପି କଂଗ୍ରେସ ନେତାଙ୍କୁ ଟିକେଟ ଦେବାକୁ ପ୍ରଲୋଭନ ଦେଖାଉଥିବା ଅଭିଯୋଗ କରିଛି କଂଗ୍ରେସ। ତେଣୁ ଦଳ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ସଂଘର୍ଷ କରୁଛି ବୋଲି ଅଭିଯୋଗ କରିଛି। କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତି…

ଦଳୀୟ ନେତାଙ୍କ ‘କଂଗ୍ରେସ ଛାଡ’ ଆଭିମୁଖ୍ୟ, ୯ରୁ ୯୦ ନାରାକୁ ନେଇ ବଢ଼ିଲା ସନ୍ଦେହ

ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ୯୦ଟି ଆସନରେ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ହେଲେ କଂଗ୍ରେସ ଦଳର ବରିଷ୍ଠ ନେତା ଅନ୍ୟ ଦଳକୁ ଯିବା କାରଣରୁ ଏହି ନାରା ଏକ ଚ୍ୟାଲେଞ୍ଜିଂ ପରିସ୍ଥିତିର ସମ୍ମୁଖୀନ ହେଉଛି। ୨୦୦୦ ମସିହାରୁ କ୍ଷମତାରୁ ଦୂରରେ ଥିବା ଏହି ଦଳ ରାଜ୍ୟରେ ରାଜନୈତିକ ଦୃଷ୍ଟିରୁ…

ରାହୁଲଙ୍କୁ ପ୍ରଶାନ୍ତ କିଶୋରଙ୍କ ପରାମର୍ଶ, କହିଲେ ରାଜନୀତିରୁ ବ୍ରେକ ନିଅନ୍ତୁ

ନୂଆଦିଲ୍ଲୀ: ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ରଣନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଲୋକସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ ସେ ଦାବି କରିଛନ୍ତି କି ବିଜେପି ଦକ୍ଷିଣ ରାଜ୍ୟରେ ଭଲ ପ୍ରଦର୍ଶନ କରିବ ଓ ଅଧିକ ଆସନରେ ବିଜୟୀ…