Latest Odisha News

BREAKING NEWS

Browsing Category

ରାଜନୀତି

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଗିରଫ କଲା ଇଡି, ଇସ୍ତଫା ଦେବେ ନାହିଁ କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦେଶର ରାଜନୀତିରେ ଏହା ପ୍ରଥମ ଘଟଣା ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଅରବିନ୍ଦ…

ଏକାଠି ନା ଏକାକୀ? ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ଭୁବନେଶ୍ୱର: ସାରା ଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବ। କିନ୍ତୁ ନିିର୍ବାଚନ ପ୍ରଚାର ଏକରକମ ଠପ୍ ହୋଇପଡ଼ିଛି। ନା ବଡ ବଡ ପ୍ରଚାର ଅଛି ନା ଆରୋପ ପ୍ରତ୍ୟାରୋପ। କହିବାକୁ ଗଲେ ନେତା ଯେପରି ହାତକୁ ପକେଟରେ ପୂରାଇ…

ମେଣ୍ଟକୁ ଚାହିଁଛି ଓଡ଼ିଶା କଂଗ୍ରେସ ! କାହିଁକି ପଢନ୍ତୁ ପୂରା ରିପୋର୍ଟ

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ ରାଜ୍ୟ କଂଗ୍ରେସ। ଗୋଟିଏ ପଟେ ଟାଣୁଆ ପ୍ରାର୍ଥୀ ଖୋଜୁଥିବା ବେଳେ ଅନ୍ୟ ପଟେ ମେଣ୍ଟରୁ ଫାଇଦା ନେବାକୁ ଚାହିଁ ବସିଛି ଦଳ। ଦଳ ଆଶା ରଖି କି ମେଣ୍ଟ ହେଲେ ବିଜେପି ଓ ବିଜେଡ଼ିରୁ ଅନେକ ଟାଣୁଆ ପ୍ରାର୍ଥୀ କଂଗ୍ରେସରେ ସାମିଲ ହୋଇ…

କମୁଛି ଦଳ ବଦଳାଉଥିବା ନେତାଙ୍କ ଲୋକପ୍ରିୟତା ! ରିପୋର୍ଟରୁ ଖୁଲାସା ହେଲା ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ନେତାଙ୍କ ଦଳବଦଳ ପ୍ରକ୍ରିୟା ଚିରାଚରିତ ଘଟଣା ହୋଇଗଲାଣି। ଠିକ ନିର୍ବାଚନ ପୂର୍ବରୁ ପୁରୁଣା ଦଳ ଛାଡି ଆଉ ଏକ ନୂଆ ଦଳରେ ଯୋଗଦେବା ନୂଆ କଥା ନୁହେଁ। ଦଶନ୍ଧି ଦଶନ୍ଧି ଧରି ନେତାଙ୍କର ଏହି ଦଳବଦଳ ଘଟଣା ଦେଖିବାକୁ ମିଳେ। ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି…

୯ ଜଣିଆ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ନିର୍ବାଚନ ପାଇଁ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେପିର ତୃତୀୟ ତାଲିକାରେ ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଚେନ୍ନାଇ ଦକ୍ଷିଣ ଆସନରୁ ବିଜେପି ପୂର୍ବତନ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜଙ୍କୁ ପ୍ରାର୍ଥୀ…

ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ

ଭୁବନେଶ୍ବର: ଆଜି ନବୀନ ନିବାସରେ ବ୍ରହ୍ମପୁର ଓ ଆସିକା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ବୈଠକରେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ,…

ଆଜି ଆସିପାରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଦେଶର ସମ୍ପୂର୍ଣ୍ଣ ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଭୋଟ୍ ଏପ୍ରିଲ୍ 19 ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬, ତୃତୀୟ ପର୍ଯ୍ୟାୟ ମେ ୭ ରେ, ଚତୁର୍ଥ ପର୍ଯ୍ୟାୟ ମେ ୧୩ ରେ,…

‘କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ୍, ଆମ ପାଖରେ ୨ ଟଙ୍କା ବି ନାହିଁ’

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ଯେଉଁଥିରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି । ନିର୍ବାଚନରେ…

ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପଦକ୍ଷେପ, ବଦଳିଲେ ୩ ରାଜ୍ୟର ନିର୍ବାଚନ ପ୍ରଭାରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ ପଦକ୍ଷେପ ନେଇଛି। ପାର୍ଟି ହାଇକମାଣ୍ଡ ଗୁରୁବାର ରାଜସ୍ଥାନ, ହରିୟାଣା ଏବଂ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରଭାରୀ ପରିବର୍ତ୍ତନ କରିଛି। ପ୍ରଥମ ପର୍ଯ୍ୟାୟ ମତଦାନର ଏକ ମାସ ପୂର୍ବରୁ ନିଆଯାଇଥିବା ଦଳର ଏହି ନିଷ୍ପତ୍ତି…

କୋରାପୁଟ ଲୋକସଭା କିଭଳି ଦଖଲ ହେବ, ନବୀନ ନିବାସରେ ହେଲା ବୈଠକ

ଭୁବନେଶ୍ୱର: କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହା ସହ ଜଡିତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଚୟନ ଓ ନିର୍ବାଚନ ପ୍ରସ୍ତୁତି ନେଇ ନବୀନ ନିବାସରେ ବିଜୁ ଜନତା ଦଳ ଏକ ବୈଠକ କରିଛି। ଏହି ସମାବେଶରେ ଦଳର ପ୍ରମୁଖ ନେତା, ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ।…