Latest Odisha News

BREAKING NEWS

Browsing Category

ରାଜନୀତି

ଭୁବନେଶ୍ୱର ଲୋକସଭା: ବିଜେଡି ପାଇଁ ଅଡୁଆ କଂଗ୍ରେସର ଲୋକସଭା ପ୍ରାର୍ଥୀ?

ଭୁବନେଶ୍ୱର: କଂଗ୍ରେସ ଭୁବନେଶ୍ବର ଲୋକସଭା ଆସନ ପାଇଁ ୟାସିର ନୱାଜଙ୍କୁ ପ୍ରାର୍ଥୀ କରିବା ଏବଂ ପୁରୁଖା ରାଜନେତା ସୁରେଶ ରାଉତରାୟଙ୍କୁ ବହିଷ୍କାର କରିବା ପରେ ଭୁବନେଶ୍ୱରରେ ରାଜନୈତିକ ଚିତ୍ରକୁ ସରଗରମ କରିଛି। ୨୦୧୯ ନିର୍ବାଚନ ସମୟରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ…

ମହାପ୍ରଭୁ ଶ୍ରୀବଳଦେବ ଜୀଉଙ୍କ ଆଶୀର୍ବାଦ ପରେ ପ୍ରଚାର ଆରମ୍ଭ କରିବେ କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ସିଦ୍ଧାର୍ଥ…

କେନ୍ଦ୍ରାପଡା: ରାଜ୍ୟ ରାଜନୀତିର କେନ୍ଦ୍ରବିନ୍ଦୁ କୁହାଯାଉଥିବା କେନ୍ଦ୍ରାପଡା ଲୋକସଭା ଆସନକୁ ନେଇ ଏବେ ଚର୍ଚ୍ଚା ଜୋର ଜୋର ଧରିଛି । କେନ୍ଦ୍ରାପଡା ଲୋକସଭା ଆସନରୁ କଂଗ୍ରେସ ଏଥର ଜଣେ ଯୁବ, ସ୍ୱାଭିମାନୀ ଓ ଗରିବଙ୍କ ବନ୍ଧୁ ତଥା ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ପ୍ରାର୍ଥୀ କରିଛି ।…

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ । ବିଜେଡି ସରକାର ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଆଗରେ ଅଭିଯୋଗ କଲା ବିଜେପି । ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ…

କଂଗ୍ରେସକୁ ଭୋଟ୍ ନଦେବାକୁ ଲୋକଙ୍କୁ ଅପିଲ କଲେ ମମତା

କୋଲକତା: ଦେଶରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଭଳି ପରିସ୍ଥିତିରେ ସମସ୍ତ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନିଜ ନିଜର ବିବୃତ୍ତି ଦେଉଛନ୍ତି । ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁର୍ସିଦାବାଦରେ ଭୋଟ୍ ଦେବାକୁ ମୁସଲମାନ ଭୋଟରଙ୍କୁ ନିବେଦନ କରିଛନ୍ତି । ତେବେ…

ବିଜେପିକୁ ଯିବେ ସୌମ୍ୟ, ପ୍ରସନ୍ନ !

ଭୁବନେଶ୍ବର: ବିଜେଡି ଛାଡିବେ କି ପ୍ରସନ୍ନ ପାଟ୍ଟଶାଣୀ ? ବିଜେପିକୁ ଯିବେ କି ପ୍ରସନ୍ନ, ସୌମ୍ୟ ପଟ୍ଟନାୟକ ? ନିର୍ବାଚନ ହଟଚମଟ ଭିତରେ ତାତି ବଢାଇଛି ଦୁଇ ବରିଷ୍ଠ ନେତାଙ୍କ ବିଜେପିକୁ ଯିବା ଚର୍ଚ୍ଚା। ନା ନେତା ମୁହଁ ଖୋଲୁଛନ୍ତି ନା ଦଳ କିଛି କହିଛି । ହେଲେ  ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ…

ସୋହେଲା ଠାରେ ୫ ହଜାରରୁ ଉର୍ଦ୍ଧ୍ୱ ବିଜେପି ଓ କଂଗ୍ରେସର ସକ୍ରିୟ କର୍ମୀ, ନେତା ବିଜେଡିରେ ସାମିଲ

ବରଗଡ଼: ଆଜିଠାରୁ ଆରମ୍ଭ ହୋଇଯାଇଛି ଆଜି ଦେଶରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ଅନ୍ୟପଟେ ଆଜି ନାମାଙ୍କନପତ୍ର ଦାଖଲ ମଧ୍ୟ କରୁଛନ୍ତି ହେବିୱେଟ ନେତା। ଏହାରି ଭିତରେ ରାଜ୍ୟରେ ଚାଲିଛି ଦଳ ଡିଆଁ ପର୍ବ। ଆଜି ବରଗଡ଼ ଜିଲ୍ଲା ସୋହେଲା ଠାରେ ୫ ହଜାରରୁ ଅଧିକ ବିଜେପି ଓ କଂଗ୍ରେସ ଦଳର…

ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ଆଜି ଶଙ୍ଖ ଭବନରେ ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତି ରେ ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗଦେଲେ । ୧୯୭୨ରୁ ବିଜୁ…

ଗାନ୍ଧିନଗର ଲୋକସଭା ଆସନରୁ ନାମାଙ୍କନପତ୍ର ଦାଖଲ କଲେ ଅମିତ ଶାହା

ଗାନ୍ଧିନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଗୁଜୁରାଟ ଗାନ୍ଧିନଗର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଅଟନ୍ତି। ଶାହ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ଯୋଗଦେଇ ରାଜ୍ୟ ରାଜଧାନୀର ଗାନ୍ଧିନଗର…

ଲୋକସଭା ନିର୍ବାଚନ ୨୦୨୪: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ

ରାୟପୁର: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଆଜିଠାରୁ ଆରମ୍ଭ ହୋଇଛି । ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ସମେତ ୧,୬୦୦ ରୁ ଅଧିକ ପ୍ରାର୍ଥୀ ସେମାନଙ୍କର ନିର୍ବାଚନ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହାରି ଭିତରେ ମାଓ…

ଭୋଟ ଦେଲେ ଦୁନିଆର ସବୁଠାରୁ ଛୋଟ ମହିଳା ଜ୍ୟୋତି

ମୁମ୍ବାଇ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ମତଦାନ ଆଜିଠୁ ଆରମ୍ଭ ହୋଇସାରିଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ମତଦାନ ଜାରି ରହଛି । ମହାରାଷ୍ଟ୍ରର ପାଞ୍ଚଟି ସିଟ୍ ଉପରେ ଲୋକମାନେ ଆଜି ଉତ୍ସାହର ସହ ଭୋଟ୍ ଦେଉଛନ୍ତି । ସକାଳ ୭ ଟାରୁ…