Latest Odisha News

BREAKING NEWS

Browsing Category

ରାଜନୀତି

ନିର୍ବାଚନର କେଇ ମାସ ପୂର୍ବରୁ ବିଧାୟକ ପଦ ହରାଇଲେ ମହମ୍ମଦ ମୋକିମ

କଟକ: କଟକ-ବାରବାଟୀର କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିରୋଧରେ ୨୦୧୯ ନାମାଙ୍କନ ସମୟରେ ଅପରାଧିକ ମାମଲା ରୁଜୁ ହୋଇନଥିବା ଅଭିଯୋଗରେ ହାଇକୋର୍ଟ ତାଙ୍କ ନିର୍ବାଚନକୁ ଅବୈଧ ଘୋଷଣା କରିଛନ୍ତି। ୨୦୧୯ ଜୁଲାଇ ୩ ତାରିଖରେ ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କ ଆବେଦନର ଜବାବରେ ଏହି ରାୟ…

 ୧୫ ଜୁନ୍ ଭିତରେ ଦଳୀୟ ଅଫିସ ଖାଲି କର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦଳୀୟ ଅଫିସ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।  ଜୁନ୍ ୧୫ ସୁଦ୍ଧା ଖାଲି କରିବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି । ରାଉଜ ଆଭିନ୍ୟୁ ଠାରେ ଆପର ଏହି ଅଫିସ ରହିଛି । ଆପର ତିଆରି ହୋଇଥିବା ପ୍ଲଟଟି ଦିଲ୍ଲୀ…

ସାରା ଦେଶ କହୁଛି ମୁଁ ମୋଦିଙ୍କ ପରିବାର: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆଜି ତେଲେଙ୍ଗାନର ଆଦିଲାବାଦରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଟାର୍ଗେଟ୍ କରିଛନ୍ତି । ମୋଦି କହିଛନ୍ତି,‘‘ ମୋ ପରିବାର ଯୋଗୁଁ ବିରୋଧୀ  ମୋତେ ଟାର୍ଗେଟ୍ କରିଥିଲେ । କିନ୍ତୁ ବର୍ତ୍ତମାନ…

କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଦୀଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ସମୀକ୍ଷା । ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଯାଏଁ ମୁତୟନ ହେବେ ୧୫ ପ୍ଲାଟୁନ…

କାମ ଦେଲାନି ମହାମେଣ୍ଟ: ଜିତିଲା ବିଜେପି, ହାରିଲା ଆପ୍

ଚଣ୍ଡିଗଡ଼: ଚଣ୍ଡିଗଡ଼ର  ଡେପୁଟି ମେୟର ନିର୍ବାଚନରେ ଆପ୍-କଂଗ୍ରେସର ମହାମେଣ୍ଡକୁ ବଡ଼ ଝଟକା । ସିନିୟର ଡେପୁଟି ମେୟର ନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି । ବିଜେପରି କୁଲଜିତ ସଂନ୍ଧୁ ୧୯ଟି ଭୋଟ ପାଇଛନ୍ତି । ସେପଟେ କଂଗ୍ରେସ-ଆପ ମହାମେଣ୍ଟ ତରଫରୁ ପ୍ରାର୍ଥୀ…

ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ ଏବଂ ରାଜୁ ଦାସ

ଭୁବନେଶ୍ଵର: ସବୁ ଚର୍ଚ୍ଚାର ଅନ୍ତ ଘଟାଇଲେ ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ପଦ୍ମ ଧରିଲେ ରାଜୁ ଦାସ । ତାଙ୍କ ସହ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ନିଜ ସମର୍ଥକଙ୍କ ଗହଣରେ ଆସି ବିଜେପି ଦଳୀୟ କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ ଓ ଅନ୍ୟ…

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ବଡ ଝଟକା । ବିଧାୟକ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ୨୦୧୯ ନିର୍ବାଚନ ସମୟରେ ସତ୍ୟପାଠ ନିୟମ ମୂତାବକ ସଠିକ ତଥ୍ୟ ଦେଇନଥିବା କୋର୍ଟରେ ପ୍ରମାଣିତ ହୋଇଛି । ଯାହାର ଶୁଣାଣି କରି ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।…

‘ହାଜର ହେବେନି ଉତ୍ତର ରଖିବେ’: କେଜ୍ରିୱାଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଷ୍ଟମ ସମନ ପରେ ବି ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅବକାରୀ ଦୁର୍ନୀତି ମାମଲାରେ ଅଷ୍ଟମ ଥର ପାଇଁ ସମନ ପଠାଇଥିଲା ଇଡି । ହେଲେ ଅଷ୍ଟମ ଡାକରାକୁ ବେଆଇନ୍ ଦର୍ଶାଇଛନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହା ପରେ ମଧ୍ୟ ସେ…

ଖାଲି ଥିବା ପଦବୀକୁ ମଧ୍ୟ ନିଜ କବଜାରେ ରଖିଛନ୍ତି ପିଏମ, ନିଯୁକ୍ତି ପ୍ରସଙ୍ଗକୁ ନେଇ ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ: ଦେଶରେ ଯୁବପିଢୀଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିଛନ୍ତି ରାହୁଲ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ…

ମନ୍ତ୍ରୀପରିଷଦ ବୈଠକରେ ମୋଦୀଙ୍କ ପରାମର୍ଶ, ‘ବୁଝି ବିଚାରି ମନ୍ତବ୍ୟ ଦିଅ, ବିବାଦରୁ ଦୂରେଇ ରୁହ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କେନ୍ଦ୍ର ମନ୍ତ୍ରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଭାବିଚିନ୍ତି ବୟାନ ଦେବାକୁ ଏବଂ ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ…