Latest Odisha News

BREAKING NEWS

Browsing Category

ରାଜନୀତି

ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?

ଭୁବନେଶ୍ନର: ଲୋକସଭା ପାଇଁ ୧୫ ଯୋଦ୍ଧା ଘୋଷଣା କରିଛି ବିଜେଡି । ୨୩ ଜିଲ୍ଲାର ୭୨ ବିଧାୟକ ପ୍ରାର୍ଥୀ ତାଲିକା ଜାରି ହୋଇଛି । କଟିଲା ଆସିକା ଓ ଢେଙ୍କାନାଳ ସାଂସଦଙ୍କ ଟିକେଟ । ଢେଙ୍କାନାଳରୁ ମହେଶ ସାହୁଙ୍କୁ ପ୍ରାର୍ଥୀ କରିନି ଦଳ । ତାଙ୍କ ସ୍ଥାନରେ ନବାଗତ ଅବିନାଶ ସାମଲଙ୍କୁ ଲୋକସଭା ଟିକେଟ…

ଶିବସେନାରେ ସାମିଲ ହେଲେ ଗୋବିନ୍ଦା; କହିଲେ, ‘ବନବାସ ସାରି ରାମ ରାଜ୍ୟକୁ ଫେରିଲି’

ମୁମ୍ବାଇ: ଶିବସେନାରେ ସାମିଲ ହେଲେ ବିଲଉଡ ଅଭିନେତା ଗୋବିନ୍ଦା । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଉପସ୍ଥିତିରେ ସେ ଶିବସେନାରେ ଯୋଗ ଦେଇଛନ୍ତି । ଗୋବିନ୍ଦାଙ୍କୁ ଶିବସେନାରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ବୁଧବାର ଗୋବିନ୍ଦା ଶିନ୍ଦେ କ୍ୟାମ୍ପ…

‘ନବୀନଙ୍କ ନାଁ ବିନା ଭର୍ତ୍ତୃହରି ଓ ସିଦ୍ଧାନ୍ତ ୱାର୍ଡମେମ୍ବର ଜିତିବାର କ୍ଷମତା ନାହିଁ’

ଭୁବନେଶ୍ବର: ଆଜି ବିଜେପି ରେ ଯୋଗଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକସଭା ସାସଂଦ ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ବିଜେଡିର ଦୁଇ ହେଭିଓ୍ବେଟ୍ ନେତା ବିଜେପିରେ ସାମିଲ ହେବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ସାମସଦ…

୨୩୮ ଥର ହାରିବା ପରେ ବି ଲୋକସଭା ପ୍ରାର୍ଥୀ ହୋଇ ରେକର୍ଡ କଲେ କେ.ପଦ୍ମରାଜନ

ମେଟୁର: ସାଧାରଣ ନିର୍ବାଚନ ହେବାକୁ କିଛି ଦିନ ବାକି ଥିବା ବେଳେ ସାରା ଦେଶରେ ଏବେ ଚାଲିଛି ନିର୍ବାଚନୀ ସମ୍ବୋନ୍ଧୀୟ ଆଲୋଚନା। କେଉଁ ଆସନରୁ କାହାକୁ ଟିକେଟ ମିଳିଛି ସେନେଇ ବିଭିନ୍ନ ସ୍ଥାନରେ ଆଲୋଚନା ଚାଲିଛି। ଏହାରି ଭିତରେ ତାମିଲନାଡୁରୁ ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ…

ବିଜେପିରେ ସାମିଲ ହେଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ

ଭୁବନେଶ୍ବର: ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି ।ଏହି କ୍ରମେର ବିଜେପିରେ ସାମିଲ ହେଲେ ହେଭିଓ୍ବେଟ୍ ନେତା । ଆଜି ପଦ୍ମ ଧରିଲେ କଟକ ସାଂସଦ ଭର୍ତ୍ତୁହରି ମହତାବ, ବିଜେଡିରୁ ୨ ଥର ସାଂସଦ ଥିବା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା । ଆଜି…

‘ଏପ୍ରିଲ ପ୍ରଥମ ସପ୍ତାହରେ ଘୋଷଣା ହେବ କଂଗ୍ରେସ ଟିକେଟ୍‌’

ଭୁବନେଶ୍ୱର: ନିର୍ବାଚନ ପାଇଁ ସାମ୍ନାକୁ ଆସୁଛି ପ୍ରାର୍ଥୀ ତାଲିକା । ବିଜେପି ଓ ବିଜେଡି ପର୍ଯ୍ୟାୟ କ୍ରମେ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ, କିନ୍ତୁ ପଛରେ ପଡ଼ିଯାଇଛି କଂଗ୍ରେସ । କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ, ଏହାରି…

ଖୁବ୍ ଶୀଘ୍ର ଆସିପାରେ ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା, ପୁଣି ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ବର: ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା ସହିତ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କିନ୍ତୁ ଏଯାବତ୍ ବିଜେପି କେବଳ ୧୮ ସାଂସଦଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସ ଏଯାବତ୍ ପ୍ରାର୍ଥୀ ଘୋଷଣା କରିନାହିଁ । ଏହାରି ଭିତରେ ଖୁବ୍ ଶୀଘ୍ର ଆସିପାରେ…

କଟକ ଦେଖିବ ସନ୍ତୃପ୍ତ ବନାମ ଭର୍ତ୍ତୃହରି ଲଢ଼େଇ !

କଟକ: ୨୬ ବର୍ଷରେ ବିଜେଡି ବଦଳାଇଲା କଟକ ସାଂସଦ ପ୍ରାର୍ଥୀ । କଟକ ଲୋକସଭା ଦେଖିପାରେ ଭେଟେରାନ୍ ବନାମ ନବାଗତ ଲଢେଇ । ସନ୍ତୃପ୍ତ ମିଶ୍ର ବନାମ ଭର୍ତ୍ତୃହରି ମହତାବ ମୁକାବିଲା ହୋଇପାରେ । ରାଜ୍ୟ ରାଜନୀତିରେ ଏହି ଚର୍ଚ୍ଚା ଜୋର ଧରିଛି । ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଜେଡି ସାଂସଦ ପ୍ରାର୍ଥୀ…

ଟିକେଟ ନମିଳିବାରୁ ବରୁଣ ଗାନ୍ଧୀ ଲେଖିଲେ ଭାବପ୍ରବଣ ବାର୍ତ୍ତା

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି। ବିଭିନ୍ନ ଦଳ ପୁନର୍ବାର ଅନେକ ସାଂସଦଙ୍କୁ ଟିକେଟ୍ ଦେଇଥିବାବେଳେ ଅନେକଙ୍କ ଟିକେଟ୍ ମଧ୍ୟ ବାତିଲ କରିଛନ୍ତି l ଏହି କ୍ରମରେ ବିଜେପି ପିଲିଭୀତରୁ ବର୍ତ୍ତମାନର ସାଂସଦ ବରୁଣ ଗାନ୍ଧୀଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛନ୍ତି। ଟିକେଟ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ହାତ ଛାଡ଼ିଲେ ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ

ନୂଆଦିଲ୍ଲୀ: ଯେତିକି ଯେତିକି ଲୋକସଭା ନିର୍ବାଚନ ପାଖେଇ ଆସୁଛି କଂଗ୍ରେସକୁ ଗୋଟେ ପରେ ଗୋଟେ ଝଟକା ମିଳୁଛି । ବର୍ତ୍ତମାନ ଭାରତର ସବୁଠାରୁ ଧନୀ ମହିଳା ତଥା ଦେଶର ଶ୍ରେଷ୍ଠ ଧନୀ ବ୍ୟକ୍ତିଙ୍କ ତାଲିକାରେ ଥିବା ସାବିତ୍ରୀ ଜିନ୍ଦଲ କଂଗ୍ରେସ ଛାଡିବାକୁ ଘୋଷଣା କରିଛନ୍ତି । ସେ ଗତକାଲି କଂଗ୍ରେସର…