Latest Odisha News

BREAKING NEWS

Browsing Category

ରାଜନୀତି

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ 

ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ…

ଝାରସୁଗୁଡାରେ ବର୍ଷିଲେ ରାହୁଲ, କହିଲେ ମୋଦୀ ତାଙ୍କ ଜାତି ବାବଦରେ ଦୁନିଆକୁ ମିଛ କହିଛନ୍ତି

ଝାରସୁଗୁଡା: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଜାତି ବିଷୟରେ ମିଛ କହୁଥିବା ଅଭିଯୋଗ କରି କହିଛନ୍ତି ଯେ ସେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ନୁହେଁ ବରଂ ସାଧାରଣ ବର୍ଗର ଅଟନ୍ତି। ଝାରସୁଗୁଡ଼ାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେଇ…

ବିରୋଧୀଙ୍କ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର:ଧୋଇଗଲା ବିଧାନସଭାର ତୃତୀୟ ଦିନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଷୁନା ଚାଉଳ ଓ ପରି ହତ୍ୟା ମାମଲା ପ୍ରସଙ୍ଗରେ କମ୍ପିଥିଲା ଗୃହ। ବିରୋଧୀଙ୍କ ହାଇ ଡ୍ରାମା ମଧ୍ୟରେ ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି…

ଏନଡିଏ ଛତ୍ରଛାୟା ତଳେ ରହିବେ କି ଚନ୍ଦ୍ରବାବୁ ନାଇଡ଼ୁ?

ନୂଆଦିଲ୍ଲୀ:ପାଖେଇ ଆସୁଛି ନିର୍ବାଚନ ତାରିଖ। ଏହାରି ମଧ୍ୟରେ ଶାସକ ଶିବିରରେ ବିରୋଧି ନେତାଙ୍କ ହାଜିରା ହେବା କଥା ଏବେ ନଜରକୁ ଆସୁଛି। ବର୍ତ୍ତମାନ ଚର୍ଚ୍ଚା ହେଇଛି ଏନଡିଏରେ ସାମିଲ ହୋଇପାରନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି)ନେତା ଚନ୍ଦ୍ରବାବୁ ନାଇଡୁ। ବୁଧବାର ଚନ୍ଦ୍ରବାବୁ ନାଇଡୁ…

ଅରବିନ୍ଦ କେଜ୍ରିୱାଲଙ୍କୁ ଫସାଇବା ପାଇଁ ପ୍ରମାଣ ନଷ୍ଟ କରିଛି ଇଡି: ଦିଲ୍ଲୀ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ:କେଜ୍ରିୱାଲଙ୍କୁ ଡରୁଛନ୍ତି ମୋଦି, ସେଥି ପାଇଁ ତାଙ୍କୁ ମଇଦାନରେ ହରେଇବା ବଦଳରେ ତାଙ୍କ ବିପକ୍ଷରେ ନେଉଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସହାୟତା। ଏପରି କହି ମୋଦି ସରକାରଙ୍କୁ ନିଶାନ ସାଧିଛନ୍ତି ଦିଲ୍ଲୀ ଶିକ୍ଷାମନ୍ତ୍ରୀ ଆତିଶୀ ମାର୍ଲେନା। ଗଣମାଧ୍ୟମକୁ ସମ୍ବୋଧିତ କରି…

ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା; ଓଡିଶାରେ ଚାଲିଛି ବିଜେପି-ବିଜେଡି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ

ରାଉରକେଲା: ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ରାଉରକେଲାରେ ଦ୍ୱିତୀୟ ଦିନରେ ଜାରି ରହିଛି । ପ୍ରଥମେ ବେଦବ୍ୟାସ ମନ୍ଦିରରେ ମହାଦେବଙ୍କ ପୂଜା କରିବା ପରେ ବ୍ୟାସ ଗୁମ୍ଫା ପରିଦର୍ଶନ କରିଛନ୍ତି । ଏହାପରେ ରାଉରକେଲା ଉଦିତନଗର ଏସପି ଅଫିସ୍ ସମ୍ମୁଖରୁ ପଦଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ।…

ଏନସିପି ଚିହ୍ନ ଜିତିଲେ ଅଜିତ ପାୱାର, ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳୀୟ ନାଁ ହରାଇଲେ ଶରଦ ପାୱାର

ନୂଆଦିଲ୍ଲୀ: ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କୁ ଏକ ବଡ଼ ଝଟକା ଦେଇ ନିର୍ବାଚନ ଆୟୋଗ ମଙ୍ଗଳବାର ରାୟ ଦେଇଛନ୍ତି ଯେ ତାଙ୍କ ବିଦ୍ରୋହୀ ପୁତୁରା ଅଜିତ ପାୱାର ଏନସିପିର 'ଘଡ଼ି' ଚିହ୍ନ ବଜାୟ ରଖିବେ। ୨୦୨୩ରେ ଅଜିତ ପାୱାର ମହାରାଷ୍ଟ୍ରରେ ବିଜେପି-ଶିବସେନା (ଏକନାଥ ସିନ୍ଧେ ଗୋଷ୍ଠୀ) ମେଣ୍ଟ…

ଓଡ଼ିଶାରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିନ, ଆଜି ରାଉରକେଲାରୁ ପୁଣି ରାହୁଲଙ୍କ ଯାତ୍ରା

ରାଉରକେଲା: ମଙ୍ଗଳବାର ଠାରୁ ଓଡ଼ିଶାରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ଦ୍ବିତୀୟ ଦିନରେ ଆଜି ରାଉରକେଲାରୁ ପୁଣି ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା । ସକାଳ ୯.୩୦ ରେ ରାଉରକେଲା ଉଦିତ ନଗର ଠାରୁ ଆରମ୍ଭ ହେବ ଯାତ୍ରା । ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ଯାଏଁ…

ଭାରତ ଯୋଡୋ ନ୍ୟାୟ ଯାତ୍ରା: କର୍ମୀଙ୍କୁ କୁକୁର ଅଇଁଠା ଦେବା ଅଭିଯୋଗ ଆଣିଲା ବିଜେପି, ଭିଡିଓ ଶେୟାର ପରେ ଅସଲ କଥା…

ନୂଆଦିଲ୍ଲୀ:ଚାଳିଛି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହି ଯାତ୍ରା ଚାଲିଥିବା ବେଳେ ଏକ ଭିଡିଓ ଶାସକ ଶିବିରରୁ ବେଶ୍ ଭାଇରାଲ୍ ହେଉଛି। ଯେଉଁଥିରେ ରାହୁଲଙ୍କ ବ୍ୟବହାରକୁ ନେଇ ନିନ୍ଦା କରିଛି ବିଜେପି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧି…

ନୀତୀଶଙ୍କ ପରେ ଏନଡିଏ ମୁହାଁ ଉଦ୍ଧବ ଠାକରେ!

ମୁମ୍ବାଇ: ନୀତୀଶ କୁମାରଙ୍କ ଆୟା ରାମ୍ ଗୟା ରାମ୍ ନୀତି କାହାକୁ ଅଛପା ନାହିଁ। ଇଣ୍ଡିଆ ମେଣ୍ଟରୁ ଓହରିବା ଓ ଏନଡିଏ ସହ ମିଶିବା ତାଙ୍କ ଦଳ ଡିଆଁ ନୀତିକୁ ବେଶ୍ ସ୍ପଷ୍ଟ କରିଦେଇଛି। ତେବେ ଏହି ଟ୍ରେଣ୍ଡରେ ସାମିଲ୍ ହେବେ କି ଇଣ୍ଡିଆ ଗଠବନ୍ଧନର ଆଉ ଜଣେ ଟାଣୁଆ ନେତା? ରାଜନୈତିକ ଉଡ଼ା ମହଲରେ…