Latest Odisha News

BREAKING NEWS

Browsing Category

ରାଜନୀତି

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

ଷ୍ଟାର ପ୍ରଚାରକ ମୋଦୀ; ଯେଉଁଠାରେ ମୋଦୀଙ୍କ ପାଦ ପଡିଛି, ସେଠି କଂଗ୍ରେସ ଜିତିଛି: ପୱନ ଖେଡ଼ା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ମଙ୍ଗଳବାର କଂଗ୍ରେସ ଦାବି କରିଛି ଯେ ବିଜେପି ପରାଜୟ ଗ୍ରହଣ କରିଥିବାରୁ ନିର୍ବାଚନ ପୂର୍ବରୁ ଫଳାଫଳ ସ୍ପଷ୍ଟ ହୋଇଛି। ମୁଖ୍ୟ ବିରୋଧୀ ଦଳର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେଡା ମଧ୍ୟ…

ବିଜେଡି ମିଶ୍ରଣ ପର୍ବ: ବିଜେଡିରେ ସାମିଲ ହେଲେ ଯାଜପୁର ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ

ଭୁବନେଶ୍ଵର: ଯାଜପୁର ବିଜେପିକୁ ଶକ୍ତ ଧକ୍କା । ବିଜେଡିରେ ସାମିଲ ହେଲେ ଜିଲ୍ଲା ବିଜେପିର ଦୁଇ ପଦାଧୀକାରୀ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ ଏବଂ ଯାଜପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ…

ବିଜେପି ସହିତ ସମ୍ପର୍କ ଛିନ୍ନ କରି ଏନଡିଏରୁ ଓହରିଲା ଜୟଲଳିତାଙ୍କ ଦଳ ଏଆଇଏଡିଏମକେ

ଚେନ୍ନାଇ: ତାମିଲନାଡୁର ପୂର୍ବତନ ଶାସକ ଦଳ ଏଆଇଏଡିଏମକେର ସୁପ୍ରିମୋ ଏ. କେ. ପଲାନିସ୍ୱାମୀ ବିଜେପି ସହ ମେଣ୍ଟ ଭାଙ୍ଗି ଏନଡିଏରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି। ସୋମବାର  ପଲାନିସ୍ୱାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟର କର୍ମକର୍ତା ଓ ଜିଲ୍ଲା ସମ୍ପାଦକମାନଙ୍କ…

ମୋଦୀ ସରକାରକୁ ନବୀନଙ୍କ ୧୦ରୁ ୮ ମାର୍କ: ୨୦୨୪ ନିର୍ବାଚନ ପୂର୍ବରୁ କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନବଗଠିତ ଇଣ୍ଡିଆ ମେଣ୍ଟ ଅପେକ୍ଷା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏମଡିଏ ମେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ସମର୍ଥନ ଦେଉଥିବା ସଙ୍କେତ ଦେଇଛନ୍ତି। ଯାହା ଓଡ଼ିଶାରେ ନିଜ ଦଳ ବିଜେପିକୁ ଶାସକ ବିଜେଡି…

ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ; ଦାବିକୁ ନେଇ ଉଠାଇବ ସ୍ୱର

ଭୁବନେଶ୍ୱର: ଆଜି ଧାରଣାରତ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଭେଟିଲେ ବିଜେପି ପ୍ରତିନିଧିମଣ୍ଡଳୀ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରପଞ୍ଚ ହୁଅନ୍ତୁ ବା ସମିତିସଭ୍ୟମାନେ ହୁଅନ୍ତୁ ଏମାନେ ହିଁ ବାସ୍ତବରେ ତୃଣମୂଳସ୍ତରରେ ଗଣତନ୍ତ୍ରର ପ୍ରତିନିଧି। ତୃଣମୂଳ ସ୍ତରରେ ସରକାରଙ୍କ ଯୋଜନାକୁ ଲୋକମାନଙ୍କ ପାଖରେ…

ମୁଖ୍ୟମନ୍ତ୍ରୀ ବୋଧହୁଏ ନିଜକୁ ଅସହାୟ ଅନୁଭବ କରୁଛନ୍ତି ତେଣୁ ଗୁମାସ୍ତା ଶାସନ ଚଳାଇଛନ୍ତି -ନରସିଂହ ମିଶ୍ର

ଭୁବନେଶ୍ୱର: ଆଜି  ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ବିବୃତି ଉପରେ କଡା ପ୍ରତିକ୍ରିୟା  ରଖିଛନ୍ତି କଂଗ୍ରେସ ବିଧାୟକ ଦଳ  ନେତା ନରସିଂହ ମିଶ୍ର  । ସେ ବିଜେଡି ସରକାରକୁ ସମାଲୋଚନା କରି ଏହାକୁ ଗୁମାସ୍ତା ଶାସନ ସହ ତୁଳନା କରିଛନ୍ତି । କଂଗ୍ରେସ ନେତା ନରସିଂହ ରାଜ୍ୟ ସହ କେନ୍ଦ୍ର…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶ୍ନ: ‘ଜଣେ ବ୍ୟକ୍ତିଙ୍କୁ କ’ଣ ସିଏମଓ କୁହାଯିବ କି ?’

ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ  ବିବୃତି ରଖିବା ପରେ ଗର୍ଜିଛନ୍ତି ବିରୋଧୀ ଦଳ ନେତା । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ପରେ  ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ କରି ମୁଖ୍ୟମନ୍ତ୍ରୀଙ୍କୁ ଉତ୍ତର ମାଗିଛନ୍ତି ।   ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ…