Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରତିଶ୍ରୁତି ପରେ ବି ହଟିଲାନି କେନାଲ ଜବରଦଖଲ: ସରକାରଙ୍କୁ ୨ୟ ଚେତାବନୀ ଦେଲେ ସାଂସଦ

ଭୁବନେଶ୍ୱର: ୨ୟ ରିମାଇଣ୍ଡ ଲେଟର ପଠାଇଲେ ଅପରାଜିତା । ପ୍ରଭାବଶାଳୀ ମହିଳା କୃଥିକା ପ୍ରଭାକରଣ ହଡପ କରି ନେଇଥିବା ଜାଗାରୁ ଜବରଦଖଲ ଉଚ୍ଛେଦ କରି କେନାଲ ସଫା କର। ଚାଷୀଙ୍କ ଜମିକୁ ପାଣିଦିଅ । ଏଥିପାଇଁ ଯଥେଷ୍ଟ ସମୟ ଦିଆଗଲାଣି । ଏମିତି କହି  ୨ୟ ଥର ପାଇଁ ରିମାଇଣ୍ଡ ଲେଟର ପଠାଇଛନ୍ତି…

୨୩ ବର୍ଷ ପରେ ନବୀନ ବାବୁଙ୍କୁ ମନେ ପଡିଲା ‘ଅପପୁଷ୍ଟିର କଳଙ୍କ’ କଥା: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ନେଇ ବିଜେପି ମହିଳାମୋର୍ଚ୍ଚା ଶାସକ ଦଳକୁ ଟାର୍ଗେଟ କରିଛି। ନିର୍ବାଚନ ସମୟରେ ଗରିବ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି ଯୋଜନା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ନିକଟ ଅତୀତରେ ନଗଡାର ଶିଶୁ ଅପପୁଷ୍ଟିର ଶିକାର ହୋଇ…

ନୀତିଶଙ୍କୁ ଠକିଦେଲା ‘ଇଣ୍ଡିଆ’!

ଭୁବନେଶ୍ୱର: ଦେଶରୁ ଏନଡିଏକୁ କ୍ଷମତାଚ୍ୟୁତ କରିବା ପାଇଁ ଇଣ୍ଡିଆ ଆଗଉଛି। ଏହି କ୍ରମରେ ମେଣ୍ଟର ସମନ୍ୱୟ କମିଟି ବୈଠକ କରାଯାଇ ରଣନୀତି ପ୍ରସ୍ତୁତ ହୋଇଛି। ଦେଶବ୍ୟାପୀ ମେଣ୍ଟ ମିଳିତ ଭାବେ କାର୍ଯ୍ୟକ୍ରମ କରିବା ସହ ସିଟ ଭାଗବଣ୍ଟା କାର୍ଯ୍ୟକୁ ତ୍ୱରାନ୍ୱିତ କରିବ। କିନ୍ତୁ ଏସବୁ ଭିତରେ…

ବିଜେଡି ବିରୋଧରେ ପଶ୍ଚିମ ଓଡିଶା କାର୍ଡ, ଏକାଠି ହେଲେ ବିଜେପି, କଂଗ୍ରେସ!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପାଇଁ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ହେଉଛି। ଠିକ ଏଭଳି ସମୟରେ ବିରୋଧୀ ପଶ୍ଚିମ ଓଡିଶାକୁ ନେଇ ଏକ ବଡ଼ କାର୍ଡ ଖେଳିଥିବା ଆଲୋଚନା ହେଉଛି। ନୂଆଖାଇକୁ ପଶ୍ଚିମ ଓଡିଶାର ଗଣପର୍ବ କୁହାଯାଏ। ଏପରିକି ଛୋଟଠୁ ବଡ଼ ସମସ୍ତେ ଏହି ପର୍ବକୁ ବହୁ ଅଧିକ…

ପଟାଙ୍ଗୀ ରାଜନୀତିର ଖେଳ ବିଗାଡିବ କୋଟିଆ !

ଭୁବନେଶ୍ୱର: ଓଡ଼ିଶାରେ ପ୍ରାକ ନିର୍ବାଚନ ବାତାବରଣ ତିଆରି ହୋଇସାରିଥିବାବେଳେ ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ନେଇ ଆଲୋଚନା ଜୋର ଧରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଉପରେ ଏବେ ବିଭିନ୍ନ ରାଜନୈତିକ ଦଳର ନଜର ରହିଛି। ସେଥିମଧ୍ୟରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ…

ହିମାଚଳ ଜିତାଇଛି ବିଧାନସଭା, ଏବେ ଲୋକସଭା ଜିତିବାକୁ ଜାଲ ବିଛାଉଛି କଂଗ୍ରେସ!

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳଗୁଡିକ ବେଶ ତତ୍ପର ହୋଇଛନ୍ତି। ଯେଉଁ ରାଜ୍ୟରେ ଯେଉଁ ଦଳର ସରକାର ଅଛି ସେଠାରେ କିଭଳି ସମ୍ପୃକ୍ତ ଦଳ ଅଧିକ ଲୋକସଭା ସିଟ ଜିତିବ ସେ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ହିମାଚଳ ପ୍ରଦେଶରେ କିଛି ମାସ ତଳେ…

ସନାତନ ଧର୍ମକୁ ଶେଷ କରିବାକୁ ତିଆରି ହୋଇଛି ଇଣ୍ଡିଆ ମେଣ୍ଟ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମଧ୍ୟପ୍ରଦେଶରେ ପହଞ୍ଚି ରାଜ୍ୟରେ ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ ୬୦,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବଡ ଉପହାର ଦେବାକୁ ଯାଉଛନ୍ତି। ସେ ବିନା ରିଫାଇନାରୀରେ ପେଟ୍ରୋକେମିକାଲ…

କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ : ଏକ୍ସରେ ଗୁମର ଖୋଲିଲେ ସାଂସଦ

ଭୁବନେଶ୍ୱର: କୃଥିକା ପ୍ରଭାକରନରଙ୍କ ନାଁରେ ପୁଣି ଜମିହଡପ ଅଭିଯୋଗ  । ତାମିଲ ବ୍ୟବସାୟୀ କୃଥିକା ପ୍ରଭାକରନରଙ୍କ କଳାକାରନାମାର ଗୁମର ଖୋଲିଲେ ଅପରାଜିତା । ଡେରାସ ପରେ ଭଗବତୀପୁରରେ ଜମି ହଡପ କରିଛନ୍ତି କୃଥିକା ପ୍ରଭାକରନ । କେମିତି କଳ, ବଳ ଖଟେଇ ଶାଗମାଛ ଦରରେ ଜମି ହଡପ କରୁଛନ୍ତି ତାର…

ଅକ୍ଚୋବର ସୁଦ୍ଧା ଶେଷ ହେବ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା, ବୟକଟ କରିବେ ନିର୍ଦ୍ଦିଷ୍ଟ ନ୍ୟୁଜ ଆଙ୍କରଙ୍କ କାର୍ଯ୍ଯକ୍ରମ

ନୂଆଦିଲ୍ଲୀ: ଆସନ୍ତା ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଉପରେ କୈଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇନି। ବୁଧବାର ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ ଏନସିପି ପ୍ରତିଷ୍ଠାତା ଶରଦ ପାଓ୍ବାରଙ୍କ ଦିଲ୍ଲୀ ବାସଭବନରେ ବସିଥିଲା। ହେଲେ ବୈଠକରେ ଆସନ ବୁଝାମଣା…

ସ୍ବତନ୍ତ୍ର ଅଧିବେଶନରେ ଆସିବ ୪ଟି ସରକାରୀ ବିଲ୍, ସରକାର ଘୋଷଣା କଲେ ଏଜେଣ୍ଡା

ଭୁବନେଶ୍ୱର: ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସ୍ୱତନ୍ତ୍ର ସଂସଦ ଅଧିବେଶନର ଏଜେଣ୍ଡାରେ ୪ ଟି ବିଲ୍ ଆସିବ।ମୁଖ୍ୟ ନିର୍ବାଚନ କମିସନର ଓ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଓ କାର୍ଯ୍ୟକାଳକୁ ନିୟନ୍ତ୍ରଣ କରିବା ଲାଗି ଗୁରୁତ୍ୱପୂର୍ଣ୍ଣ ଆଇନ…