Latest Odisha News

BREAKING NEWS

Browsing Category

ରାଜନୀତି

ସକାଳେ ମନ୍ତ୍ରୀ କହିଲେ ‘ନା’, ରାତିରେ ମନ୍ତ୍ରାଳୟର ଖାରଜ: ଦୋଷ ଲଦିଲେ ରାଜ୍ୟ ଉପରେ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବି ନେଇ ମଙ୍ଗଳବାର ସକାଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦେଇଥିବା ବୟାନକୁ ରାତିରେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଖଣ୍ଡନ କରିଛି। କେନ୍ଦ୍ର ସରକାର ଓ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଇ-କୋର୍ଟ ପ୍ରକଳ୍ପ…

କଳିଙ୍ଗନଗର ଗୁଳିକାଣ୍ଡ ପାଇଁ ବିଜେଡି ଓ ବିଜେପି ସରକାର ଦାୟୀ: କଂଗ୍ରେସ

ଭୁବନେଶ୍ୱର: କଳିଙ୍ଗ ନଗର ଆଦିବାସୀ ଗଣହତ୍ୟା କୁ ଆଜି ୧୮ ବର୍ଷ ପୁରିଛି । ଏନେଇ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ନେତୃବର୍ଗମାନେ କ୍ୟାଣ୍ଡେଲ ଶୋଭାଯାତ୍ରାରେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଟାଣିଲେ ପୂର୍ଣ୍ଣଛେଦ?

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ଦାବି ହୋଇଆସୁଛି। ଦୀର୍ଘ ଦିନ ଧରି ଏହି ଦାବି ହୋଇ ଆସୁଥିଲେ ମଧ୍ୟ ଏବେ ଏଥିରେ କେନ୍ଦ୍ର ସରକାର ଏକ ପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ମେଘାଓ୍ବାଲ ଓଡ଼ିଶା ଗସ୍ତରେ ଥିବା…

‘ମେଟ୍ରୋ ପ୍ରକଳ୍ପ’ ବିଜେଡିର ନିର୍ବାଚନୀ ଥୋପ: ବିଜେପି

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଭୁବନେଶ୍ବରରେ ମେଟ୍ରୋପକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଯାହାକୁ ନେଇ ‘ମେଟ୍ରୋ ପ୍ରକଳ୍ପ’ ବିଜେଡିର ଏକ ନିର୍ବାଚନୀ ଥୋପ ବୋଲି କହିଛି ବିଜେପି । ଶାସକ ଦଳର ନେତାମାନେ ରାତିଅଧିଆ ଅବାସ୍ତବ ସ୍ୱପ୍ନ ଦେଖି ଦେଇ ଭୁବନେଶ୍ୱର ତଥା ଓଡିଶାବାସୀଙ୍କୁ…

ଆଦିବାସୀ ଓ ବିକାଶ ବିରୋଧୀ ସରକାରକୁ ଓଡ଼ିଶାର ଜନସାଧାରଣ ଆଗାମୀ ଦିନରେ ଉଚିତ ଜବାବ ଦେବେ: ବିଜେପି

ଭୁବନେଶ୍ୱର: ଗତ ୨୧ଡିସେମ୍ବର ୨୦୨୩ରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁରର ମା’ଗୃହରେ ଜଣେ ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀଙ୍କୁ ମାରି ଦେଇଥିବା ଘଟଣାକୁ ନେଇ ରାଜ୍ୟ ସରକାର ସମ୍ବେଦନଶୀଳତା ହରାଇଥିବା ଏକ ଦୁର୍ଭାଗ୍ୟଜନକ । ହତ୍ୟାକୁ ୧୦ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟବଚ୍ଛେଦ…

ବାପାଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର ପାଇଁ ଦୁଇ ବର୍ଷ ପୂର୍ବେ ପାଣ୍ଡିଆନଙ୍କୁ କହିଥିଲି: ସମ୍ବିତ ରାଉତରାୟ

ଭୁବନେଶ୍ୱର: ଦୁଇ ବର୍ଷ ପୂର୍ବେ ତତ୍କାଳୀନ ଫାଇଭ ଟି ସଚିବ ଏବଂ ଏବେର ଫାଇଭ ଟି ଅଧ୍ଯକ୍ଷଙ୍କୁ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ପ୍ରତ୍ୟାହାର କରିବାକୁ କହିଥିଲେ ବୋଲି କହିଛନ୍ତି ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଆଜି ଦାମ ରାଉତଙ୍କ ଉପରୁ ବିଜେଡି ସୁପ୍ରିମୋ ନବୀନ…

ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇଲା ବିଜେଡି

ଭୁବନେଶ୍ୱର: ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଆଦେଶ ହଟାଇ ଦେଇଛି ବିଜୁ ଜନତା ଦଳ। ନୂଆବର୍ଷରେ ଦଳର ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଆଗକୁ ନିର୍ବାଚନ ରହିଛି। ପାରାଦୀପରେ ଦାମ ଜଣେ ଟାଣୁଆ ନେତା। ଯଦିଓ…

‘ଶ୍ରୀମନ୍ଦିର ଦେବତ୍ୱର କ୍ଷୁର୍ଣ୍ଣ ପ୍ରତିବାଦରେ ବିଜେପି ଆନ୍ଦୋଳନ କରିବ’

ଭୁବନେଶ୍ୱର: ଜଗନ୍ନାଥ ମନ୍ଦିରକୁ ଅପବିତ୍ର କରିବା ସହ ଜଗନ୍ନାଥ ସଂସ୍କୃତିକୁ ଧ୍ୱଂସ କରିବାକୁ ପ୍ରୟାସ କରିଛି ବିଜେଡି । ଜଗନ୍ନାଥଙ୍କୁ “ବଜାର ସାମଗ୍ରୀ” ଭାବେ ପ୍ରଚାର କରିବା ଦୁର୍ଭାଗ୍ୟଜନକ । କିଛିଦିନ ତଳେ ବିଜୁ ଜନତା ଦଳର ଜଣେ ନୂଆ ନେତା ଭିକେ ପାଣ୍ଡିଆନ ଜଣେ ଗୋମାଂସ ଭକ୍ଷଣକାରୀଙ୍କୁ…

ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାର ମୁକ୍ତ ଓ ସମୃଦ୍ଧଶୀଳ ଓଡ଼ିଶା ଗଠନ ହେଉଛି ନୂତନ ବର୍ଷର ଆହ୍ୱାନ: ବିଜେପି

ଭୁବନେଶ୍ୱର: ସରିଲା ବର୍ଷ ୨୦୨୩ । ରାତି ପାହିଲେ ଇଂରାଜୀ ନୂଆବର୍ଷ-୨୦୨୪ । ଏନେଇ ସମଗ୍ର ରାଜ୍ୟବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ପ୍ରାକୃତିକ…

ଓଡ଼ିଶାରେ ମେଣ୍ଟ ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ, ବିଜେପି କହିଲା ବିଜେଡିକୁ ଦେବ କଡା ଟକ୍କର

ଭୁବନେଶ୍ୱର: ଆଗାମୀ ୨୦୨୪ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ବିଜୁ ଜନତା ଦଳ (ବିଜେଡି) ସହ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛି। ଶନିବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ବିଜେପିର ଆଞ୍ଚଳିକ ପ୍ରଭାରୀ ସୁନୀଲ ବଂଶଲ ଏବଂ ଦଳର…