Latest Odisha News

BREAKING NEWS

Browsing Category

ରାଜନୀତି

ରାଜସ୍ଥାନରେ ଇଡି ସହ ଲଢୁଛି କଂଗ୍ରେସର ଗ୍ୟାରେଣ୍ଟି !

ଭୁବନେଶ୍ୱର: ଗୋଟିଏ ପଟେ ଇଡି ରେଡକୁ ନେଇ ରାଜସ୍ଥାନ ରାଜନୀତି ଚଳଚଞ୍ଚଳ ହୋଇପଡିଥିବା ବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିର୍ବାଚନ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଆହୁରି ବଢ଼ି ଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡକୁ ଭାଙ୍ଗି ଲଗାତର ଦ୍ବିତୀୟବାର ଶାସନକୁ ଫେରିବାକୁ କଂଗ୍ରେସ ବହୁ…

ବିଷମକଟକରେ ଜଗନ୍ନାଥଙ୍କୁ ଟକ୍କର ଦେବ କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଆଇନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଷମକଟକକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ। ଏହି ନିର୍ବାଚନମଣ୍ଡଳୀର ନିର୍ବାଚନ ଇତିହାସକୁ ଦେଖିଲେ କଂଗ୍ରେସ ପ୍ରାର୍ଥୀମାନେ…

ପରିବାରବାଦକୁ ଆଗକୁ ବଢାଇବା କଂଗ୍ରେସ ଓ ବିଆରଏସର ଲକ୍ଷ୍ୟ: ଶାହ

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଉପରେ ବର୍ଷିଛନ୍ତି । ଅମିତ ଶାହ କହିଛନ୍ତି ଯେ, କେସିଆର ତାଙ୍କ ପୁଅ କେଟିଆରଙ୍କୁ…

ଭୁପେଶ ସରକାରଙ୍କ ଉଭୟ ନୀତି ଓ ଉଦ୍ଦେଶ୍ୟ ଠିକ ନୁହଁ: ରମଣ ସିଂ

ରାୟପୁର: ଲୋକସଭା ନିର୍ବାଚନ ଆରମ୍ଭକୁ ଆଉ ବହୁତ କମ ଦିନ ବାକି ଅଛି । ଏହାପୂର୍ବରୁ ସମସ୍ତ ପାଞ୍ଚଟି ରାଜ୍ୟରେ ରାଜନୈତିକ ଦଳ ନିଜ ନିଜର ବିଜ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ବିଜେପି ଛତିଶଗଡରେ ପୁଣି ଥରେ ନିଜ କ୍ଷମତାକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଦେଇଛି । ଏହି ସମୟ…

ସ୍ୱ ନିଯୁକ୍ତି ଦ୍ୱାରା ରାଜନୀତିରେ ସଫ୍ଟ ଲାଣ୍ଡିଂ କରିଛନ୍ତି ପୂର୍ବତନ ସଚିବ -ଅପରାଜିତା

ଭୁବନେଶ୍ୱର:ନବୀନ ନିବାସରେ ପାଣ୍ଡିଆନଙ୍କୁ ସ୍ୱାଗତ କରିବା ପାଇଁ ସରକାରୀ କର୍ମଚାରୀ ଭିଡ ଜମାଇଥିବା ଘଟଣାକୁ କଡା ଭାଷାରେ ସମାଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଇଏଏସ ପଦବୀରୁ ସ୍ୱେଚ୍ଛାକୃତ ଅବସର ନେବାର ମାତ୍ର କେଇ ଘଣ୍ଟା ପରେ ପାଣ୍ଡିଆନଙ୍କୁ ମିଳିଛି କ୍ୟାବିନେଟ ରାଙ୍କ…

ଏମପିରେ ହେମାମାଳିନୀଙ୍କୁ ନଚାଇ ଫସିଗଲେ ଗୃହମନ୍ତ୍ରୀ !

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିର ପିଛା ଛାଡ଼ୁନି ବିବାଦ। ଦଳର ପ୍ରାର୍ଥୀ ଘୋଷଣା ପରେ ଦଳୀୟ ନେତାଙ୍କ ଭିତରେ ବିଦ୍ରୋହ ଏବେ ବି ଜାରି ରହିଛି। ଏ ଭିତରେ ପ୍ରଚାର ବେଳେ ଏମପିର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କର ଏକ ମନ୍ତବ୍ୟକୁ ନେଇ ବଡ଼ ବିବାଦ ଛିଡା ହୋଇଛି। ପୂର୍ବରୁ ଜଣେ ଆଦିବାସୀଙ୍କ…

ତେଲେଙ୍ଗାନାରେ କଂଗ୍ରେସକୁ ଜିତାଇ ଦେବନି ବିଜେପି, ମୋଦି, ଶାହାଙ୍କ ବଡ ପ୍ଲାନ !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶାସକ ବିଆରଏସ ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ବିଭିନ୍ନ ଓପିନିଅନ ପୋଲରେ କୁହାଯାଇଛି। ଏପରିକି ବିଆରଏସକୁ ମାତ ଦେଇ କଂଗ୍ରେସ ଏଥର କ୍ଷମତା ଦଖଲ କରିପାରେ ବୋଲି କୁହାଯାଉଛି। କିନ୍ତୁ ଅନ୍ୟତମ ପ୍ରମୁଖ ଦଳ ବିଜେପି…

ରାମ ମନ୍ଦିରକୁ ନେଇ ସଞ୍ଜୟ ରାଉତଙ୍କ ବିବୃତ୍ତିର କଡ୍ଡା ଜବାବ ଦେଲେ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ

ଲକ୍ଷ୍ନୌ: ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁନେଇ ବିରୋଧୀ ଦଳ ମାନେ ଏହା ଉପରେ ବିବୃତ୍ତି ଦେବା ଆରମ୍ଭ କରିଦେଇଛନ୍ତି । ସେପଟେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ,…

‘ମାୟାବତୀଙ୍କୁ ‘ଇଣ୍ଡିଆ’ରେ ସାମିଲ ନକଲେ ୟୁପିରେ ବିଜେପିକୁ ହରାଇବା ଅସମ୍ଭବ’

ଲକ୍ଷ୍ନୋ: କଂଗ୍ରେସର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ବଡ ବିବୃତ୍ତି । ବିଏସପି ମୁଖ୍ୟ ମାୟାବତୀଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି କୃଷ୍ଣମ । ସେ କହିଛନ୍ତି ଯେ, ବିରୋଧୀ ଦଳର ଗଠବନ୍ଧନ 'ଇଣ୍ଡିଆ'ରେ ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀଙ୍କୁ ଅନ୍ତର୍ଭୁକ୍ତ ନକଲେ…

ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି: ବିଏସ ୟେଦ୍ୟୁରପ୍ପାଙ୍କୁ ଯୋଗାଇ ଦିଆଯିବ Z+ ସୁରକ୍ଷା

ବେଙ୍ଗାଲୁରୁ: ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କୁ Z+ ସୁରକ୍ଷା ମିଳିଛି। ଗୃହ ମନ୍ତ୍ରଣାଳୟ ୟେଦ୍ୟୁରପ୍ପାଙ୍କୁ Z ବର୍ଗର ସିଆରପିଏଫ୍ ସୁରକ୍ଷା ଯୋଗାଇ ଦେଇଛି। ଏହି ସୁରକ୍ଷା କେବଳ କର୍ଣ୍ଣାଟକରେ ଯୋଗାଇ ଦିଆଯିବ ଏବଂ ଖୁବ ଶୀଘ୍ର…