Latest Odisha News

BREAKING NEWS

Browsing Category

ରାଜନୀତି

ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ

ପୁରୀ: ପୁରୀ ଶ୍ରୀମନ୍ଦିର ସମ୍ମୁଖରେ କଂଗ୍ରେସର ବିଶାଳ ସଂକୀର୍ତ୍ତନ ସତ୍ୟାଗ୍ରହ । ଅଭିନବ ଢଙ୍ଗରେ ସତ୍ୟାଗ୍ରହ କରିଛନ୍ତି କଂଗ୍ରେସ କର୍ମୀ । ଶହ ଶହ କର୍ମୀ ଏହି ସତ୍ୟାଗ୍ରହରେ ସାମିଲ ହେବା ସହ ଶ୍ରୀମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟବ୍ୟାପି ଚାଲିଥିବା ଏହି…

‘କଂଗ୍ରେସ ଯେଉଁଠି ଆସିଛି ସେଠାରେ ବିନାଶ ଆଣିଛି’

ଭୋପାଳ: ମଧ୍ୟପ୍ରଦେଶରେ ଜୋରଦାର ଚାଲିଛି ବିଧାନସଭା ନିର୍ବାଚନୀ ପ୍ରଚାର । ଏନେଇ ଆଜି ସତନାରେ ପହଞ୍ଚି ଏକ ବିଶାଳ ଜନସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି । ମୋଦି କହିଛନ୍ତି ଯେ ଆଜି ସାରା ବିଶ୍ୱରେ ଭାରତର ସ୍ୱର…

ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ, ସୋସିଆଲ ମିଡିଆରେ ଘୁରିବୁଲୁଛି ଭିଡିଓ

ବେଙ୍ଗାଲୁରୁ: ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସୁରକ୍ଷାକର୍ମୀ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ଆରମ୍ଭ ହୋଇଛି ବିବାଦ। କର୍ଣ୍ଣାଟକର ସାମାଜିକ କଲ୍ୟାଣ ମନ୍ତ୍ରୀ ଏଚ.ସି ମହାଦେବପ୍ପାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ ସୁରକ୍ଷାକର୍ମୀ…

‘ରାହୁଲଙ୍କୁ ଗୁରୁତ୍ୱ ଦେଉନି ଦଳ, ଗମ୍ଭୀରତାର ସହ ନେଉ ନାହାନ୍ତି ଲୋକେ’

ଭୋପାଳ: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଆଉ କିଛି ଦିନ ବାକି ଅଛି । ଏହାପୂର୍ବରୁ ରାଜନୈତିକ ତାତି ବୃଦ୍ଧି ପାଇଛି । ନିର୍ବାଚନ ପ୍ରଚାର ସମୟରେ ନେତାମାନେ ପରସ୍ପର ଉପରେ କଡ଼ା କଟାକ୍ଷ କରୁଛନ୍ତି । ଏହି ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର…

ବିଜେପିରେ ସାମିଲ ହେଲେ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହେଲେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କାର୍ଯ୍ୟକର୍ତ୍ତା । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କୋରାପୁଟ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର…

ମୋଦି କହିଲେ ଖଡଗେ ରିମୋଟ କଣ୍ଟ୍ରୋଲରେ ପରିଚାଳିତ, ପ୍ରିୟଙ୍କା ମାରିଦେଲେ ରାମଙ୍କ ତୀର!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଏବେ ଜମୁଛି ପ୍ରଚାର। ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ହେଭିୱେଟ ମାନଙ୍କ ଭିଡ଼ ଜମୁଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଏମପିରେ ଦେଖିବାକୁ ମିଳିଛି। ମୋଦି ଦମୋହ ବିଧାନସଭା କ୍ଷେତ୍ରରେ…

ରାହୁଲ କହୁଥିଲେ ବିଆରଏସ, ବିଜେପିର ‘ବି’ ଟିମ, ମୋଦି କହିଲେ କଂଗ୍ରେସ ‘ସି’ ଟିମ

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଲଢେଇ ଜୋରଦାର ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାର କରିଛନ୍ତି। ପଛୁଆ ବର୍ଗଙ୍କୁ ନେଇ ବିରୋଧୀ ନିର୍ବାଚନରେ ମୁଖ୍ୟ ଅସ୍ତ୍ର କରିବା ସହ ବିଜେପିକୁ ଏ ପ୍ରସଙ୍ଗରେ ଟାର୍ଗେଟ କରୁଛନ୍ତି। ଦେଶର ଜାତିଗତ ଜନଗଣନା ରିପୋର୍ଟ କାହିଁକି…

ବିମୁଦ୍ରୀକରଣକୁ ୭ ବର୍ଷ; ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ବିମୁଦ୍ରୀକରଣକୁ ପୁରିଛି ୭ ବର୍ଷ । ୨୦୧୬ ନଭେମ୍ବର ୮ ଆଜିର ଦିନରେ ମୋଦୀ ସରକାର ବିମୁଦ୍ରୀକରଣ ନେଇ ଘୋଷଣା କରିଥିଲେ । ତେବେ ଏହାକୁ ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହା ମାଧ୍ୟମରେ ରୋଜଗାର ଏବଂ ଅସଂଗଠିତ ଅର୍ଥନୀତି ନଷ୍ଟ…

ନିର୍ବାଚନର କେଇମାସ ପୂର୍ବରୁ ଉପବାଚସ୍ପତି ପଦରୁ ରାଜନୀକାନ୍ତ ସିଂହ କାହିଁକି ଇସ୍ତଫା ଦେଲେ?

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପିଚ୍ ପାଇଁ ଉଭୟ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ନେତା ପ୍ରସ୍ତୁତି ବେଳେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂହ। ବିଧାନସଭାରେ ପହଂଟି ୨୦୧୯ରେ ଅନ୍ତିମ ସାଧାରଣ ନିର୍ବାଚନ ପରେ ଜୁନ ମାସରୁ…

ବିଦ୍ୟୁତ ତାରରେ ଲାଗିଲା ପ୍ରଚାର ରଥ, ଅଳ୍ପକେ ବର୍ତ୍ତିଲେ ଶାହ

ଜୟପୁର: ରାଜସ୍ଥାନରେ ପ୍ରଚାର ବେଳେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି (ମଙ୍ଗଳବାର) ଦିଡୱାନା ଜିଲ୍ଲାର ମାକ୍ରାନାରେ ପ୍ରଚାର ବେଳେ ବିଦ୍ୟୁତ ତାରରେ ଧକ୍କା ହୋଇଥିଲା ଶାହଙ୍କ ପ୍ରଚାର ରଥ । ଏହା ପରେ ଶାହଙ୍କୁ ରଥରୁ ଓହ୍ଲାଇ ଅନ୍ୟ ଏକ ଗାଡିକୁ…