Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସକୁ ମମତାଙ୍କ ଚେତାବନୀ, ଟିଏମସିକୁ ଚାହୁଁଛ ତ ସିପିଏମ ମୋହ ଛାଡ଼

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟର ଆଞ୍ଚଳିକ ରାଜନୀତି ତୀଵ୍ର ହୋଇଛି। ଗୋଟିଏ ପଟେ ଜାତୀୟ ସ୍ତରରେ କଂଗ୍ରେସ ସବୁଠୁ ବଡ଼ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଆଗାମୀ ନିର୍ବାଚନରେ ଆଞ୍ଚଳିକ ସ୍ତରରେ ଶକ୍ତିଶାଳୀ ଥିବା ବିରୋଧୀଙ୍କୁ ନେଇ ଆଗକୁ ବଢ଼ିବାକୁ ଚାହୁଁଛି।…

‘କର୍ଣ୍ଣାଟକରେ ହାରିବାରୁ ଚାଉଳ ଦେଉନି ବିଜେପି’, ୨୦ ରେ କଂଗ୍ରେସର ରାଜ୍ୟବ୍ୟାପୀ ବିକ୍ଷୋଭ

ଭୁବନେଶ୍ୱର: ଚଳିତ ମାସ ୨୦ ତାରିଖରେ କେନ୍ଦ୍ରର ବିଜେପି ସରକାର ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ କର୍ଣ୍ଣାଟକ କଂଗ୍ରେସ। ପ୍ରତ୍ୟେକ ଜିଲ୍ଲାରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କର୍ଣ୍ଣାଟକ ପିସିସି ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର କହିଛନ୍ତି।…

୨୦୨୪ ପୂର୍ବରୁ ହେବ କି ଲୋକସଭା ନିର୍ବାଚନ ? କଣ କହୁଛି ସର୍ଭେ ?

ଭୁବନେଶ୍ୱର: ପାଖାପାଖି ବର୍ଷେ ସମୟ ବାକି ରହିଛି ୨୦୨୪ ଲୋକସଭା ନିର୍ବାଚନକୁ । ଲୋକସଭା ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ବିଜେପି, କଂଗ୍ରେସ ସହ ଅନ୍ୟ ସମସ୍ତ ରାଜନୈତିକ ଦଳ ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛନ୍ତି । ନରେନ୍ଦ୍ର ମୋଦିଙ୍କ…

ବିରୋଧୀଙ୍କ ଠାରୁ ଦୁରେଇଲେ କେସିଆର, ମୋଦିଙ୍କ ସହ ବନ୍ଧୁ ବାନ୍ଧିଲେ!

ଭୁବନେଶ୍ୱର: ବଦଳୁଛି ବିରୋଧୀଙ୍କ ଏକତାର ସମୀକରଣ। ପାଟନାରେ ବିରୋଧୀ ଏକାଠି ହେବା ଦିନ ପାଖେଇ ଆସୁଥିବା ବେଳେ ଏବେ ପ୍ରମୁଖ ବିରୋଧୀଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି। ଆସନ୍ତା ୨୩ ତାରିଖରେ ବିରୋଧୀ ଏକ ହେବା ସହ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ବଡ଼ ପ୍ରସ୍ତୁତି…

ସଚିବଙ୍କୁ ସାଂସଦଙ୍କ ଖାେଲା ଚାଲେଞ୍ଜ; ‘ଯଦି ରାଜନୀତି କରିବାକୁ ଇଛା, ଚାକିରି ଛାଡ଼ି ମୈଦାନକୁ ଓହ୍ଲାନ୍ତୁ’

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ  ୫ଟି ବିଭାଗ ଉପରେ ଆଟାକ । ୫ଟି ସଚିବ ଓ ତାଙ୍କ କାର୍ଯ୍ୟକଳାପ ନେଇ ବର୍ଷିଲା ବିଜେପି । ସାମ୍ବାଦିକ ସମ୍ମିଳନୀରେ ନାଁ ନ ନେଇ ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଖାଲି ବର୍ଷିଲେନି, ଖୋଲା ଚାଲେଞ୍ଜ…

ଦେଶରୁ ହଟାଇଦେବେ ଗାନ୍ଧୀ ନେହେରୁଙ୍କ ନାଁ!

ଭୁବନେଶ୍ୱର: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ନାଁରେ ଦିଲ୍ଲୀରେ ଥିବା ନେହେରୁ ମେମୋରିଆଲ ନାଁ ପରିବର୍ତ୍ତନକୁ ନେଇ ରାଜନୀତି ଜୋର ଧରିଛି। କେନ୍ଦ୍ରର ବିଜେପି ସରକାରଙ୍କ ପକ୍ଷରୁ ନେହେରୁ ମେମୋରିଆଲକୁ ପରିବର୍ତ୍ତନ କରି ପିଏମ ମେମୋରିଆଲ କରିଦିଆଯାଇଛି। ଏହି ନାଁ…

କର୍ଣ୍ଣାଟକରୁ ଆରଏସଏସକୁ ହଟାଇଲା କଂଗ୍ରେସ!

ଭୁବନେଶ୍ୱର: କର୍ଣ୍ଣାଟକ ପାଠ୍ୟକ୍ରମରୁ ହଟିଲା ଆରଏସଏସ ଓ ହିନ୍ଦୁତ୍ୱବାଦୀ ନେତାଙ୍କ ସମ୍ପର୍କିତ ପାଠ। ପୂର୍ବ ବିଜେପି ସରକାର ପକ୍ଷରୁ ପାଠ୍ୟକ୍ରମରେ ସାମିଲ କରାଯାଇଥିବା ଆରଏସଏସ ପ୍ରତିଷ୍ଠାତା କେବି ହେଡଗେୱାର,ବୀର ସଭରକର ଏବଂ ଅନ୍ୟ କିଛି ପ୍ରସଙ୍ଗକୁ ବାଦ ଦିଆଯାଇଛି। ସେପଟେ ସମାଜ…

‘୨୪ ରେ ଜିତିଲେ ମୋଦି ଆଉ ଛାଡିବେନି କ୍ଷମତା’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମ ଆଦମୀ ପାର୍ଟି ଏକ ବଡ଼ ମନ୍ତବ୍ୟ ରଖିଛି। ନିର୍ବାଚନ ପୂର୍ବରୁ ବିରୋଧୀ ଏକତାର କଥା କୁହାଯାଉଥିବା ବେଳେ ଆପ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛି। ବିରୋଧୀ ଦଳଗୁଡିକ ଏକାଠି ହୋଇ ଯଦି ୨୦୨୪ ଲୋକସଭା ନିର୍ବାଚନ ନ ଲଢନ୍ତି ତେବେ ଆଗକୁ ଦେଶରେ ଆଉ…

୧୯ ରେ ଲଢ଼ିବେ ସିନ୍ଦେ, ଉଦ୍ଧବ

ଭୁବନେଶ୍ୱର: ଚଳିତ ମାସ ୧୯ ତାରିଖରେ ମହାରାଷ୍ଟ୍ରରେ ମହଲଢ଼େଇ ଦେଖିବାକୁ ମିଳିବ। ୧୯ ତାରିଖରେ ଶିବସେନାର ପ୍ରତିଷ୍ଠା ଦିବସ ହୋଇଥିବାରୁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂର୍ବ ବର୍ଷ ଦୁଇ ଗୋଷ୍ଠୀ ଅଲଗା ଅଲଗା ଦଶହରା ରାଲି କରି ମୁହାଁମୁହିଁ…

ବିଜେପିକୁ ପ୍ରିୟଙ୍କା ଡର! ମୋଦି ଯିବେ ମଧ୍ୟପ୍ରଦେଶ

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ କର୍ଣ୍ଣାଟକ ଢାଞ୍ଚାରେ ସେଠାରେ କାର୍ଯ୍ୟ ଆରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ଚେହେରା ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ମଧ୍ୟପ୍ରଦେଶରେ ଜୋରଦାର ପ୍ରଚାର କରୁଛନ୍ତି। ଏପରିକି ଦଳ ପକ୍ଷରୁ ପ୍ରିୟଙ୍କା ଗାନ୍ଧୀ ନର୍ମଦା…