Latest Odisha News

BREAKING NEWS

Browsing Category

ରାଜନୀତି

‘ତେଲେଙ୍ଗାନା ରାଜନୀତି’, କେସିଆରଙ୍କୁ ବ୍ରାହ୍ମଣ ଭରସା !

ଭୁବନେଶ୍ୱର: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। ଏହି କ୍ରମରେ ରାଜ୍ୟର ଶାସକ ଦଳ ବିଆରଏସ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି। ରାଜ୍ୟରେ ବ୍ରାହ୍ମଣ ମାନଙ୍କୁ ଫୋକସ କରିଛି ଦଳ। ରାଜ୍ୟରେ ଏକ ବ୍ରାହ୍ମଣ ସଦନ ଉଦଘାଟନ ଅବସରରେ…

ଯାହା କରିଛି ବିଜେପି, ସବୁ ହଟାଉଛି କଂଗ୍ରେସ!

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ବିଜେପି ଯୋଜନାକୁ ବନ୍ଦ କରୁଥିବା କର୍ଣ୍ଣାଟକର କଂଗ୍ରେସ ସରକାର ଜାତୀୟ ଶିକ୍ଷାନୀତିକୁ ହଠାତ ବନ୍ଦ କରିବା ଯୋଜନାରେ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକର ଉଚ୍ଚ ଶିକ୍ଷା ମନ୍ତ୍ରୀ। ଦେଶର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକର କେନ୍ଦ୍ରର…

‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!

ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି। ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…

ଦଳ ଛାଡିବେ ଅସନ୍ତୁଷ୍ଟ: ବିଜେଡି-ବିଜେପି ପରସ୍ପରକୁ ଟାର୍ଗେଟ କରିବା ପରେ ତେଜିଲା ରାଜନୈତିକ ଚର୍ଚ୍ଚା

ଭୁବନେଶ୍ୱର: ଶାସକ ବିଜୁ ଜନତା ଦଳର ପ୍ରାୟ ୮୦ ପ୍ରତିଶତ ନେତୃତ୍ୱ ଦଳରୁ ବାହାରିବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ବୋଲି ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶାରେ ରାବଣ ରାଜର…

ରାଜସ୍ଥାନରେ କଂଗ୍ରେସର ପ୍ରାକ ନିର୍ବାଚନୀ ଭେଟି, ବିଜୁଳି ଏବେ ମାଗଣା

ଭୁବନେଶ୍ୱର: କଂଗ୍ରେସର ଗ୍ୟାରେଣ୍ଟି ଏବେ ନିର୍ବାଚନ ପାଇଁ ଏକ ପ୍ରମୁଖ ଅସ୍ତ୍ର ଭାବେ ଗଣାଯାଉଛି। କର୍ଣ୍ଣାଟକରେ ଏ କଥା କାମ ଦେବା ପରେ ଅନ୍ୟ ରାଜ୍ୟରେ ଦଳ ଗ୍ୟାରେଣ୍ଟିକୁ ନିର୍ବାଚନ ଅସ୍ତ୍ର ଭାବେ ବ୍ୟବହାର କରିବା ଆରମ୍ଭ କରିଛି। ଏପରିକି ଦେଶର ଅନ୍ୟ କିଛି ପ୍ରମୁଖ ଦଳ ମଧ୍ୟ କଂଗ୍ରେସର…

‘ୟୁପି ରାଜନୀତି’, କଂଗ୍ରେସକୁ ଫଲୋ କରୁଛି ସମାଜବାଦୀ ପାର୍ଟି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ କଂଗ୍ରେସ ଢାଞ୍ଚା ଆପଣାଇବ ସମାଜବାଦୀ ପାର୍ଟି। ଦଳକୁ ନିର୍ବାଚନରେ ସଫଳ କରିବା ପାଇଁ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ହିନ୍ଦୁତ୍ୱ ପନ୍ଥା ଆପଣାଇବ ବୋଲି କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନରେ କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କିତ…

ଟିଏମସିକୁ କଂଗ୍ରେସର ଜବାବ, ବିଧାୟକ ନେଉଛ ଏକାଠି ହେବାକୁ କହୁଛ!

ଭୁବନେଶ୍ୱର: ପଶ୍ଚିମବଙ୍ଗରେ କଂଗ୍ରେସର ଏକମାତ୍ର ବିଧାୟକ ବାୟରନ ବିଶ୍ୱାସ ଟିଏମସିରେ ମିଶିବା ପରେ କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଛି। ରାଜ୍ୟରେ ଟିଏମସି ପକ୍ଷରୁ ଚାଲିଥିବା ଜନ ସଂଯୋଗ ଯାତ୍ରା ସମୟରେ କଂଗ୍ରେସର ସାଗରଦିଘି ବିଧାୟକ ବାୟରୋନ ବିଶ୍ୱାସ ଦଳର ସାଂସଦ ଅଭିଷେକ ବାନାର୍ଜୀଙ୍କ…

ବିଜେପିକୁ ବହିରୁ ବାହାର କରିଦେବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ପୂର୍ବର ବିଜେପି ସରକାର ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ତୁରନ୍ତ ପରିବର୍ତ୍ତନ କରିବାରେ ଲାଗିଛି ନୂଆ କଂଗ୍ରେସ ସରକାର। ବିଜେପି ଦ୍ୱାରା କରାଯାଇଥିବା କିଛି ଯୋଜନାକୁ ବନ୍ଦ କରାଯିବା ସହ ଯୋଜନା ପାଇଁ ଅର୍ଥ ବରାଦକୁ ବି ବନ୍ଦ କରିଦିଆଯାଇଛି। ଏପରିକି କିଛି ବଡ଼…

ବିଜେପିର ‘ଜନସମ୍ପର୍କ ଅଭିଯାନ’, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର: କେନ୍ଦ୍ରର ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ମାସେ ବ୍ୟାପୀ ‘ଜନସମ୍ପର୍କ ଅଭିଯାନ’ ଆରମ୍ଭ କରିବ । ଆଉ ଏହି ‘ଜନସମ୍ପର୍କ ଅଭିଯାନ’ରେ ଯୋଗ ଦେବାକୁ ଓଡ଼ିଶା…

‘ମଣିପୁର ପଛରେ ବିଜେପିର ଗୁପ୍ତ ଏଜେଣ୍ଡା’

ଭୁବନେଶ୍ୱର: ମଣିପୁର ହିଂସାକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ହିଂସା ଯୋଗୁ ମଣିପୁର ଜଳିବା ସହ ବହୁ ଧନଜୀବନ ହାନି ହୋଇଛି। ଯାହାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିବା ସହ ଦଳର ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। କଂଗ୍ରେସର ଜାତୀୟ ସଭାପତି ମଲ୍ଲିକାର୍ଜୁନ…