Latest Odisha News

BREAKING NEWS

Browsing Category

ରାଜନୀତି

‘ଲୋକସଭା ନିର୍ବାଚନରେ ବିଜେପି ଭୋଗିବ କର୍ଣ୍ଣାଟକ ଦଶା’

ଭୁବନେଶ୍ୱର: ବେଙ୍ଗାଲୁରୁରେ ବିରୋଧୀ ଏକତା ବୈଠକ ଅବସରରେ ଏକ ବଡ଼ କଥା କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଗୋଟିଏ ଦଳ ବିରୋଧରେ ଏତେ ବିରୋଧୀ ଦଳ ଏକାଠି ହେଉଛନ୍ତି ବୋଲି ବିଜେପି ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସିଦ୍ଦରମେୟା ବିଜେପିକୁ କଡା ଜବାଵ ଦେଇଛନ୍ତି। କିଛି ମାସ…

ବିଜେପି ବିରୋଧରେ ବିରୋଧୀଙ୍କ ରଣନୀତି: ଆଜି ଏନଡିଏ କରିବ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଯାଇଛି । ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରମୁଖ ବିରୋଧୀ ଦଳଙ୍କ ପ୍ରଥମ ବୈଠକ ଗତକାଲି ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ହେବାକୁ ଯାଉଛି।…

ବିରୋଧୀ ଏକାଠି ହେଉଥିବା ଦେଖି ବିଭିନ୍ନ ରାଜ୍ୟରେ ସମୀକରଣ ବଦଳାଉଛି ବିଜେପି?

ନୂଆଦିଲ୍ଲୀ: ଏକଦା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ସେ ଏକୁଟିଆ ବିରୋଧୀଙ୍କ ଉପରେ ଭାରି ପଡ଼ିବେ। ଅର୍ଥାତ ସମସ୍ତ ବିରୋଧୀ ଯଦିବି ଏକାଠି ହେବେ ତାହାଲେ ତାଙ୍କୁ ମୁକାବିଲା କରିପାରିବେ ନାହିଁ। ମୋଦୀଙ୍କ ଏହି ପରିଭାଷା କିନ୍ତୁ ଏବେ ବଦଳିଯାଇଛି। ବିରୋଧୀ ୨୪ରୁ ଅଧିକ…

ମଧ୍ୟପ୍ରଦେଶରେ ବିଜେପିକୁ ହାରିବା ଭୟ! ଦାୟିତ୍ୱରେ ଏକାଧିକ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପି ବିରୋଧରେ ଆଣ୍ଟି ଇନକମ୍ବାନସି ଫ୍ୟାକ୍ଟରକୁ ନେଇ ଟେନସନରେ ବିଜେପି। ୧୫ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶିବରାଜ ସିଂ ଚୌହାନ କାର୍ଯ୍ୟ କରିଥିବା ବେଳେ ଏବେ ବି ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଦୀର୍ଘ ଦିନ ଧରି…

ବିରୋଧୀ ଏକତା, ହାତ ଦେଖୁନି ସ୍ୱାର୍ଥ

ଭୁବନେଶ୍ୱର: ଦୁଇଦିନିଆ ଦ୍ଵିତୀୟ ବିରୋଧୀ ଏକତା ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁରେ ବିରୋଧୀ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି। ପାଟନା ବୈଠକ ଅପେକ୍ଷା ବିରୋଧୀ ଦଳଙ୍କ ସଂଖ୍ୟା ବଢିଛି। ବିଜେପିକୁ ଆସନ୍ତା ନିର୍ବାଚନରେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥାକୁ ନେଇ ଆଲୋଚନା…

ନିଲମ୍ବନ ନେଇ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ, କହିଲେ ‘କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ’

ଭୁବନେଶ୍ୱର: ମୁଁ ଦଳ ବିରୋଧୀ କୌଣସି କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ପ୍ରେସମିଟରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ…

ବିଆରଏସ ଛାଡି କଂଗ୍ରେସକୁ ଫେରିବେ ଗିରିଧର ଗମାଙ୍ଗ !

ଭୁବନେଶ୍ୱର: ବିଜେପିରୁ ଇସ୍ତଫା ଦେବା ପରେ ରାଜଧାନୀରୁ ସ୍ବତନ୍ତ୍ର ଚାଟାର୍ଡ ବିମାନରେ ହାଇଦ୍ରାବାଦ ଯାଇ ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ଯୋଗ ଦେଇଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପୁରୁଖା ରାଜନେତା ଗିରିଧର ଗମାଙ୍ଗ ଏବେ କୁଆଡେ କଂଗ୍ରେସକୁ…

କଂଗ୍ରେସରୁ ନିଲମ୍ବିତ ମୋକିମ ଏବଂ ଚିରଞ୍ଜୀବ ଆଗକୁ କରିବେ କ’ଣ?

ଭୁବନେଶ୍ୱର: ଆଗକୁ ବିଧାନସଭା ସହିତ ସାଧାରଣ ନିର୍ବାଚନ। ଟିକେଟ ନେବା ପାଇଁ ରାଜନୈତକ ଦଳର ନେତାଙ୍କ ମଧ୍ୟରେ ଏବେ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି । ତେଣୁ ଦଳ ଡିଆଁ ପର୍ବ ମଧ୍ୟ ଏକ ପ୍ରକାର ଆରମ୍ଭ ହୋଇଛି। ଏପରି ସ୍ଥିତିରେ କଂଗ୍ରେସର ଦୁଇ ବରିଷ୍ଠ ନେତା ମହମ୍ମଦ ମୋକିମ ଏବଂ ଚିରଞ୍ଜୀବ…

ନେତାଙ୍କୁ ଦଳରୁ ନିଲମ୍ବନକୁ ନେଇ ତାତିଲେ କର୍ମୀ, ଜଗତସିଂହପୁରରେ ଶରତଙ୍କ କୁଶପୁତ୍ତଳିକା ଦାହ

ଜଗତସିଂହପୁର: ଦଳ ବିରୋଧୀ କାର୍ଯ୍ୟ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କ୍ରମେ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳ ନିଲମ୍ବିତ କରିଛି । ଶନିବାର ଦଳ ଉଭୟ ନେତାଙ୍କୁ କଂଗ୍ରେସରୁ ନିଲମ୍ବିତ କରିଥିବା ବେଳେ ରବିବାର କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି କର୍ମୀ ।…

ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା, ବିଜେଡିରେ ସର୍ବାଧିକ: ଏଡିଆର୍

ଭୁବନେଶ୍ୱର: ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ନାଁରେ ଅପରାଧିକ ମାମଲା ରହିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ (ADR) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ୧୪୫ ବିଧାୟକଙ୍କ ମଧ୍ୟରୁ ୬୪ ଜଣ ସେମାନଙ୍କ ନାଁରେ ଅପରାଧିକ ମାମଲା ଥିବା ସତ୍ୟପାଠ ଦେଇଛନ୍ତି । ୬୪ରୁ ୪୬…