Latest Odisha News

BREAKING NEWS

Browsing Category

ରାଜନୀତି

କଂଗ୍ରେସର ନୂଆ ଫଣ୍ଡା, ଦଳ ଭିତରେ ଲଢ଼ନି, ବିଜେପିକୁ ସଫା କର!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛତିଶଗଡ଼ରେ ଦଳୀୟ ସଙ୍ଗଠନକୁ ସଜାଡ଼ିଛି। ଦଳୀୟ କନ୍ଦଳ ଏବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପାଇଁ ମୁଣ୍ଡବ୍ୟଥାର କାରଣ ହେଉଥିବା ବେଳେ ନିର୍ବାଚନ ପୂର୍ବରୁ କଂଗ୍ରେସ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛି। ହିମାଚଳ ଓ କର୍ଣ୍ଣାଟକରେ ଏହି…

ରାହୁଲଙ୍କୁ ଜେଲରେ ନ ପୁରେଇ ଛାଡିବନି ବିଜେପି !

ଭୁବନେଶ୍ୱର: ମୋଦି ସାଙ୍ଗିଆ ସମ୍ପର୍କିତ ଟିପ୍ପଣୀ ପ୍ରସଙ୍ଗକୁ ନେଇ ରାହୁଲଙ୍କ ପିଛା ଛାଡୁନି ବିଜେପି। ଗୁଜୁରାଟ ସମେତ ଦେଶର ବିଭିନ୍ନ ରାଜ୍ୟରେ ରାହୁଲଙ୍କ ମନ୍ତବ୍ୟକୁ ନେଇ ମାନହାନି ମାମଲା ଚାଲିଥିବା ବେଳେ ସୁରଟ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଯାହାକି ଗୁଜୁରାଟ ହାଇକୋର୍ଟରେ ମଧ୍ୟ କାଏମ…

ସୁପ୍ରିମକୋର୍ଟଙ୍କୁ ମହାରାଷ୍ଟ୍ର ବାଚସ୍ପତିଙ୍କ ଚ୍ୟାଲେଞ୍ଜ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ପର୍ବ ତୀଵ୍ର ହୋଇଛି। ପ୍ରତି ମୁହୂର୍ତ୍ତରେ ନୂଆ ରୂପ ନେଉଥିବା ମହାରାଷ୍ଟ୍ର ରାଜନୀତିରେ ନେତାଙ୍କ ମନ୍ତବ୍ୟକୁ ଆନ୍ଦୋଳନ ଆରମ୍ଭ ହୋଇଛି। ଉଦ୍ଧବ ଠାକରେଙ୍କ ମନ୍ତବ୍ୟକୁ ନେଇ ବିଜେପି ରାସ୍ତାକୁ ଓଲ୍ହାଇଛି। ମହାରାଷ୍ଟ୍ର…

ବିଜେଡି ସରକାର ପ୍ରଶାସନିକ ମାଫିଆ କବଜାରେ, ଏପରି କହି କାହାକୁ ଟାର୍ଗେଟ କଲା ବିଜେପି?

ଭୁବନେଶ୍ୱର: ଓଡିଶାର ବିଜୁ ଜନତା ଦଳ ସରକାର ଏକ ପ୍ରଶାସନିକ ମାଫିଆଙ୍କ କବଜରେ ରହିଛି। ବିଜେପି ବୁଧବାର ଏଭଳି ଏକ ଅଭିଯୋଗ କରିଛି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ, ଓଡ଼ିଶା ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଦାବି କରିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ଗତ ୨୩ ବର୍ଷ ମଧ୍ୟରେ…

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ…

ମହାରାଷ୍ଟ୍ର ରାଜନୀତି, ହାତ ଛାଡ଼ିଦେବେ ସାଥୀ, ଏକା ହୋଇଯିବେ ସିନ୍ଦେ!

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିରେ ପ୍ରତି ମୁହୂର୍ତ୍ତରେ କିଛି କିଛି ପରିବର୍ତ୍ତନ ହୋଇଚାଲିଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମନ୍ତ୍ରୀମଣ୍ଡଳରେ ଅଜିତ ପାୱାର…

ବିରୋଧୀଙ୍କୁ ଧୋକା ଦେବେ ନୀତିଶ !

ଭୁବନେଶ୍ୱର: ବିରୋଧୀ ଏକତା ବୈଠକକୁ କାଉଣ୍ଟର କରିବ ଏନଡିଏ ବୈଠକ। ବିଜେପିକୁ ଶାସନରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡିକ ଏକ ହେଉଛନ୍ତି। ବିରୋଧୀଙ୍କ ପ୍ରଥମ ବୈଠକ ପାଟନାରେ ହୋଇସାରିଥିବା ବେଳେ ଦ୍ଵିତୀୟ ବୈଠକ ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ହେବ। ସେଥିପାଇଁ ବିରୋଧୀ ଦଳ ଗୁଡିକ…

‘ଗୋଟିଏ ଦେଶ ଗୋଟିଏ ଦଳ’ ଫର୍ମୁଲା, ଭାରତରେ କେବଳ ବିଜେପି ରହିବ!

ଭୁବନେଶ୍ୱର: ଗୋଟିଏ ଦେଶ ଗୋଟିଏ ବ୍ୟବସ୍ଥାକୁ ନେଇ ବର୍ତ୍ତମାନ ଦେଶରେ ରାଜନୈତିକ ଉଷ୍ମତା ତୀଵ୍ର ହେବାରେ ଲାଗିଛି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାର ଦେଶରେ ଗୋଟିଏ ବ୍ୟବସ୍ଥା ଲାଗୁ ଉପରେ ଗୁରୁତ୍ବ ଦେଇଥିବା ଚର୍ଚ୍ଚା ହେଉଥିବା ବେଳେ ଏବେ ଏକକ ନାଗରିକ ସଂହିତାକୁ ନେଇ ରାଜନୀତି…

‘ବିଜେଡିର ଅନେକ ନେତା ଅସନ୍ତୁଷ୍ଟ, ପାଣ୍ଡିଆନ ବାଣ୍ଟିବେ ଦଳୀୟ ଟିକେଟ’

ଭୁବନେଶ୍ୱର: 5-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଶାସକ ବିଜୁ ଜନତା ଦଳରେ ବଢୁଥିବା ଭୂମିକାକୁ ଓଡିଶାର ବିରୋଧୀ ବିଜେପି ସମାଲୋଚନା କରିଛି। ବରିଷ୍ଠ ବିଜେପି ନେତା ପ୍ରଦୀପ ପୂରୋହିତ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଲୋକେ ବିଜେଡିକୁ ଭୋଟ୍ ଦେଇଥିଲେ, କିନ୍ତୁ ଏବେ…

‘ବିଜେପି’ ସବୁଆଡେ ଶକ୍ତି ବଢ଼ାଉଛି, ଓଡ଼ିଶାରେ ଦୁର୍ବଳ କରୁଛି!

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ଗୌହାଟୀରେ ବିଜେପି ଜୋରଦାର ମନ୍ଥନ କରିଛି। ଓଡିଶାରେ ଶାସନକୁ ଆସିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଦଳୀୟ ନେତାମାନେ କହୁଛନ୍ତି। କିନ୍ତୁ ଗତ କିଛି ଦିନର ଦଳୀୟ କାର୍ଯ୍ୟକ୍ରମ, ସଂଗଠନର ରୂପରେଖ ଓ କେନ୍ଦ୍ରୀୟ ନେତୃତ୍ବର ଓଡିଶା ବିଜେପି ପ୍ରତି…