Latest Odisha News

BREAKING NEWS

Browsing Category

ରାଜନୀତି

ତାରିଖ ଘୋଷଣା ହୋଇନି, ବିଜେପି ବିଧାୟକ ନିଜେ ନିଜର ନିର୍ବାଚନ କରାଇଦେଲେ

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନିର୍ବାଚନ ହେଉଛି। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ୍ୟ। ଏଭଳି କିଛି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଚଳିତ ବର୍ଷ ଶେଷ ଭାଗରେ ଅର୍ଥାତ ଡିସେମ୍ବର ମାସରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ହେବ। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ଯାଏ…

୨୩ ବର୍ଷର ସ୍ଥାୟୀ ବିଜେଡି ସରକାର ଓଡ଼ିଶାକୁ ଦାରିଦ୍ର୍ୟ ମୁକ୍ତ କରିପାରିଲା ନାହିଁ: ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର: ଦୀର୍ଘ ୨୩ବର୍ଷର ଗୋଟିଏ ସ୍ଥାୟୀ ସରକାର ସତ୍ତ୍ୱେ ଯଦି ଓଡିଶା ଦାରିଦ୍ର‌୍ୟ ମୁକ୍ତ ହୋଇପାରିଲାନାହିଁ ଓ ଓଡ଼ିଶାରେ ଭାରତର ସବୁଠାରୁ ଅଧିକ ବଞ୍ଚିତ ଜନସାଧାରଣ ବସବାସ କଲେ ତାହା ଠାରୁ ଦୁର୍ଭାଗ୍ୟଜନକ ଜିନିଷ ଆଉ କ’ଣ ଥାଇପାରେ ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି।…

ବିଜେପିର ହାଲ୍ଲାବୋଲ: ଡେଙ୍ଗୁ ସ୍ଥିତି ନେଇ BMC ଅଫିସ୍ ଘେରିଲା ବିଜେପି

ଭୁବନେଶ୍ଵର: ରାଜଧାନୀରେ ଡେଙ୍ଗୁ ସ୍ଥିତିକୁ ନେଇ ବିଜେପିର ହାଲ୍ଲାବୋଲ । ବିଏମସି ଅଫିସରେ ମଶା ଧୁଆଁ ଦେଲା ବିଜେପି । ଡେଙ୍ଗୁ ମୁକାବିଲାରେ ବିଫଳତା ଅଭିଯୋଗରେ ବିଏମସି ଅଫିସ୍ ଘେରାଉ । ମେୟର ଓ ବିଏମସି କମିଶନରଙ୍କ ବିରୋଧରେ ଗର୍ଜିଲା ବିଜେପି । ଖବର ଅନୁଯାୟୀ, ଗତ କିଛି ଦିନ ଧରି…

ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ଼ୋ ଯାତ୍ରା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୨ରୁ କଂଗ୍ରେସ ଆରମ୍ଭ କରିବ ଦ୍ଵିତୀୟ ପର୍ଯ୍ୟାୟ ଭାରତ ଯୋଡ ଯାତ୍ରା । ଗୁଜୁରାଟର ପୋର ବନ୍ଦରରୁ ଆରମ୍ଭ ହେବ ଏହି ଯାତ୍ରା । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ରାହୁଲ ଗାନ୍ଧୀଙ୍କ ପୁରା ଫୋକସ୍ ଉତ୍ତରପ୍ରଦେଶରେ ରହିବ । ୮୦ ଲୋକସଭା ଆସନ ବିଶିଷ୍ଟ ଏହି ରାଜ୍ୟରେ ରାହୁଲ…

ଏସସି-ଏସଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ନେତୃତ୍ୱ ବିକାଶ ରାଜ୍ୟ ପ୍ରଗତୀ ପାଇଁ ଏକାନ୍ତ ଆବଶ୍ୟକ: କଂଗ୍ରେସ

ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି। ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି କହିଛନ୍ତି…

ପ୍ରତିଶୋଧ ମୁଡରେ କଂଗ୍ରେସ, ବିଜେପିକୁ ସଫା କରିବାକୁ ‘ଅପରେସନ ପାମ’!

ଭୁବନେଶ୍ୱର: କର୍ଣ୍ଣାଟକରେ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ କାର୍ଯ୍ୟ ଉପରେ ରୋକ ଲଗାଇବା ସହ କଂଗ୍ରେସ ସରକାର କଡା ପଦକ୍ଷେପ ନେଉଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସ…

ରାହୁଲଙ୍କ ମାୟାଜାଲରେ ବିଜେପି!

ଭୁବନେଶ୍ୱର: ଲଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶୈଳୀରେ କାର୍ଯ୍ୟ କରୁଛନ୍ତି। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଏକ ବଡ଼ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥିବା ରାହୁଲ ତା ପରେ ସେଭଳି ଢାଞ୍ଚାରେ ହିଁ କାର୍ଯ୍ୟ…

ହେବ କି ଆଗୁଆ ନିର୍ବାଚନ ? ନେତାଙ୍କ ବୟାନକୁ ନେଇ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ଆଗୁଆ ନିର୍ବାଚନକୁ ନେଇ ବଢିଲା ରାଜନୈତିକ ତାତି । ରାଜ୍ୟ ବିଧାନସଭା ନର୍ବାଚନ ଆଗୁଆ ହେବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏହାକୁ ବଳ ଯୋଗାଉଛି ନେତାଙ୍କ ବୟାନ । ଏବେ ତିନି ଦଳର ବିଧାୟକ, ସାଂସଦ ଅମର ଶତପଥୀ, ତାରା ପ୍ରସାଦ ବାହିନୀପତି ଏବଂ ପ୍ରତାପ ଷଡଙ୍ଗୀ ବୟାନ ଜାରି…

ବୋହିଲାଣି ନିର୍ବାଚନୀ ହାଓ୍ୱା, ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ତିନି ଦଳ ଆରମ୍ଭ କଲେ ପ୍ରସ୍ତୁତି

ଭୁବନେଶ୍ୱର: ରାଜ୍ୟରେ ବୋହିଲାଣି ନିର୍ବାଚନୀ ହାଓ୍ୱା। ସାଧାରଣ ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ଓଡ଼ିଶାର ତିନି ପ୍ରମୁଖ ଦଳ ବିଜୁ ଜନତା ଦଳ, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଯୁବ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ସେତିକି ଜୋରଦାର ପ୍ରସ୍ତୁତି କରିବା ଆରମ୍ଭ କରିଛନ୍ତି।…

ବେକାବୁ ଡେଙ୍ଗୁ, ରାଜ୍ୟ ସରକାର ପଙ୍ଗୁ କହି ରାଜ୍ୟ ସରକାର ଓ ବିଏମସିକୁ ବିଜେପିର କଟାକ୍ଷ

ଭୁବନେଶ୍ୱର: “ଗଲି ଗଲି ମେ ଶୋର୍ ହୈ, ଡେଙ୍ଗୁ ବଡା ଜୋର୍ ହୈ”। ଦୁଃଖ ପରିତାପର ବିଷୟ ରାଜ୍ୟରେ ଡେଙ୍ଗୁ ରୋଗ “ନିୟନ୍ତ୍ରଣହୀନ” ହୋଇପଡିଥିବା ବେଳେ, ମୁକାବିଲାରେ ରାଜ୍ୟ ସରକାର “ପଙ୍ଗୁ” ହୋଇପଡିଛନ୍ତି ବୋଲି କହି ରାଜ୍ୟ ସରାକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ…